Daily Archives

September 1, 2020

କୁଆଡେ ଗଲା ପୁରୀ ଏମାର ମଠର ରୁପା ଇଟା ? ପୁରୀ ଶ୍ରୀମନ୍ଦିରକୁ ହସ୍ତାନ୍ତର କରିବାକୁ ଜୋର ଧରିଲା ଦାବି, ରୁପା ଇଟା…

କନକ ବ୍ୟୁରୋ : ଦାନ ଅର୍ଥରେ ଶ୍ରୀମନ୍ଦିର ତିନି ଦ୍ୱାରକୁ ରୂପା ଛାଉଣି କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ପ୍ରସ୍ତୁତି ଭିତରେ ପୁଣି ଥରେ ଏମାର ମଠରୁ ଜବତ ହୋଇଥିବା ରୂପା ଇଟା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଦୀର୍ଘ ୯ ବର୍ଷ ପରେ ମଧ୍ୟ ଜବତ ହୋଇଥିବା ରୂପା ଇଟାର…

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲେ ରହସ୍ୟମୟୀ ମହିଳା । ଆଦିତ୍ୟଙ୍କ ବାପା କହିଲେ, ଏକ ତରଫା ପ୍ରେମ…

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ପଛରେ ରହସ୍ୟମୟୀ ମହିଳା, କିଏ ସେହି ରହସ୍ୟମୟୀ ମହିଳା ? ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଆସିଛି ଜଣେ…

ପଇସା ନାହିଁ ତ ପାଣି ନାହିଁ । ଚାରିଆଡେ ପାଣି, କିନ୍ତୁ ପିଇବାକୁ ମୁନ୍ଦେ ପାଣି ମିଳୁନି । ବନ୍ୟା ବିଭୀଷିକା ଭିତରେ…

କନକ ବ୍ୟୁରୋ : ନଦୀର ଜଳସ୍ତର କମିବା ପରେ ଗାଁ ଗଣ୍ଡାରୁ ଛାଡିବାରେ ଲାଗିଛି ବନ୍ୟା ପାଣି । ହେଲେ ବନ୍ୟା ଜଳ ପଶିଯିବା ଯୋଗୁଁ ଲୋକଙ୍କ ଦୁଶା ବଢ଼ିଯାଇଛି । ଗାଁଗଣ୍ଡାରେ ଥିବା ଟ୍ୟୁବୱେଲ୍ ଓ କୂଳ ବୁଡିଯିବା ପରେ ବନ୍ୟା ବିପନ୍ନଙ୍କ ପାଇଁ ପିଇବା ପାଇଁ ଶୁଦ୍ଧ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୩,୪୮୪ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୮୦ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୩, ୪୮୪ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସୁସ୍ଥ ୮୯୦ ଜଣ ସୁସ୍ଥ ହୋଇଥିବାବେଳେ ଯାଜପୁରରୁ ୩୧୪, ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨,…

ପାଟି ଖୋଲା ରଖି ଶୋଇଥିଲେ ଯୁବତୀ, ହଠାତ୍ ବନ୍ଦ ହୋଇଗଲା ନିଶ୍ୱାସ । ଅପରେସନ୍ ପରେ ଯୁବତୀଙ୍କ ପାଟିରୁ ବାହାରିଲା ଏମିତି…

କନକ ବ୍ୟୁରୋ: ମୁହଁ ଖୋଲା କରି ଶୋଇବାର ଫଳ କେତେ ଯେ ଭୟଙ୍କର ହେଇପାରେ ତାହାର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି । ଋଷର ଏହି ଘଟଣା ଆପଣଙ୍କୁ ଚମକେଇ ଦେବ । ଆପଣ କେବେ କଳ୍ପନା ବି କରିନଥିବେ କି ଏମିତି ବି ହେଇପାରେ । ଜଣେ ମହିଳା ମୁହଁ ଖୋଲାକରି ଶୋଇଥିବା ବେଳେ ତାଙ୍କ ମୁହଁରେ ଏକ ସାପ…

ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲରେ କମିବ କି ସ୍କୁଲ ଫି ? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଭାବକ, ସ୍କୁଲ…

କନକ ବ୍ୟୁରୋ : କରୋନାବେଳେ ସ୍କୁଲ ଫି କମ କରିବା ନେଇ ଅଭିଭାବକ ସଂଘର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିଭାବକ ସଂଘ ଓ ବେସରକାରୀ ସ୍କୁଲ ସଂଘକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ମଧ୍ୟସ୍ଥତା କରି, ସମାଧାନର ରାସ୍ତା ବାହାର କରିବେ । ଏବଂ ଏହି…