Daily Archives

September 26, 2020

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ । ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ ରାଇଡର୍ସ

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଜର୍ସ ହାଇଦ୍ରାବାଦ ଦଳ । ଫଳରେ କୋଲକାତା ନାଇଟ ରାଇଡର୍ସ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ । ହାଇଦ୍ରାବାଦ ପ କ୍ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ଆସିବେ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ସ୍କୋର…

ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି । ସାରାଙ୍କୁ ୫, ଶ୍ରଦ୍ଧାଙ୍କୁ ୬ ଘଣ୍ଟା କଲା ଜେରା । ପ୍ରଥମେ ଦୀପିକାଙ୍କୁ…

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀଙ୍କ ନିଦ ହଜାଇ ଦେଇଛି ଏନସିବି । ଆଜି ସାରା ଅଲ୍ଲୀ ଖାନଙ୍କୁ ୫ ଘଣ୍ଟା ଜେରା ହୋଇଥିବା ବେଳେ ଶ୍ରଦ୍ଧା କପୁରଙ୍କୁ ୬ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏହା ପୂର୍ବରୁ ଦୀପିକା ପାଦୁକୋନଙ୍କୁ ସାଢେ ୫ ଘଣ୍ଟା ଧରି ଜେରା…

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅସହାୟଙ୍କ ପାଇଁ ବଢିଲା ସହାୟତାର ହାତ । ସରକାରୀ ଅନୁଦାନକୁ ଅପେକ୍ଷା କଲେ ନାହିଁ…

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା । ସରକାରୀ ବାବୁଙ୍କ ମନକୁ ଛୁଇଁଲା । ସେଥିପାଇଁ ତ ଯୁଦ୍ଧକାଳିନ ଭିତିରେ ଅସହାୟ ବୃଦ୍ଧା ମାଆଙ୍କ ପାଇଁ ଘର ତୋଳିଲେ । ମାଲକାନଗିରି ଜିଲ୍ଲା ମାଥିଲି ସଦରରୁ ଆସିଛି ଏପରି ଖବର । ସରକାରୀ ଯୋଜନାରେ ଘର ମିଳିବା ବିଳମ୍ବ ହେବ ବୋଲି ଜାଣିବା ପରେ ନିଜ ଦରମା…

ଭୁବନେଶ୍ୱରରେ କମ ଆକ୍ରାନ୍ତ, ଅଧିକ ସୁସ୍ଥ । ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ଘରକୁ ଫେରିଲେ ୩୫୩

କନକ ବ୍ୟୁରୋ : ଭୁବନେଶ୍ୱରରେ କମୁଛି ଆକ୍ରାନ୍ତ ସଂଖ୍ୟା । ଗତ କିଛି ଦିନ ହେବ ଭୁବନେଶ୍ୱରରୁ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ ୪ ହଜାର…

ମେଧାବୀ ଛାତ୍ରଙ୍କ ବାଟରେ ପ୍ରତିବନ୍ଧକ ସାଜିଛି ପରିବାରର ଅର୍ଥାଭାବ । +୨ କଳାରେ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ…

କନକ ବ୍ୟୁରୋ: ମେଧାବୀଙ୍କ ପାଠପଢା ପାଇଁ ଅର୍ଥ ସାଜିଛି ବାଧକ । ପାଠ ପଢି ଆଗକୁ ବଢିବା ପାଇଁ ଅଖିରେ ଆଖିଏ ସ୍ୱପ୍ନ । ହେଲେ ବାପାଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଅନ୍ଧାର ଭିତରକୁ ଠେଲି ହୋଇଯିବାକୁ ବସିଛି ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ଯୁକ୍ତ-୨ରେ ଜିଲ୍ଲାସ୍ତରରେ ଦ୍ୱିତୀୟ ସ୍ଥାନର…

ବନ୍ୟା ବିପନ୍ନଙ୍କ ଉପରେ ରିଲିଫ ବୋଝ । କୋଟା କାଟ୍ କରିବା ସହ ପରିବହନ ପାଇଁ ମଗାଯାଉଛି ଟଙ୍କା । ଯାଜପୁରରେ ରିଲିଫ୍…

କନକ ବ୍ୟୁରୋ: ବନ୍ୟା ପରେ ଏବେ ରିଲିଫ ବଂଟନକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ । ଦୈନିକ ପ୍ରଶାସନ ପାଖକୁ ଆସୁଛି ପୁଳାପୁଳା ଅଭିଯୋଗ । କେତେବେଳେ ରିଲିଫ ବିଭ୍ରାଟ ପାଇଁ ହିତାଧିକାରୀ ପ୍ରଶାସନର ଦ୍ୱାରସ୍ତ ହେଉଛନ୍ତି ତ କେତେ ବେଳେ ବଂଟନ ବେଳେ ଯୋଗାଣ ଅଧିକାରୀ,କର୍ମଚାରୀଙ୍କୁ  ଅଟକ ରଖୁଛନ୍ତି…