Daily Archives

September 23, 2020

ସାଇତା ହୋଇ ରହିଛି କେନ୍ଦ୍ର ଦେଇଥିବା ଭେଂଟିଲେଟର । ପିଏମ କେୟାର୍ସ ଫଣ୍ଡରୁ ମିଳିଛି ୫୬୭ ଭେଂଟିଲେଟର, ବ୍ୟବହାର ହୋଇଛି…

କନକ ବ୍ୟୁରୋ : ରାଜ୍ୟରେ ଗତ ୮ ଦିନ ହେଲା ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଉପରେ ରହୁଛି । ଏହାରି ଭିତରେ ଗୁରୁତର ରୋଗୀଙ୍କୁ ଭେଂଟିଲେଟର ମିଳୁନଥିବା ଅଭିଯୋଗ ହେଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପିଏମ୍ କେୟାର୍ସ ଫଣ୍ଡରୁ ଓଡ଼ିଶା ପାଇଥିବା ଭେଂଟିଲେଟରରୁ…

ସରଗରମ ବାଲେଶ୍ୱର ରାଜନୀତି । ତାରିଖ ଘୋଷଣା ପୂର୍ବରୁ ବଢ଼ୁଛି ଉପନିର୍ବାଚନ ତାତି । ପ୍ରାର୍ଥୀ ଦୌଡ଼ରେ ନଥିବା କହିଲେ…

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ବିଜେଡି ? ଦ୍ୱଦ୍ୱ ଭିତରେ ରହିଛି ଦଳର ପ୍ରାର୍ଥୀ ଚୟନ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ ବାଲେଶ୍ୱରରେ…

ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୫୨ ଆକ୍ରାନ୍ତ । ଦେଢ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା 

କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୪ ହଜାର ୫୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଯାଇଛି । ଏହାସହ ଆଜି ମଧ୍ୟ ଖୋର୍ଦ୍ଧାରେ ସର୍ବଧିକ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କଟକରୁ ୩୭୮, ସୁନ୍ଦରଗଡରୁ ୧୮୨, ପୁରୀରୁ…

ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନଙ୍କୁ ନୋଟିସ୍ । ୨୦୧୭ର ଭିଡିଓ ବଢ଼ାଇଲା ଅଡୁଆ । ଶ୍ରଦ୍ଧା, ସାରା,…

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ଡ୍ରଗ୍ସ ଚାଟ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ୨୦୧୭ର ଏକ ଡ୍ରଗ୍ସ ପାଟିର ଭିଡିଓ, ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି । ଆଉ, ଆଜି ଦୀପିକା ପାଦୁକୋନଙ୍କୁ…

ୟୁନିଟ୍ ପିଛା ୨୦ ପଇସା ବଢ଼ିଲା ବିଜୁଳି ଦର । ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ଦର, ନୂଆ ବିଜୁଳି ଦରରୁ ବାଦ୍ ପଡିବେ…

କନକ ବ୍ୟୁରୋ : ଆସନ୍ତାମାସ ଠାରୁ ବିଦ୍ୟୁତ ଦର ବଢ଼ିବ । ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟ ପିଛା ୨୦ ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ତେବେ ବର୍ଦ୍ଧିତ ଦର…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ  । ପ୍ରଥମେ ବ୍ୟାଟିଂ କରିବାକୁ ଆସିବ ମୁମ୍ବାଇ 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା  । ତେଣୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ମୁମ୍ବାଇ ପକ୍ଷରୁ ଡିକକ୍ ଓ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିବେ । ମୁମ୍ବାଇ ତାର ଦ୍ୱିତୀୟ ମ୍ୟାଚ ଆଜି ଖେଳିବ…