Daily Archives

August 30, 2020

ବିଧାୟକଙ୍କୁ ନବୀନଙ୍କ ଉଦବୋଧନ । କହିଲେ, ଜେଇଇ-ନିଟ ପରୀକ୍ଷାର୍ଥୀଙ୍କୁ କର ସହଯୋଗ, ସଙ୍କଟ ସମୟରେ ଲୋକଙ୍କ ସାଥୀରେ ରୁହ

କନକ ବ୍ୟୁରୋ : ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଜେଇଇ-ନିଟରେ ପିଲାମାନେ ଯେଭଳି ଭଲଭାବେ ପରୀକ୍ଷାଦେବେ ସେଥିପାଇଁ ସବୁ ବିଧାୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ସବୁଠାରୁ ଆଗରେ ଅଛି ।…

ଲକଡାଉନ ହଟିଲା, ହେଲେ ପୁଲିସ କାଟିଲା ଫାଇନ । ଭୁବନେଶ୍ୱର ଇନ୍ଦିରା ପାର୍କ ନିକଟ ଛୋଟ ଦୋକାନୀଙ୍କ ଉପରେ ଅଚାନକ ଚଢାଉ :…

କନକ ବ୍ୟୁରୋ : ରାଜ୍ୟରେ ଆଜିଠାରୁ ଲକଡାଉନ ଓ ସଟଡାଉନ ରହିବନି ବୋଲି ଘୋଷଣା ହୋଇଛି । କିନ୍ତୁ ପୁଲିସ ଏହାକୁ ମାନୁନି । ଆଜି ଭୁବନେଶ୍ୱରରେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରରେ ଅଚାନକ ଚଢାଉ କରିଛି କ୍ୟାପିଟାଲ ଥାନା ପୁଲିସ । ଏକ ଜଳଖିଆ ଦୋକାନା ଉପରେ ଏହି ଚଢାଉ କରି ୨ ଶହ ଟଙ୍କା ଫାଇନ ଆଦାୟ…

ଖାତାରୁ ଗାଏବ ହେଲେ ବ୍ୟାଙ୍କ ଦେବ ଟଙ୍କା ? ଠକାମିର ଶିକାର ହେଲେ ବି ବ୍ୟାଙ୍କ ଫେରାଇବ ପଇସା ! ସାଇବର ଠକେଇରେ ଫସିଗଲେ…

କନକ ବ୍ୟୁରୋ: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ବଢିଚାଲିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ବାରଣ କରିବା ସହ କରୋନାରୁ ବର୍ତ୍ତିବା ପାଇଁ ଆବଶ୍ୟକୀୟ…

୨୪ଘଣ୍ଟାରେ ସର୍ବାଧିକ ୭୮,୭୬୧ ଆକ୍ରାନ୍ତ ଚିହ୍ନଟ, ଦେଶରେ ୩୫ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ :  ଆଜି ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା। ୨୪ଘଣ୍ଟା ମଧ୍ୟରେ  ୭୮,୭୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହିଛି। ଗତ ଦୁଇ ଦିନନ ହେଲା ମୃତ୍ୟୁ ସଂଖ୍ୟା ୧,୦୦୦ପାର କରୁଥିବା ବେଳେ ଆଜି ୨୪ଘଣ୍ଟାରେ…

କମୁଛି ବ୍ରାହ୍ମଣୀ ଓ ବୈତରଣୀ । ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ କାର୍ଯ୍ୟକୁ କରାଯାଉଛି ତ୍ୱରାନ୍ୱିତ

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା । ରାଜ୍ୟରେ ବର୍ଷା ନଥିବାରୁ କମୁଛି ବ୍ରାହ୍ମଣୀ, ବୈତରଣୀ ନଦୀ । ସମସ୍ତ ପ୍ରଭାବିତ ବ୍ଲକରେ ରିଲିଫ କାମ ଆରମ୍ଭ ହୋଇଛି । ବନ୍ୟା ପ୍ରଭାବିତ ଯାଜପୁର ବରି ବ୍ଲକକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କେବଳ ବରି ବ୍ଲକରେ ଉଦ୍ଧାର ଓ…

ହୀରାକୁଦରେ କମୁଛି ଜଳପ୍ରବେଶ । ଡ୍ୟାମରେ ସମୁଦ୍ରର ଭ୍ରମ, ମୁଣ୍ଡଳିରେ ପହଁଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ : ନରାଜରେ…

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ଖୋଲିଛି ୪୬ଟି ଗେଟ୍ । ତେବେ ଉପରମୁଣ୍ଡରେ ବର୍ଷା କମିବା ପରେ ପରେ ଜଳଭଣ୍ଡାରକୁ କମ୍ ହୋଇଛି ଜଳପ୍ରବେଶ । ଆଜି ଭୋର୍ ୪ଟା ସମୟରେ ମିଳିଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହେଉଛି । ଏହି ଧାରା ଆଗକୁ ଆହୁରି କମିବ । ଫଳରେ ଡ୍ୟାମକୁ ଜଳପ୍ରବେଶ…