Daily Archives

September 26, 2020

ଘୋଷଣା ହେଲା ବିଜେପି କାର୍ଯ୍ୟକର୍ତ୍ତା । ଜେପି ନଡ୍ଡାଙ୍କ ଟିମରେ ୪ ଓଡିଆ ସାମିଲ । ବୈଜୟନ୍ତ ଉପସଭାପତି, ପୁଣି…

କନକ ବ୍ୟୁରୋ : ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କଲେ ସଭାପତି ଜେ.ପି ନଡ୍ଡା । ପୂର୍ବ ଭଳି ଉପସଭାପତି ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା । ଏହାସହ ରାଷ୍ଟ୍ରୀୟ ପ୍ରବକ୍ତାରେ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର । ସମ୍ବିତଙ୍କ ସହ ଅପରାଜିତା ଷଡଙ୍ଗୀ ମଧ୍ୟ ରାଷ୍ଟ୍ରୀୟ ପ୍ରବକ୍ତା…

ଚାଷୀଙ୍କୁ କାଳ ହେଲା ଲଘୁଚାପ ଲଗାଣ ବର୍ଷା । ଖଳାକୁ ଆସିବା ଆଗରୁ ଜମିରେ ଗଜା ହେଲା ଧାନ, ସମ୍ବଲପୁର ଜମନକିରା ବ୍ଲକର…

କନକ ବ୍ୟୁରୋ: ଚାଷୀଙ୍କୁ କାଳ ହେଲା ଲଘୁଚାପ ଲଗାଣ ବର୍ଷା । ଖଳାକୁ ଆସିବା ଆଗରୁ ଉଜୁଡି ଗଲା ଫସଲ । ଜମିରେ ଗଜା ହୋଇଗଲା ପାଚିଲା ଧାନ । ଶହଶହ ଏକର ଜମିରେ ଫସଲ ନଷ୍ଟ ହୋଇଯିବା ଦେଖି ଚିନ୍ତାରେ ସମ୍ବଲପୁର ଜମନକିରା ବ୍ଲକର ଚାଷୀ । ଆଉ ଦିନ କେଇଟା ପରେ ଫସଲ ଅମଳ କରିଥାନ୍ତେ ଚାଷୀ । ଖଳାକୁ…

ବାଲେଶ୍ୱର ବୁଲିବାକୁ ଆସି କୃଷ୍ଣପ୍ରେମରେ ବାନ୍ଧିହେଲେ ବିଦେଶୀ ଦମ୍ପତ୍ତି । ତାଲାବନ୍ଦ ହଟିବା ପରେ ବି ସ୍ୱଦେଶ…

କନକ ବ୍ୟୁରୋ: କାହ୍ନା ପ୍ରେମରେ ଋଷିଆ ଦମ୍ପତି । ରେମୁଣାରେ ରହୁଛନ୍ତି, କୃଷ୍ଣ ପ୍ରେମରେ ଭିଜୁଛନ୍ତି ବିଦେଶୀ ଦମ୍ପତ୍ତି । ସାତ ଦରିଆ ତେର ନଈ ପାର ହୋଇ ଭାରତ ଆସିବା ପରେ ଓଡିଶା ମୋହରେ ଏମିତି ପଡିଛନ୍ତି ଯେ ଆଉ ନିଜ ଦେଶକୁ ଫେରିବାକୁ ଇଚ୍ଛା କରୁ ନାହାନ୍ତି ଋଷିଆର ଏ ପତିପତ୍ନୀ । ସ୍ୱଦେଶ…

ସରିଲା ଦୀପିକା ପାଦୁକୋନଙ୍କୁ ପଚରାଉଚରା । ସାଢେ ୫ ଘଣ୍ଟା ଜେରା କଲା ଏନସିବି । ଡ୍ରଗ୍ସ ଲିଙ୍କ ନେଇ କରିସ୍ମା ଓ…

କନକ ବ୍ୟୁରୋ : ଆଜି ପାଇଁ ଦୀପିକା ପାଦୁକୋନଙ୍କୁ ପଚରା ଉଚରା ଶେଷ ହୋଇଛି । ଦୀପିକାକୁ ପ୍ରାୟ ସାଢେ ୫ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଡ୍ରଗ୍ସ ଲିଙ୍କ ନେଇ କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ପଚରା ଉଚରା କଲା ଏନିସିବି । ଦୀପିକାଙ୍କ କିଛି ଉତ୍ତରରେ ଏନସିବି ସନ୍ତୁଷ୍ଟ ନଥିବା…

ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । ପଇସା ମିଳିଲେ ହାତ ଫେରି ପାଇବେ ଯୁବତୀ । ସୋସିଆଲ ମିଡିଆରେ କାନ୍ଦି…

କନକ ବ୍ୟୁରୋ: ଏ ଗୁହାରୀ ଯନ୍ତ୍ରଣାର, ଏ ନିବେଦନ ନୀରିହ ଗରିବ ଯୁବତୀର... ହାତର କଷ୍ଟ ଯେତେବେଳେ ଅସହୟ ହେଉଛି, ସେତେବେଳେ ଆଖିରୁ ନିଗିଡି ପଡୁଛି ଅସହାୟତାର ଲୁହ । ଆଉ ଯମ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ହାତଯୋଡି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଏ ଯୁବତୀ ଜଣଙ୍କ । କାଳେ ସରକାର କିମ୍ବା…

ଏଣିକି ସଂଧ୍ୟା ୭ଟା ପରେ ଅଫିସରେ ରହିପାରିବେନି ମହିଳା କର୍ମଚାରୀ । ସକାଳ ୬ରୁ ସଂଧ୍ୟା ୭ଟା ଭିତରେ ରହିବ କାମ କରିବାର…

କନକ ବ୍ୟୁରୋ: ଏଣିକି ସକାଳ ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ରହିବ ମହିଳାଙ୍କ କାମ କରିବାର ସମୟ । ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ । ଯଦି କୌଣସି ସଂସ୍ଥା କିମ୍ବା କଂପାନୀ କୌଣସି ମହିଳା କର୍ମଚାରୀଙ୍କୁ ରାତି ୭ଟା ପରେ କାମ କରିବାକୁ କୁହନ୍ତି…