Daily Archives

September 12, 2020

କେମିତି ପରିବାର ହେବ ପ୍ରତିପୋଷଣ ? ପ୍ରବାସୀଙ୍କ ଆଖିରେ ଆଖିଏ ସ୍ୱପ୍ନ, ପାଖରେ ଟଙ୍କା ନାହିଁ , ଏବେ ଚିନ୍ତା କେମିତି…

କନକ ବ୍ୟୁରୋ : ଆଖି ଆଗରେ ବଡ ପ୍ରଶ୍ନ । କେମିତି ପରିବାରରେ ହେବ ପ୍ରତିପୋଷଣ ? କେମିତି କରିବେ ରୋଜଗାର? ଗଂଜାମ ମାଣିଧରାର ବୁଲୁ ରଣାଙ୍କ ଆଖିରେ ଆଖିଏ ପ୍ରଶ୍ନ ।  ଦୀର୍ଘବର୍ଷ ଧରି ସୁରଟର ସୂତାକଳରେ କାମ କରୁଥିଲେ ବୁଲୁ । ମାସିକ ପ୍ରାୟ ଟଙ୍କା ୧୨ ହଜାର ରୋଜଗାର ହୋଇଯାଉଥିଲା । ପରିବାର ସହ…

ଶିବସେନାକର୍ମୀଙ୍କ ଦାଦାଗିରି । ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ କଲେ ମାରପିଟ୍, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ମୁମ୍ବାଇରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନାକର୍ମୀଙ୍କ ମାରପିଟ ଘଟଣା ସାମ୍ନାକୁ ଆସିଛି । ୮ରୁ ୧୦ ଜଣ ଶିବସେନାକର୍ମୀ ଅଧିକାରୀଙ୍କୁ ଟଣାଓଟରା କରିବା ସହ ମାଡ ମାରିଥିବାର ଭିଡିଓ ଭାଇରାଲ ହେଉଛି । ଅପସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ନିଜ…

ଟିକା ଆସିନାହିଁ ସତର୍କ ରୁହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ଯେ ପର୍ଯ୍ୟନ୍ତ କରୋନା ଟିକା ଆସିନାହିଁ ହେଳା…

କନକ ବ୍ୟୁରୋ : କରୋନା ଟିକାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଟିକା ଆସିନାହିଁ ସତର୍କ ରୁହ । ଯେ ପର୍ଯ୍ୟନ୍ତ ଟିକା ଆସିନାହିଁ, ସେ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଟିକା ନଆସିବା ପର୍ଯ୍ୟନ୍ତ…

ଆସନ୍ତାକାଲି ନିଟ୍ ପରୀକ୍ଷା । ରାଜ୍ୟର ୭ ଜିଲ୍ଲା ଓ ୭ ସହରରେ ପରୀକ୍ଷା ହେବ ଅନୁଷ୍ଠିତ, ଭୁବନେଶ୍ୱରରେ ୩୧ କେନ୍ଦ୍ରରେ…

କନକ ବ୍ୟୁରୋ : ଆସନ୍ତାକାଲି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ନିଟ ପରୀକ୍ଷା । ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ଏହି ପରୀକ୍ଷା ହେବ । ନାସନାଲ ଟେଷ୍ଟିଂ ଏଜେନ୍ସୀ ଗାଇଡଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ…

ଓଡ଼ିଶାରେ ଆତ୍ମହତ୍ୟା ହାର ଜାତୀୟ ହାର ଠାରୁ ଅଧିକ । ସବୁଠୁ ଅଧିକ ଆତ୍ମହତ୍ୟା କରୁଛନ୍ତି ଆତ୍ମ-ନିଯୁକ୍ତ ବ୍ୟକ୍ତି : ତା…

କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଆତ୍ମହତ୍ୟା ହାର ସାମାନ୍ୟ ହ୍ରାସ ପାଇଥିଲେ, ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ୨୦୦୯ରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୧୦.୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଲକ୍ଷେ ଜନସଖ୍ୟାରେ ୧୦.୪ ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି । ତେବେ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତକୁ ନେଇ ଉଠିଲା ବଡ଼ ପ୍ରଶ୍ନ ?ଅଭିଯୁକ୍ତଙ୍କୁ ବାନ୍ଧିବା ପାଇଁ ଯାଉନି…

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ୍ ତଦନ୍ତକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଗଣଦୁଷ୍କର୍ମ ମାମଲା ରୁଜୁ ହେବାକୁ ଏହାରି ଭିତରେ ଦୁଇ ସପ୍ତାହ ବିତିଗଲାଣୀ, ହେଲେ କାର୍ଯ୍ୟାନୁଷ୍ଠାନ ଏବେ ବି ଶୂନ୍ । ଶିଶୁ ଅଧିକାର କମିଶନ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ…