Daily Archives

August 14, 2020

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୪୭ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ  ୧୪୮ ଏବଂ ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୪୭ ପଜିଟିଭ୍ । ଯେଉଁଥରେ ସଙ୍ଗରୋଧ କେନ୍ଦ୍ରରୁ ୧୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୯ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଡାକ୍ତର ତୁମକୁ ଶହେ ସଲାମ୍ । ମହାମାରୀ ବେଳେ ମାନବିକତାର ମେଡିସିନ ବାଣ୍ଟୁଛନ୍ତି, ସନ୍ଦେହୀ ଡାକ୍ତରଙ୍କ ପାଇଁ ଉଦାହରଣ…

କନକ ବ୍ୟୁରୋ: ମହାମାରୀ ବେଳେ ମରିନି ମଣିଷପଣିଆ । ଭୂତାଣୁ ଭୟ ଭୁଲି ସେବା କରୁଛନ୍ତି ୨ୟ ଭଗବାନ । କିଏ କହିଲା କରୋନା ବେଳେ ମଣିଷ ମନରୁ ମରିଯାଉଛି ମାନବିକତା ? କିଏ କହିଲା ଭୂତାଣୁରେ ସଂକ୍ରମଣ ଠାରୁ ସନ୍ଦେହରେ ସଂକ୍ରମିତ ହେଉଛି ମନ ? ହେଲେ ସଙ୍କଟ ସମୟରେ ସେବାର ଏ ସାକ୍ଷାତ ଭଗବାନଙ୍କୁ…

ଖବର ପ୍ରସାରଣ ପରେ ନିଦରୁ ଉଠିଲା ବନ ବିଭାଗ । ଆଠଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଦେଶୀ ମଦ ଭାଟିରେ ଚଢାଉ ହେଲା, ବିପୁଳ…

କନକ ବ୍ୟୁରୋ: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ ବିଭାଗର ନିଦ ଭାଙ୍ଗିଲା । ଆଠଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ମଦ ଭାଟିରେ ଚଢାଉ ହେଲା । ଆଠଗଡ, କଟକ ସଦର ଓ ମୋବାଇଲ୍ ସ୍ୱାର୍ଡ ଟିମ୍ ଚଢାଉ କରି ବିପୁଳ ପଣିମାଣର ପୋଚ ନଷ୍ଟ କରିଛନ୍ତି । ଅବକାରୀ ବିଭାଗ ନାକ ତଳେ ଚାଲିଥିଲା…

କଟକର କୁନି କଳାକାରଙ୍କ ବିସ୍ମୟକ ଚିତ୍ରାଙ୍କନ । ବିନା ତାଲିମରେ ମୋବାଇଲ୍ ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଚିତ୍ର…

କନକ ବ୍ୟୁରୋ: କୁନି କଳାକାରଙ୍କ ବିସ୍ମୟକର ଚିତ୍ରାଙ୍କନ । ବୟସ ମାତ୍ର ୧୪, ତାଙ୍କ ହାତ ଅଙ୍କା ଛବି ଯିଏ ଦେଖିଲା ସିଏ ପ୍ରଶଂସା କରୁଛି । ବାଲେଶ୍ୱର ଜିଲ୍ଲା ଚମ୍ପେଶ୍ୱରର ଅଭିଲିପ୍ସାଙ୍କ କଳାକୃତି ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ମୋବାଇଲରେ ଫଟୋ ଦେଖି ମାତ୍ର କେଇ ମିନିଟରେ କାଗଜରେ…

ଲାଲଗଡରେ ମାଓ ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ଯବାନ । ବସ୍ତରରୁ ଆସିଲା ଯବାନଙ୍କ ସଂଘର୍ଷର ଚିତ୍ର,…

କନକ ବ୍ୟୁରୋ: ଲାଲଗଡରେ ଯବାନ କେବଳ ମାଓ ମୁକାବିଲା କରୁଛନ୍ତି , ତାହା ନୁହଁ । ଦୁର୍ଗମ ଅଂଚଳରେ ବି ଭୌଗଳିକ ସ୍ଥିତି ସହିତ ପ୍ରାକୃତିକ ବିପର୍ଯ୍ୟୟର ବି ସାମ୍ନା କରୁଛନ୍ତି ଯବାନ ମାନେ । ଆଜି ଆମେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଜଣାଇବୁ ଯାହା ଜାଣିବା ପରେ ଆପଣ ସହଜରେ ଜାଣିପାରିବେ କିପରି ମାଓ…

ପୋଲିସ ବେଶରେ ବୁଲୁଛନ୍ତି, କରୋନା କଟକଣାର ଫାଇଦା ଉଠାଉଛନ୍ତି । ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାଡିବସି ଛକ ଛକରେ ଫାଇନ…

କନକ ବ୍ୟୁରୋ: ସାବଧାନ ! ମହାମାରୀ ବେଳେ ମାତିଛନ୍ତି ମିଛ ପୋଲିସ । ଛକ ଛକରେ ବସୁଛନ୍ତି, ଫାଇନ କାଟି ଫେରାର ହେଉଛନ୍ତି । ମାସ୍କ ପିନ୍ଧିନଥିଲେ ମୋଟା ଜରିମାନା ଲଗାଇ ନକଲି ବର୍ଦ୍ଦିର ଫାଇଦା ଉଠାଉଛନ୍ତି । ଆଉ ପୋଲିସ ପୋଷାକ ଜାଲ ବିଛାଇ ବଡ ବଡ ଶିକାର କରୁଛନ୍ତି । ତେବେ ପୋଲିସ ଏଏସଆଇ ସାଜି…