Daily Archives

September 22, 2020

ଡ୍ରଗ୍ସ ନେଉଥିଲେ କି ଦୀପିକା ପାଦୁକୋନ ? ସାମ୍ନାକୁ ଆସିଲା ଡ୍ରଗ୍ସ ଚାଟର ପ୍ରମାଣ । ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମାଙ୍କ…

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସ କନେକ୍ସନରେ ସବୁଠାରୁ ବଡ ନାଁ ଭାବେ ସାମ୍ନାକୁ ଆସିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ୍ ଓ ଡ୍ରଗସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ସୂଚନା ଅନୁସାରେ କରିସ୍ମା ନାମକ ଜଣେ ଟ୍ୟାଲେଂଟ…

ସବୁ କୋଭିଡ ହସ୍ପିଟାଲରେ ହେବ ହେଲ୍ପ ଡେସ୍କ । କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବେ ହସ୍ପିଟାଲ । ଟେଲିଫୋନ ଜରିଆରେ…

କନକ ବ୍ୟୁରୋ : କୋଭିଡ ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ମାର୍ଗଦର୍ଶିକା । ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ କୋଭିଡ ହସ୍ପିଟାଲରେ ରହିବ ହେଲ୍ପ ଡେସ୍କ । ଅନ୍ୟପକ୍ଷରେ କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବ ହସ୍ପଟାଲ । ଏହାସହ ଟେଲିଫୋନ ଜରିଆରେ କୋଭିଡ ରୋଗୀଙ୍କ ବିଷୟରେ…

ତାରିଖ ଆସିବା ପୂର୍ବରୁ ଉଷୁମ ହେଲାଣୀ ଉପ-ନିର୍ବାଚନ ରାଜନୀତି । ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡିରେ ଜୋରଦାର ଲବି,…

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଙ୍କ ପ୍ରାର୍ଥୀ ଅଙ୍କକଷା । ତେବେ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଲାଗି ରହିଛି । ଆଜି ଜିଲ୍ଲା ପ୍ରଭାରୀ ଦୁଇ ଗୋଷ୍ଠୀଙ୍କୁ ନେଇ ବୈଠକ କରିଛନ୍ତି ।…

କରୋନାକୁ ନେଇ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୩୪ ଆକ୍ରାନ୍ତ । ରାଜ୍ୟରେ ମୋଟ ୧ ଲକ୍ଷ ୫୩ ହଜାର…

କନକ ବ୍ୟୁରୋ : କରୋନାକୁ ନେଇ ଦିନକୁ ଦିନ ଡର ବଢୁଥିବା ବେଳେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଜି ରାଜ୍ୟରେ ମୋଟ ୩ ହଜାର ୮୩୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ ୧ ଲକ୍ଷ ୫୩ ହଜାର ୨୧୩ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ସୁସ୍ଥ ହୋଇଥିବା…

ଏଥର ବିନା ଭକ୍ତରେ ଶ୍ରୀମନ୍ଦିରରେ ପାଳିତ ହେବ ନାଗାର୍ଜୁନ ବେଶ । ନୀତି ନେଇ ଚକ୍ରକୋଟ ଖୁଂଟିଆଙ୍କ ସହ ମନ୍ଦିର ପ୍ରଶାସନର…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ । ହେଲେ କୋଭିଡର ଭୟାବହତାକୁ ଆଖିରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗସ୍ । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ

କନକ ବ୍ୟୁରୋ : ଆଇପିଏଲର ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ତେଣୁ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ରାଜସ୍ଥାନ ରୟାଲ । ଏହି ଆଇପିଏଲରେ ଚେନ୍ନାଇ ତାର ଦ୍ୱିତୀୟ ମ୍ୟାଚ ଖେଳୁଥିବା ବେଳେ ରାଜସ୍ଥାନ ପ୍ରଥମ ମ୍ୟାଚ ଖେଳିବ…