Daily Archives

September 16, 2020

ଆଶ୍ଚର୍ଯ୍ୟ କରିଦେବ ଖୋର୍ଦ୍ଧାର ଆକ୍ରାନ୍ତ ହାର । ୫ ଦିନ ହେଲାଣି ୫୦୦ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଖୋର୍ଦ୍ଧା…

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ନିତିଦିନ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ହିଁ ଲାଗିଛି । କେବଳ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତାହା ନୁହେଁ ବରଂ ମୃତକଙ୍କ ସଂଖ୍ୟା ମଧ୍ୟ ସମାନ ଭାବରେ ବଢିବାରେ ଲାଗିଛି । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ…

ଉପାନ୍ତ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରୁ ଆସିଲା ଅନଲାଇନ୍ ପାଠପଢ଼ାର ବିକଳ ଚିତ୍ର । ଗାଁରେ ଆସୁନିନେଟୱାର୍କ, ପାଠ…

କନକ ବ୍ୟୁରୋ : ନୂଆ ଭାରତରେ ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରାଯାଉଛି । ୩୪ ବର୍ଷ ପରେ ଦେଶରେ ଶିକ୍ଷାନୀତି ବି ବଦଳିଛି । ଆଉ ମହାମାରି ସମୟରେ ପିଲା, ଘରେ ବସି କେମିତି ପାଠପଢି ପାରିବେ, ଏଥିପାଇଁ ଅନଲାଇନ କ୍ଲାସ୍ର ବ୍ୟବସ୍ଥା ହୋଇଛି । ହେଲେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଅନଲାଇନ…

କଟକ-ଭୁବନେଶ୍ୱର ଆସି ଚିକିତ୍ସା କରିବାରେ ରାଜ୍ୟ ବାହାର ରୋଗୀଙ୍କୁ ନାହିଁ ବାରଣ । ଗତକାଲିର ଚିଠି ଉପରେ ସ୍ପଷ୍ଟିକରଣ…

କନକ ବ୍ୟୁରୋ : ଗୁରୁତର ରୋଗୀଙ୍କୁ କଟକ-ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ କରାଯାଇଥିବା ଚିଠିକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର । ରାଜ୍ୟ ସରକାର କହିଛନ୍ତି-ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର-କଟକ ଆଣିବାକୁ ସରକାର ମନା କରିନାହାଁନ୍ତି । ବାହାର…

ଭାରତରେ ଅଧା କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଆଶା ବଢ଼ାଇଲା ଋଷିଆ ଟିକା : ୧୦ କୋଟି ଟିକା ବିକ୍ରି…

କନକ ବ୍ୟୁରୋ : ମସ୍କୋ ଟାଇମ୍ସରେ ପ୍ରକାଶିତ ରିପୋର୍ଟ । ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋ କହିଛନ୍ତି, ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୧୪ ପ୍ରତିଶତଙ୍କ ଠାରେ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଓ ସାମୟିକ ଭାବେ ଶରୀରର ତାପମାତ୍ରା ବୃଦ୍ଧି ପାଉଥିବା ଦେଖାଦେଉଛି ।…

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ବିବାଦ । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧିନତାକୁ ସଂକୁଚିତ କରାଯାଉଥିବା ନେଇ…

କନକ ବ୍ୟୁରୋ : ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ । ଏହା ଲାଗୁ ହେବା ଦ୍ୱାରା କଣ କ୍ଷତି ହେବ ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ନିଶଙ୍କ ପୋଖରିଆଲଙ୍କ ନିକଟକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । - ଓଡିଶା ବିଶ୍ୱବିଦ୍ୟାଳୟ…

ଗୃହରେ ବିବୃତି ରଖିଲେ ରାଜନାଥ । ଚିଇଁକି ଉଠିଲା ଚୀନ : କହିଲା, ଆମେ ଯୁଦ୍ଧ ଓ ଶାନ୍ତି ଉଭୟ ପାଇଁ ପ୍ରସ୍ତୁତ ଅଛୁ

କନକ ବ୍ୟୁରୋ : ଭାରତ-ଚୀନ୍ ସୀମାନ୍ତ ଉତ୍ତେଜନା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଦେଇଥିବା ବିବୃତିରେ ବେଜିଙ୍ଗ୍‌ ବିରକ୍ତି ପ୍ରକାଶ କରିଛି। ଚେତାବନୀ ଦେଇ ବେଜିଙ୍ଗ୍ କହିଛି ଯେ, ଉଭୟ ଶାନ୍ତି ଓ ଯୁଦ୍ଧ…