Daily Archives

September 18, 2020

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା ଥାନାରେ ହାଜରେ ହେଲେ ଘରୋଇ ଟିଭି ଚ୍ୟାନାଲର ମାନବ ସମ୍ବଳ ବିଭାଗ…

କନକ ବ୍ୟୁରୋ : ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଚ୍ୟାନେଲର ମାନବ ସମ୍ବଳ ବିଭାଗର ମୁଖ୍ୟ । ଏହି ମାମଲାରେ ପୂର୍ବରୁ ଚ୍ୟାନେଲର କିଛି ବରିଷ୍ଠ କର୍ମକର୍ତା ହାଜର ହୋଇସାରିଛନ୍ତି । ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଘରୋଇ ଚ୍ୟାନେଲର…

ସିବିଆଇ ରେଡ ସମୟକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଉପନିର୍ବାଚନ ଆସିବାରୁ ସିବିଆଇ ଝଲକ ଦେଖାଉଥିବା କହିଲେ ତାରା…

କନକ ବ୍ୟୁରୋ : ଅନେକ ଦିନର ନିରବତା ପରେ ପୁଣି ରାଜ୍ୟରେ ସକ୍ରିୟ ହୋଇଛି ସିବିଆଇ । ସିସୋର ଲିଙ୍କ୍ ନେଇ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଚଢାଉ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ହୋଇଥିବା ଜଣାପଡିଛି…

ଉପନିର୍ବାଚନ ପୂର୍ବରୁ ଦଳବଦଳ । କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ରାଜକିଶୋର, ରାଜକିଶୋରଙ୍କ ସହ ଶତାଧିକ ନେତା ଓ…

କନକ ବ୍ୟୁରୋ : ଗତକାଲି କଂଗ୍ରେସ ଛାଡ଼ିଥିବା ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ସ୍ଥିତି ସୁଧାରିବା ଲାଗି ସଂଘର୍ଷ କରୁଥିବା କଂଗ୍ରେସକୁ ଏକ ଝଟକା ଦେଇ ଦଳର ବରିଷ୍ଠ ନେତା ରାଜ କିଶୋର ବେହେରା ଦଳର…

ବଙ୍ଗୋପସାଗରରେ ଲଘୁଚାପ । ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ବଙ୍ଗୋପସାଗରରେ ଆସନ୍ତା ୨୦ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ…

ରାଜଧାନୀରେ ମାଆକୁ ଦୁଇ ନାବାଳକ ପୁଅଙ୍କ ହତ୍ୟା ଘଟଣା : ଆକ୍ରମଣ ପରେ ପଶ୍ଚାତାପରେ କ୍ୟାପିଟାଲ ହସ୍ପିଟାଲକୁ ଯାଇ ମାଆକୁ…

କନକ ବ୍ୟୁରୋ : ରାଜଧାନୀର ସୁନ୍ଦରପଦା ଅଂଚଳରେ ମାଆକୁ ଦୁଇ ପୁଅ ହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଲା ହତ୍ୟାକାରୀ ପୁଅର ସିସିଟିଭି ଚିତ୍ର । କ୍ୟାପିଟାଲ ହସ୍ପିଟାଲ ଅଂଚଳରୁ ମିଳିଥିବା ସିସିଟିଭି ଚିତ୍ରରେ ଦେଖିବାକୁ ମିଳିଛି , ହତ୍ୟା କରିବା ପରେ ବିନୋଦିନୀଙ୍କ ବଡ ପୁଅ ମଧ୍ୟରାତ୍ରିରେ…

କୋସିରେଲ ମହାସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ : ମହାସେତୁ ନିର୍ମାଣ ହେବା ଫଳରେ ନିର୍ସଲି ଓ ସରାୟାଗଡ ମଧ୍ୟରେ ରେଳ…

କନକ ବ୍ୟୁରୋ : ନଭେମ୍ବର ଶେଷସୁଦ୍ଧା ହେବ ବିହାରର ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି କେନ୍ଦ୍ରସରକାର ବିହାର ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର କୋସିରେଲ ମହାସେତୁର ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ସଭାରେ ବିହାରର…