Daily Archives

December 8, 2020

ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା କ୍ରାଇମବ୍ରାଞ୍ଚ ଏସଆଇଟିକୁ ବିରୋଧ । ରାସ୍ତାରେ ବାଉଁଶ ବାନ୍ଧି ପଶିବାକୁ ଦେଲେନାହିଁ…

କନକ ବ୍ୟୁରୋ : ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା ଏସଆଇଟିକୁ ବିରୋଧ । ପରୀର ନିଜ ଗାଁ ଯଦୁପୁରରୁ ଆସିଛି ଏହି ଦୃଶ୍ୟ । ଯେତେବେଳେ ଗାଁର ପ୍ରବେଶ ପଥରେ ବାଉଁଶ ବାନ୍ଧି ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟିର ବାଟ ଓଗାଳିଛନ୍ତି ଗ୍ରାମବାସୀ । ଯାଂଚକାରୀ ଦଳକୁ ଗାଁ ଭିତରକୁ ପୁରାଇ ଦେଇନାହାନ୍ତି…

ବିଶ୍ୱର ପ୍ରଥମ କରୋନା ଟିକା ନେଲେ ବ୍ରିଟେନର ଆଈ ମାଆ । ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପରେ ୯୦ ବର୍ଷର…

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ ଡୋଜ୍ ଦିଆଯାଇଛି ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କୁ । ସପ୍ତାହକ ପରେ ମାର୍ଗାରେଟ୍ ନିଜର ୯୧ ତମ ଜନ୍ମଦିନ ପାଳନ କରିବେ ।…

କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ…

ସୁନ୍ଦରଗଡ଼ରେ ଅଚଳ ହୋଇପଡିଛି ୧୧୬ଟି ସୋଲାର ଡୁଆଲ ପମ୍ପ । ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ପାନୀୟ ଜଳଯୋଗାଣ ।

କନକ ବ୍ୟୁରୋ : ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ଏକାଧିକ ଯୋଜନା କରାଯାଇଛି । ତଥାପି ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁ ନଥିଲା । ଏଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସ୍ଥାପନ କରାଗଲା । ତେବେ ଏହି ଡୁଆଲ ପମ୍ପ୍ ମରାମତି,…

ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ । ୨-୧ରେ ସିରିଜ ହାତେଇଲା ଭାରତ 

କନକ ବ୍ୟୁରୋ : ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୨ ରନରେ ପରାସ୍ତ କରିଛି । ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି । ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି । ଏହି ମ୍ୟାଚରେ ଭାରତ…

ଆସନ୍ତା କିଛି ସପ୍ତାହରେ ଭାରତରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ…

କନକ ବ୍ୟୁରୋ : ଆସନ୍ତା କିଛି ସପ୍ତାହରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ ଟିକାକୁ ମିଳିପାରେ ଅନୁମତି । ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟିକା ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକା ପାଇଁ ଆବେଦନ କରିଛି । ଏନେଇ…