Daily Archives

August 30, 2020

ବନ୍ୟାରେ ଗଲାଣି ୧୭ ଜୀବନ, ରାଜ୍ୟରେ ପ୍ରଭାବିତ ୨୦ ଜିଲ୍ଲା । ୧୦ ହଜାରରୁ ଅଧିକ ଘର ଭାଙ୍ଗିଥିବାବେଳେ ୧ ଲକ୍ଷ ୬୮ ହଜାର…

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା । ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ଓ ପରେ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥପଡ଼ି ଓ ପାଣି ଭସାଇ ନେବାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୨୦ଟି ଜିଲ୍ଲାର ୧୪ ଲକ୍ଷ ୩୨ ହଜାର ଲୋକ ବନ୍ୟା ଜଳରେ ହୋଇଛନ୍ତି…

ଜେଇଇ ନିଟ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି…

କନକ ବ୍ୟୁରୋ: ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ୧୬ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍, ପୋଲିସ ଟିମ୍, ସାନିଟାଇଜିଂ ବ୍ୟବସ୍ଥା ରହିବ । ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହୋଇଛି । ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ବର୍କିତ ସମସ୍ୟାର…

ପାଣି କାଢୁକାଢୁ କୁଅରେ ଖସିଯାଇଥିଲା ବୃଦ୍ଧା ମାଆଙ୍କ ପାଦ, ମାଆକୁ ବଞ୍ଚାଇବାକୁ ଯାଇ କୁଅରେ ଫସିଗଲା ପୁଅ । ଦୀର୍ଘ ସମୟ…

କନକ ବ୍ୟୁରୋ: କୁଅରୁ ପାଣି କାଢିବା ବେଳେ ଖସିଗଲା ବୃଦ୍ଧ ମାଆ । ଗୋଡ ଖସିବାରୁ ମାଆ କୁଅରେ ପଡିଯିବା ଦେଖି ଉଦ୍ଧାର କରିବାକୁ କୁଅକୁ ଡେଇଁ ପଡିଥିଲା ପୁଅ । ଫଳରେ ମାଆ-ପୁଅ ଦୁହେଁ କୁଅରେ ଫସି ଯାଇଥିଲେ । ଘଟଣାଟି ଘଟିଛି ଛତ୍ରପୁର କୁମ୍ଭାରପଲ୍ଲୀ ସାହିରେ । ପାଖ ପଡେଶୀଙ୍କ ଠାରୁ ଖବର ପାଇ…

ଘର ଆଡକୁ ମାଡିଆସିଲା ଘାଇ । ବାଲିବସ୍ତା ରଖି ଘରକୁ ବଂଚାଇବାକୁ ଗ୍ରାମବାସୀଙ୍କ ଉଦ୍ୟମ, କେଳୁଅ ନଈର ସୁଅରେ ଯେକୌଣସି…

କନକ ବ୍ୟୁରୋ: ବନ୍ୟା ଜଳ ଗାଁକୁ ପଶିଆସିବା ପରେ ଘର ତଳେ ଘାଇ କରିଛି । ଆଉ ଘର ମାଟିକୁ ବନ୍ୟା ଧୋଇନେବାରୁ ଯେକୌଣସି ମୂହୁର୍ତରେ ଘର ନଈ ସ୍ରୋତରେ ଭାସିଯିବାକୁ ବସିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଂଚାୟତ ମଲ୍ଲାସାହିରୁ ଆସିଛି ଏହି ଖବର । ଘରକୁ ବଂଚାଇବାକୁ ଗ୍ରାମବାସୀମାନେ ବାଲି…

ଆପଣଙ୍କ ନାଁରେ ଫେକ୍ ଆଇଡି କରି ଟଙ୍କା ଲୁଟୁଛନ୍ତି ଅନଲାଇନ୍ ଲୁଟେରା । ଓଡ଼ିଶାରେ ମାତିଛନ୍ତି ସାଇବର ଠକ, ଟିକିଏ…

କନକ ବ୍ୟୁରୋ: ମାତିଛନ୍ତି ସାଇବର ଲୁଟେରା । ଏହି ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ ପ୍ରତିଷ୍ଠିତ ବ୍ୟବସାୟୀ । ଭୁବନେଶ୍ୱର ଟଙ୍କପାଣି ରୋଡରେ ରହୁଥିବା ରିୟଲଷ୍ଟେଟ ବ୍ୟବସାୟୀ ବିରଂଚି ନାରାୟଣ ପଣ୍ଡାଙ୍କୁ ମଧ୍ୟ ଏହି ସାଇବର ଠକ ମାନେ ଠକିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବିରଂଚି…

ଭାରତୀୟ ବୈଜ୍ଞାନିକଙ୍କ ଅନନ୍ୟ ଉଦ୍ଭାବନ : ଏମିତି ଏକ ଛୁଞ୍ଚି, ଦେହରେ ଫୋଡ଼ିଲେ ବି ହେବ ନାହିଁ ଯନ୍ତ୍ରଣା

ଇଞ୍ଜେକ୍ସନ ନେବାବେଳେ ଯେତେବେଳେ ସିରିଞ୍ଜର ଛୁଞ୍ଚି ଶରୀରରେ ପଶିଥାଏ, ସମସ୍ତଙ୍କୁ କିଛି ମାତ୍ରାରେ ଯନ୍ତ୍ରଣା ହୋଇଥାଏ | ବିଶେଷ କରି ଯେଉଁମାନଙ୍କର ଡାଏବେଟିସ ଥାଏ ଓ ବାରମ୍ବାର ସିରିଞ୍ଜ ମାଧ୍ୟମରେ ଇନସୁଲିନ ନେବାକୁ ପଡୁଥାଏ ସେମାନଙ୍କୁ ଯନ୍ତ୍ରଣା ହେଲେ ବି ସହିବାକୁ ପଡିଥାଏ | କିନ୍ତୁ ଖୁବ…