Daily Archives

September 29, 2020

ପୁଣି ମୁମ୍ବାଇରେ ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଭୋଜପୁରୀ ଅଭିନେତା ଅକ୍ଷତ…

କନକ ବ୍ୟୁରୋ : ମୁମ୍ବାଇରେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ମୁମ୍ବାଇ ଅନେ୍ଧରୀସ୍ଥିତ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ୨୬ ବର୍ଷିୟ ଅଭିନେତା ଅକ୍ଷତ ଉତ୍କର୍ଷ । ତାଙ୍କ ମୃତ୍ୟୁ ପଛରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି । ଏହାସହ ପୋଲିସ ମଧ୍ୟ ଠିକ ସମୟରେ…

ବିଧାନସଭାରେ ଉଠିଲା ମାସ୍କ ଦୁର୍ନୀତି ପ୍ରସଙ୍ଗ । ବିରୋଧୀ ପଚାରିଲେ, କମ୍ପାନୀକୁ କାହିଁକି ଦିଆଯାଉଥିଲା ବ୍ଲାଙ୍କ ଚେକ୍?

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମାସ୍କ ଦୁର୍ନୀତି ପ୍ରସଙ୍ଗ । କରୋନା ମୁକାବିଲା ନାଁରେ ମାସ୍କ ଓ ପିପିଇ କିଟରେ ହୋଇଥିବା ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମହାମାରୀ ସମୟରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା । ଆଉ ଏହି…

ଆତଙ୍କୀ ଦେଶରେ ଆତଙ୍କର ରାତି । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୪ ବର୍ଷ…

କନକ ବ୍ୟୁରୋ : ଥରି ଉଠିଥିଲା ଶତ୍ରୁ ଶିବିର । ଶୁନଶାନ୍ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ଖଣ୍ଡ ବିଖଣ୍ଡିତ ହୋଇ ମାଟିରେ ମିଶିଯାଇଥିଲେ ମୃତ୍ୟୁର ସୌଦାଗର । ରକ୍ତର ବଦଲା ରକ୍ତରେ ନେଇଥିଲା ହିନ୍ଦୁସ୍ତାନ । ବିଶ୍ୱ ଦେଖିଥିଲା ଭୟଙ୍କର ସର୍ଜିକାଲ୍ ଷ୍ଟ୍ରାଇକ୍ । ଆଉ…

ବିଧାନସଭାରେ ତାତିଲେ ତାରା । ‘କଳାବିଲ୍’ କହିଲେ, ଗୃହ ଭିତରେ ଚିରି ଦେଲେ  । ବିଶ୍ୱବିଦ୍ୟାଳୟ ସଂଶୋଧନ…

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭାରେ ସରଗରମ ଆଲୋଚନା । ବିଲକୁ ବିରୋଧ କରି କଳା ବିଲ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଗୃହ ଭିତରେ ବିଲକୁ ଚିରି ଦେଲେ ତାରା । ବିଲକୁ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କଲେ ତାରା । ସେପଟେ ବିଜେପି ମଧ୍ୟ…

ପୋଲିସ୍ ହାତରେ ମୋଷ୍ଟ ୱାଣ୍ଟେଡ୍ ଠକ । ଆଖି ପିଛୁଳାକେ ଏଟିଏମରୁ ଟଙ୍କା ଲୁଟିନେଉଥିଲା ସ୍ମାର୍ଟସିଟିର ସ୍ମାର୍ଟ ଲୁଟେରା…

କନକ ବ୍ୟୁରୋ: ଏଟିଏମରୁ ଆଖି ପୁଛୁଳାକେ ଟଙ୍କା ଗାଏବ ହୋଇଯାଉଥିଲା । ଏଭଳି କାଣ୍ଡ ଭିଆଇବାରେ ଧୂରନ୍ଧର ସମ୍ଭବ ଆଚାର୍ଯ୍ୟ । ମୋଷ୍ଟ ୱାଂଟେଡ ଠକ ସମ୍ଭବକୁ ଆଜି ଗିରଫ କରିଛି କମିଶନରେଟ୍ ପୁଲିସ । ରାଜଧାନୀ ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି । ଗିରଫ ସମ୍ଭବ ପାଖରୁ ପୁଲିସ ୧୦ରୁ ଅଧିକ…

ନଭେମ୍ବର ୩ ଓ ୭ରେ ୫୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା । କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟରାଜ୍ୟ ମାନଙ୍କରେ…

କନକ ବ୍ୟୁରୋ : ୧୨ ଟି ରାଜ୍ୟରେ ହେବାକୁ ଥିବା ୫୬ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମଙ୍ଗଳବାର ଦିନ ନିର୍ବାଚନ ଏହି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ବିହାରର…