Daily Archives

September 4, 2020

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଯୁବକ ଗିରଫ : ସାଲେପୁର ଥାନା ଅଂଚଳର ଯୁବକ ସୟଦ…

କନକ ବ୍ୟୁରୋ : ସାଲେପୁରର ଯୁବକଙ୍କୁ ଉଠାଇନେଲା ଉତରପ୍ରଦେଶ ପୁଲିସ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ୟୁପି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବିଶ୍ୱହିନ୍ଦୁ ପରିଷଦ ୟୁପି ଶାଖାର ଜଣେ କର୍ମକର୍ତାଙ୍କୁ କିଛି ମାସ ତଳେ…

ଚାକିରୀର ଭରପୁର ସୁଯୋଗ । କାମ ନୁହେଁ ବରଂ ଦିନକୁ ୯ ଘଣ୍ଟା ଶୋଇଲେ ଦରମା ମିଳିବ ୧ ଲକ୍ଷ ଟଙ୍କା !! ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଶୋଇବାକୁ ସମସ୍ତଙ୍କୁ ପସନ୍ଦ । କାମରୁ ଫେରିବା ପରେ ହେଉ କିମ୍ବା ରେଷ୍ଟ ନେବା ପାଇଁ ଇଚ୍ଛା ହେଉ । ଗଭୀର ନିଦରେ ନଶୋଇଲେ ବି ଅନେକ ସମୟରେ ବିଛଣାରେ ଘଂଟାଏ ଗଡି ପଡିଲେ ଟିକେ ଆରାମ ଲାଗେ । ଆଜିକାଲି ଦେଖାଯାଉଛି ଯେ, ଲୋକମାନେ ବର୍ତମାନ ସମୟରେ ଅଧିକରୁ ଅଧିକ ସମୟ ଶୋଇବା ପାଇଁ…

ରାଜଧାନୀ ଉପକଣ୍ଠରେ ହରିଣ ଶିକାର ପରେ ହେଉଛି ମାଂସ ବିକ୍ରି : ଚନ୍ଦକା ଜଙ୍ଗଲରେ ଚଢାଉ କରି ମାଂସ, ଛାଲ ଜବତ କଲା ବନ…

କନକ ବ୍ୟୁରୋ : ହରିଣ ଶିକାର କରି ବନ୍ଧା ହେଲେ ଦୁଇ ଶିକାରୀ । ସେହିପରି ହରିଣ ମାଂସ କିଣିବାକୁ ଯାଇ ପୁଲିସ ହାତରେ ଧରାପଡିଛନ୍ତି ୯ ଜଣ ଗ୍ରାହକ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ୨ ଶିକାରୀ ଓ ୯ ଗ୍ରାହକଙ୍କୁ ଗିରଫ କରିଛି ବନ ବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ । ଏଥିସହ ହରିଣ ମାଂସ,…

ସେପ୍ଟେମ୍ବର ମାସରେ ମିଳିବ ମାଗଣା ଗ୍ୟାସ । ଆପଣ ବି ପାଇପାରିବେ ସରକାରଙ୍କ ଏହି ମାଗଣା ଗ୍ୟାସ, କେବଳ ଏହି ପ୍ରମାଣପତ୍ରର…

କନକ ବ୍ୟୁରୋ : ଆପଣ କେନ୍ଦ୍ର ସରକାରଙ୍କ ମାଗଣା ସିଲିଣ୍ଡର ଆପଣ ପାଇନାହାନ୍ତି କି ? ଯଦି ନାଁ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ମାଗଣା ସିଲିଣ୍ଡର ଦେବାକୁ କେନ୍ଦ୍ର ସରକାର ଲୋକଙ୍କୁ ଶେଷ ସୁଯୋଗ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଳା ଯୋଜନା ଅଧୀନରେ ଏଣିକି ଆପଣ ମାନେ…

ଚିନ୍ତା ବଢାଇଲା ଖୋର୍ଦ୍ଧା, ଦିନକରେ ସର୍ବାଧିକ ୮୫୯ ପଜିଟିଭ ଚିହ୍ନଟ: ରାଜ୍ୟର ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ ମାମଲା; ଗଲା…

କନକ ବ୍ୟୁରୋ: ଚିନ୍ତା ବଢାଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୭୪୦ରେ ପହଚିଂଛି । ୭ ହଜାର ୨୦୩ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨…

ଲଦ୍ଦାଖର ଏଲଏସିର ଆଗୁଆ ଘାଟିରେ ସ୍ଥିତି ଅନୁଧ୍ୟାନ କଲେ ସ୍ଥଳସେନାମୁଖ୍ୟ : କହିଲେ ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ,…

କନକ ବ୍ୟୁରୋ : ଏଲଏସିରେ ଉତେଜନା ଚାଲିଥିବା ବେଳେ ଲଦ୍ଦାଖ ଗସ୍ତରେ ଅଛନ୍ତି ସ୍ଥଳ ସେନାମୁଖ୍ୟ ଏମଏମ ନରୱଣେ । ସୀମାର ଆଗୁଆ ପୋଷ୍ଟ ଗୁଡିକ ଉଚ୍ଚସେନା ଅଧିକାରୀଙ୍କ ସହ ଯାଇ ସ୍ଥିତି ପରଖିବା ସହ ସୀମା ସୁରକ୍ଷାର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେନାଧ୍ୟକ୍ଷ କହିଛନ୍ତି ଭାରତୀୟ ଯବାନଙ୍କ…