Daily Archives

September 2, 2020

କଟକ ଚୌଦ୍ୱାରରେ ଚାଂଚଲ୍ୟ । ମଦ ବିକ୍ରିକୁ ବିରୋଧ କରିବାରୁ ଘରୁ ଉଠାଇ ନେଇ ଯୁବକଙ୍କୁ ମଦ ମାଫିଆଙ୍କ ହତ୍ୟା :…

କନକ ବ୍ୟୁରୋ : ମଦ ବିକ୍ରିକୁ ବିରୋଧ କରିବାରୁ ଘରୁ ଉଠାଇ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା । କଟକ ଚୌଦ୍ୱାର ବାଣିପଦା ପଂଚାୟତରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସଂଘବଦ୍ଧ ଭାବେ ଯୁବକ ସରୋଜ ସାମଲଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ସହ…

୨୪ ଗେଟ୍ ଦେଇ ହୀରାକୁଦର ଛଡାଯାଉଛି ବନ୍ୟାଜଳ । ଜଳଭଣ୍ଡାର ଜଳସ୍ତର କମିବା ପରେ ପରେ ଗେଟ୍ ସଂଖ୍ୟା କମ୍ ହେଉଛି

କନକ ବ୍ୟୁରୋ : ୨୪ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟା ଜଳ । ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୫.୩୧ ଫୁଟ ରହିଛି । ବର୍ତମାନ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୪ ହଜାର ୬୧୨ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୪ ଲକ୍ଷ ୨୬ ହଜାର ଘନଫୁଟ ଜଳପ୍ରତି…

ବନ୍ୟା ଛାଡୁଥିବାବେଳେ ଚିନ୍ତା ବଢ଼ାଇଲା ପୁଣି ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତାକାଲି ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ…

କନକ ବ୍ୟୁରୋ : ବନ୍ୟା ଦୁଃଖ ଯାଇନି । ଏହାରି ଭିତରେ ପୁଣି ଭୟ ବଢାଇଛି ବର୍ଷା । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ୬ଟି ଜିଲ୍ଳା କେନ୍ଦୁଝର, ମୟୁରଭଂଜ, ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ…

ଖେଳାଳିଙ୍କ କୋଭିଡ ପରୀକ୍ଷା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ ବିସିସିଆଇ : ୮ଟି ଫ୍ରାଂଚାଇଜ ଟିମ୍, ଷ୍ଟାଫ ଏବଂ…

କନକ ବ୍ୟୁରୋ : ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଖେଳାଳିଙ୍କ କୋଭିଡ୍ ପରୀକ୍ଷା କରିବା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ପ୍ରାୟ ୧୦କୋଟି ଟଙ୍କା ବଜେଟ୍ କରିଛି । ଏଥିପାଇଁ ୟୁଏଇର ଏକ କମ୍ପାନୀ ଭିପିଏସ ହେଲଥ କେୟାରକୁ ନିୟୋଜିତ କରାଯାଇଛି । ଅଧିକରୁ ଅଧିକ ପରୀକ୍ଷା କରିବା…

ଦେଶରେ କରୋନାରେ ମୃତ୍ୟୁ ହୋଇଥିବା ପ୍ରତି ତିନି ଜଣରେ ଜଣେ ମହିଳା : ମୃତ୍ୟୁବରଣ କରିଥିବା ୯୦% ଲୋକଙ୍କ ବୟସ ୪୦ ବର୍ଷରୁ…

କନକ ବ୍ୟୁରୋ : ଭାରତରେ କୋଭିଡ ଜନିତ ମୃତ୍ୟୁକୁ ନେଇ ଆସିଛି ବଡ ତଥ୍ୟ । ଦେଶରେ କରୋନା ଜନିତ ମୃତ୍ୟୁ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ବୟସ ୪୦ ବର୍ଷରୁ ଅଧିକ । ଏହି ମୃତକଙ୍କ ମଧ୍ୟରୁ ଅଣସ୍ତରୀ ପ୍ରତିଶତ ହେଉଛନ୍ତି ପୁରୁଷ । ଏହାର ଅର୍ଥ ପ୍ରତି ୩ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ମହିଳା ।…

ବନ୍ୟାରେ ମାଲାମାଲ ବୋଟ ମାଲିକ । ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇବା ଲାଗି ନେଉଛନ୍ତି ୫ ଶହ ଟଙ୍କା

କନକ ବ୍ୟୁରୋ : ବନ୍ୟାରେ ମାଲାମାଲ ବୋଟ ମାଲିକ । ଲୋକଙ୍କ କାମରେ ଆସୁନି ସରକାରୀ ବୋଟ୍ । ଆଉ ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ମାଲାମାଲ ହେଉଛନ୍ତି ଘରୋଇ ବୋଟ ମାଲିକ । ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ଦେବା ପାଇଁ ଦୈନିକ ୫ଶହ ଟଙ୍କା ନେଉଛନ୍ତି ଘରୋଇ ବୋଟ ମାଲିକ…