Daily Archives

September 4, 2020

ଓଡ଼ିଶା ଆସି ଉଠାଇ ନେଲା ଉତ୍ତର ପ୍ରଦେଶ ପୁଲିସ । ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ୍ତ…

କନକ ବ୍ୟୁରୋ: ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ । ସାଲେପୁରର ଯୁବକଙ୍କୁ ଉଠାଇନେଲା ଉତରପ୍ରଦେଶ ପୁଲିସ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ୟୁପି ପୁଲିସ…

ଓଡିଶାରେ ଲକଡାଉନର ପ୍ରଭାବ ନେଇ କନକ ନ୍ୟୁଜରେ ପ୍ରଥମ ଜନମତ ସର୍ଭେ: କେମିତି ଥିଲା ଓଡିଶା, କେମିତି ପକେଟ ଉପରେ ମାଡ଼…

କନକ ବ୍ୟୁରୋ: ପ୍ରଥମଥର ପାଇଁ ଓଡିଶାରେ ଲକଡାଉନର ପ୍ରଭାବକୁ ନେଇ ବଡ ଧରଣର ଜନମତ ସର୍ଭେ କରାଯାଇଛି । ଆଉ କିଛି ସମୟ ପରେ ସନ୍ଧ୍ୟା ସାଢେ ୭ଟାରେ ଆପଣ ଜାଣିପାରିବେ, ଲକଡାଉନକୁ ନେଇ କଣ ଭାବୁଥିଲା ଓଡିଶା । କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ଏହି ପଦକ୍ଷେପ କେମିତି ପ୍ରଭାବ ସୃଷ୍ଟି କରିଥିଲା ।…

କନକ ନ୍ୟୁଜ୍ ଷ୍ଟୁଡିଓରେ ମୁହାଁମୁହି ଆଦିତ୍ୟଙ୍କ ପ୍ରେମିକା ଓ ବନ୍ଧୁ ବିସ୍ମିତ: ଚିନ୍ମୟୀ କହିଲେ, ଫଶାଇ ଦେବାକୁ…

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତାଙ୍କର ସମ୍ପୃକ୍ତି କଣ ରହିଛି ସେନେଇ କନକ ଷ୍ଟୁଡିଓରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ । ଚିନ୍ମୟୀ କହିଛନ୍ତି, ଏହି ଘଟଣା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଆଦିତ୍ୟଙ୍କୁ ଭଲ ପାଉଥିଲେ ଏବଂ ଏହି ପ୍ରେମ ଦୁଇ ପାଖିଆ…

କରୋନା କାଳରେ କେନ୍ଦ୍ରର କଡା ନିର୍ଦ୍ଦେଶ: ଏଣିକି ମନଇଚ୍ଛା କରିପାରିବେ ଡିଜିଟାଲ୍ କାରବାର…ଟ୍ରାନଜାକ୍ସନ ଉପରେ…

କନକ ବ୍ୟୁରୋ: ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ମନଇଚ୍ଛା କରିପାରିବେ ଡିଜିଟାଲ ଟ୍ରାନଜାକ୍ସନ । କାହିଁକି ନା ଅନଲାଇନ କାରବାର  ଉପରେ ଲାଗୁଥିବା ଚାର୍ଜ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଦେଶରେ ଡିଜିଟାଲ ଟ୍ରାନଜାକ୍ସନ ପାଇଁ ଲାଗୁଥିବା  ମର୍ଚେଂଟ ଡିସକାଉଂଟ ରେଟ୍ ବା ଚାର୍ଜକୁ…

କାହିଁକି ବିସ୍ଫୋରଣ ହୁଏ ସିଲିଣ୍ଡର? ଗ୍ୟାସ୍ ଲିକ୍ ଦ୍ୱାରା ନୁହେଁ ବରଂ ଏହି ଗୋଟିଏ ବଡ କାରଣରୁ ଫାଟିଥାଏ ସିଲିଣ୍ଡର…

କନକ ବ୍ୟୁରୋ: ଅନେକ ସମୟରେ ଆମେ କୌଣସି ଜିନିଷ କିଣିବା ପୂର୍ବରୁ ପ୍ରଥମେ ତାର ଏକ୍ସପାରୀ ଡେଟ୍ ଅଛି କି ନାହିଁ ଚେକ୍ କରିଥାନ୍ତି । କାରଣ ଏକ୍ସପାରୀ ଡେଟ ଚାଲିଯାଇଥିବା ଜିନିଷ ଆମ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବିଶେଷ କରି ଯେତେବେଳେ ଆମେ କୌଣସି ଔଷଧ କିଣୁଛନ୍ତି ସେତେବେଳେ ଉକ୍ତ…

ନଭେମ୍ବର ୨୯ ସୁଦ୍ଧା ସରିବ ଉପନିର୍ବାଚନ: ବିହାର ସାଧାରଣ ନିର୍ବାଚନ ସହ ଏକତ୍ର ହେବ ଖାଲିପଡିଛି ୬୪ଟି ବିଧାନସଭା ଓ…

କନକ ବ୍ୟୁରୋ: ନଭେମ୍ବର ୨୯ସୁଦ୍ଧା ସରିବ ଉପନିର୍ବାଚନ । ଓଡ଼ିଶାର ତିର୍ତୋଲ ଓ ବାଲେଶ୍ୱର ସଦରରେ ହେବ ଉପନିର୍ବାଚନ । ଏହାସହ ନଭେମ୍ବର ୨୯ସୁଦ୍ଧା ବିହାର ସାଧାରଣ ନିର୍ବାଚନ ସାରିବାକୁ ଇସିଆ ନିଷ୍ପତି ନେଇଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ ପରେ ଏହି…