Daily Archives

November 14, 2020

ବିରଜୁ ବଖାଣିଲେ ଲାହୋର ଜେଲରେ ନିର୍ଯାତନାର କାହାଣୀ । ଜେଲର ଅନ୍ଧାର କୋଠରୀ ଭିତରେ ଚାବୁକରେ ମାଡ଼ ମାରି ଦିଆଯାଉଥିଲା…

କନକ ବ୍ୟୁରୋ : ପାକିସ୍ତାନରୁ ଫେରି ଜନ୍ମମାଟି ସୁନ୍ଦରଗଡରେ ପହଚିଂବା ପରେ ପରିବାର ସହ ଗୋଟିଏ ଦିନ କାଟିଛନ୍ତି ବିରଜୁ । ଆଉ ଏହାରି ଭିତରେ ତାଙ୍କ ନିକଟରେ ଦେଖିବାକୁ ମିଳିଛି ଅନେକ ପରିବର୍ତନ । ଗତକାଲି ଭଲ ଭାବେ କଥା କହିପାରୁନଥିବା ବିରଜୁ, ପାକିସ୍ତାନ ସୀମା ଭିତରକୁ ପଶିଯିବା ପରେ ତାଙ୍କ…

ଏମିତି ବି ଥାନ୍ତି ଠକ! ମଗାଉଥିଲା ଦାମୀ ଜିନିଷ, ଫେରାଉଥିଲା ଇଟା । ଏବେ ଗଲା ଜେଲ 

କନକ ବ୍ୟୁରୋ : ଯେତେ ଦାମୀ ଜିନିଷ ସବୁ ଅନ ଲାଇନରେ ମଗାଉଥିଲା। ଲାପଟପ, ଆଇ-ଫୋନ, ସନ ଗ୍ଲାସ, ଦାମୀ ସୁଟ ମଗାଇ ପୁଣି ଫେରାଇ ଦେଉଥିଲା। ଡେଲିଭରି ବଏ ଠାରୁ ମାଲ ନେଇ ପଇସା ଆଣିବା ପାଇଁ ଘରକୁ ଯାଉଥିଲା। ମାତ୍ର ୧୦ ମିନିଟରେ କମ୍ପାନୀ ପ୍ୟାକକୁ କାଟି ଜିନିଷ ବାହାର କରି ଇଟା ପଥର, କୁଟା…

ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ ପୁଲିସ

କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଟ୍ରାଫିକ ପୋଷ୍ଟ ଉପରେ କ୍ରେନଟି ଚଢିଯାଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରାଫିକ ପୁଲିସ । କ୍ରେନଟି ଚଢିଯିବା ଫଳରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗିଯାଇଥିଲା । ଯେଉଁ କ୍ରେନଟି ଦୁର୍ଘଟଣା ଘଟାଇଥିଲା…

ଟିମ ଇଣ୍ଡିଆ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ । ଅଷ୍ଟ୍ରେଲିଆରେ ଆରମ୍ଭ କଲେ ଅଭ୍ୟାସ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି । ସମସ୍ତ ଖେଳାଳି କୋଭିଡ୍‌-୧୯ ନେଗେଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ଶନିବାର ଦିନ ବିରାଟ କୋହଲି ନେତୃତ୍ବାଧୀନ କ୍ରିକେଟ୍‌ ଟିମ୍‌ ଶନିବାର ଦିନ ସିଡ୍‌ନିରେ ସେମାନଙ୍କର ପ୍ରଥମ…

ଲୁଚାଛପାରେ ବାଣ ବିକିଲେ ଅସାଧୁ ବ୍ୟବସାୟୀ । ଦୀପରେ ଝଲସିଲା ଆଲୋକର ପର୍ବ ଦୀପାବଳି ।

କନକ ବ୍ୟୁରୋ : କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି କରିଛନ୍ତି । ହେଲେ ଫୁଲବାଣୀରେ କିଛି ଅସାଧୁ ବ୍ୟବସାୟୀ ଲୁଚିଛପି ବାଣ ବିକ୍ରି କରିଛନ୍ତି । ନୂଆ ସହ ଗତବର୍ଷର ରହିଥିବା ପୁରୁଣା ବାଣକୁ ଲୁଚିଛପି ଚଢା ଦରରେ ବିକ୍ରି କରିଛନ୍ତି । ପୁଲିସ ବଜାରରେ ପଇଁତରା…

ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଏଡିଜି ଏସ.ଏଲ ଥାଓସେନ । ମାଓ ଦମନ ରଣନୀତି ନେଇ କଲେ ସମୀକ୍ଷା

କନକ ବ୍ୟୁରୋ : ସୀମା ସୁରକ୍ଷା ବଳ (ବିଏସଏଫ୍)ର ଅତିରିକ୍ତ ଡିଜି ଏସ.ଏଲ୍. ଥାଓସେନ୍ ଆଜି ମାଲକାନଗିରି ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି। ସେ ସ୍ୱାଭିମାନ ଅଂଚଳର ଗୋରାସେତୁଠାରେ ନୂଆ କରି ସ୍ଥାପନ ହୋଇଥିବା ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହିତ ସେଠାରେ ମୁତୟନ ହୋଇଥିବା ଯବାନମାନଙ୍କ…