Daily Archives

September 2, 2020

ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ । ୧୧ ମୃତ : ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୩୦ ପଜିଟିଭ୍ , କଟକରୁ…

କନକ ବ୍ୟୁରୋ : ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ଶହ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ଶହ ୨୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୯ ହଜାର ୭୮୦ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଆକ୍ସନ ମୁଡରେ ନ୍ୟାସନାଲ ନାରକୋଟିକ୍ସ ବ୍ୟୁରୋ: ୨ ଜଣଙ୍କୁ ଗିରଫ କଲା ଏନସିବି; ଜଣେ ନିଶା ବେପାରୀ ରିଆ ଚକ୍ରବର୍ତିଙ୍କ…

କନକ ବ୍ୟୁରୋ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଆସିବା ପରେ ଆକ୍ସନ ମୁଡରେ ନ୍ୟାସନାଲ ନାରକୋଟିକ୍ସ ବ୍ୟୁରୋ । ମୁମ୍ବାଇରେ ୨ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏନସିବି । ଜଣଙ୍କୁ ଗତକାଲି କବଜାକୁ ନେଇଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍ । ସେମାନଙ୍କୁ…

ଆଜି ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ହେବ କୃଷି,…

କନକ ବ୍ୟୁରୋ : ଆଜି ଗୋଟିଏ ଦିନରେ ବସିବ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସି ଜରିଆରେ ସନ୍ଧ୍ୟା ୫ଟା ୪୫ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି…

ଷ୍ଟାଇଲିସ କାର କିଣିବାକୁ ଇଚ୍ଛା ରଖିଛନ୍ତି କି ? ଏଣିକି ପାଖରେ ଟଙ୍କା ନଥିଲେ ବି ଆପଣ କିଣିପାରିବେ କାର । ସ୍ୱିଫ୍ଟ…

କନକ ବ୍ୟୁରୋ : କାର କିଣିବା, କାରରେ ବୁଲିବା ଆଜିକାଲି ଯୁବପୀଢିଙ୍କ ମନରେ ଗୋଟିଏ ବଡ ସ୍ୱପ୍ନ । କାରଣ ଆଜିକାଲି ପିଲାମାନେ ନିଜର ଷ୍ଟାଟସ ବଜାୟ ରଖିବା ସହ ବଜାରରେ ଷ୍ଟାଇଲିଷ୍ଟ ଗାଡି ଧରି ବୁଲିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । କିନ୍ତୁ କାର କିଣିବା ସେତେଟା ସହଜ ନୁହେଁ । ହଜାର ନୁହେଁ ବରଂ…

କେନ୍ଦ୍ରାପଡା ହଦଳିଆଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ବସ୍ ଜାଳିଦେଲେ…

କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇରେ ଦୁର୍ଘଟଣା ପରେ ଜାଳି ଦେଲେ ବସ୍ । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ବସ୍ କୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକ । ମାର୍ଶାଘାଇ ଥାନା ୫ ନଂବର କ ଜାତୀୟ ରାଜପଥର ହଳଦିଆ ଗଡା ଛକ ରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ବସ୍ ଟି…

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୦୪୫ ମୃତ୍ୟୁ ;…

କନକ ବ୍ୟୁରୋ :  ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ଲଗାତାର ଭାବେ ୩ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ପାର କରୁଥିବା ବେଳେ ଗତକାଲି ୭୦,୦୦୦ତଳକୁ ଖସିଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଆଜି ପୁଣି ଥରେ ୭୮,୦୦୦ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଉଭୟ ଆକ୍ରାନ୍ତଙ୍କ…