Daily Archives

September 15, 2020

ଅରୁଣାଚଳ ପ୍ରଦେଶର ୪ଟି ସ୍ଥାନରେ ସୈନ୍ୟ ନିୟୋଜିତ କରିଛି ଚୀନ : ହାଇ ଆଲର୍ଟରେ ଭାରତୀୟ ଯବାନ

କନକ ବ୍ୟୁରୋ : ଅରୁଣାଚଳପ୍ରଦେଶର ୪ଟି ସ୍ଥାନରେ ସୈନ୍ୟ ନିୟୋଜିତ କରିଛି ଚୀନ ସେନା । ଲଦାଖର ରେଜାଙ୍ଗ ଲା-ରେଚେନ ଲା ହାଇଟ୍ସ ନିକଟରେ ସମସ୍ୟାର ସମ୍ମୁଖୀନ ହେବାପରେ ଏପରି କରିଛି ଚୀନ । ଭାରତୀୟ ଅଞ୍ଚଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଅରୁଣାଚଳ ସୀମାର ଆସଫିଲା, ଟୁଟିଙ୍ଗ୍ ଅକ୍ଷ,…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କୁ ମହିଳା କମିଶନଙ୍କ ନୋଟିସ୍ । ବ୍ୟକ୍ତିଗତ ଭାବେ ହାଜର…

କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଭିମୁଖ୍ୟ କଡା କରି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ନିର୍ଦ୍ଦେଶ ମୁତାବକ ଯଦି ଓଟିଭି ଏମଡି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରିବା ପରେ ଆଜି…

ଶିଖର ଛୁଇଁଛି କରୋନା, ଖୋର୍ଦ୍ଧାରେ ସ୍ଥିତି ସଙ୍ଗୀନ । ବରିଷ୍ଠ ଚିକିତ୍ସକଙ୍କ ମତ, ସାରା ଦେଶରେ ସଂକ୍ରମଣ ହାରରେ…

କନକ ବ୍ୟୁରୋ : କରୋନା ସଂକ୍ରମଣ ହାରରେ ଆଜିର ଦିନରେ ଦେଶରେ ସର୍ବାଧିକ ହାର ରହିଛି ଖୋର୍ଦ୍ଧା ଜିଲ୍ଲାରେ । ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତ, ସାରା ଦେଶରେ ସଂକ୍ରମଣ…

ଭୁବନେଶ୍ୱରରେ ଆଉ ୩୪୨ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୮୭ ଜଣ ଆକ୍ରାନ୍ତ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୮ ଜଣ ଥିବା ବେଳେ ଅନ୍ୟ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ବିଏମସି ପକ୍ଷରୁ…

ଝିଅର ଅନଲାଇନ୍ ପାଠପଢା ଲାଗି ମୋବାଇଲ କିଣିବାକୁ ଗାଈ ବିକିଲେ ଦିନ ମଜୁରିଆ ବାପା । ମୟୁରଭଞ୍ଜ ଉଦଳାରୁ ଆସିଲା ଅନଲାଇନ…

କନକ ବ୍ୟୁରୋ : ଅନଲାଇନ ପାଠପଢା ପାଇଁ ଗାଈ ବିକି ମୋବାଇଲ୍ କିଣିଲେ ଦିନ ମଜୁରିଆ ବାପା । ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଖଲାଡି ପଂଚାୟତର ଦୁତିକାଦେଇପୁର ଗାଁରେ । ଗରିବ ଦିନ ମଜୁରିଆ ବାପା,…

ଦେଶର ପ୍ରଥମ ୮ଟି ‘ଖେଲୋ ଇଣ୍ଡିଅ ଷ୍ଟେଟସେଣ୍ଟର ଅଫ ଏକ୍ସଲେନ୍ସ ତାଲିକାରେ କଳିଙ୍ଗ ଷ୍ଟାଡିୟମ : ୪ ବର୍ଷ ମଧ୍ୟରେ…

କନକ ବ୍ୟୁରୋ : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍ ଏକ୍ସଲେନ୍ସ (କେଆଇଏସସିଇ) ଭାବରେ ନାମିତ କରାଯାଇଛି। ଏହା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଫ୍ଲାଗସିପ୍ ପ୍ରତିଭା ଚିହ୍ନଟ ଏବଂ ପୋଷଣ କାର୍ୟ୍ୟକ୍ରମ ଖେଲୋ ଇଣ୍ଡିଆର ଅନ୍ତର୍ଭୁକ୍ତ ହୋଇଛି ।…