Daily Archives

August 12, 2020

୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ସତର୍କ ଘଣ୍ଟି! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।…

କନକ ବ୍ୟୁରୋ: ୬ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୬ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । କାଲି ସୁଦ୍ଧା ରାଜ୍ୟର ମାଲକାନଗିରି, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼ ଏବଂ ବଲାଙ୍ଗୀର । ତେବେ ଏହି ସବୁ ଜିଲ୍ଲାଗଡ଼ିକୁ ୟେଲୋ ୱାର୍ଣ୍ଣିଂ…

କଟକଣା କୋହଳ ପରେ ମାତିଛନ୍ତି ବଜ୍ରକାପ୍ତା ଚୋରା ବ୍ୟବସାୟୀ । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କଲା…

କନକ ବ୍ୟୁରୋ: ନବରଙ୍ଗପୁରରେ କରୋନା କଟକଣା କୋହଳ ହେବା ପରେ ମାତିଛନ୍ତି ବଜ୍ରକାପ୍ତା ଚୋରା ବ୍ୟବସାୟୀ । ଉମରକୋଟ୍ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଉମରକୋଟ୍ ବନବିଭାଗର ଗୋଟିଏ ଟିମ୍ ପନାରଚୁଆ ଗ୍ରାମର ଘାସିଆ ତନ୍ତୀଙ୍କ…

ପୁଅରେ ତୁ କଣ ଏଇ ପେଟରୁ ଜନ୍ମ ହେଇନୁ ? ଏତେ ହତାଦର କେମିତି କରିପାରିଲୁ? କୁସଂସ୍କାରକୁ ବିଶ୍ୱାସ କରି ମାଆକୁ କୁଷ୍ଠ…

କନକ ବ୍ୟୁରୋ: କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ମାଆକୁ ପର କରିଦେଲା ପୁଅ । ବୟସର ଅପରାହ୍ଣରେ ମାଆର ଆଶା ବାଡି ସାଜିବା ବଦଳରେ ମାଆକୁ ବାସନ୍ଦ କଲା ପୁଅ । ବୃଦ୍ଧା ମାଆକୁ କୁଷ୍ଠ ରୋଗ ହୋଇଛି କହି ସାହି ସମାଜ ବାସନ୍ଦ କରିବା ମାଆକୁ ଘରୁ କାଢିଦେଲା ପୁଅ । ଅସହାୟ ଅବସ୍ଥାରେ…

ନନ୍ଦନକାନନରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ : ହାତୀଙ୍କୁ ଫଳ ଖୁଆଇ ଉତ୍ସବ ମନେଇଲେ ଅଧିକାରୀ; ଏଥର କରୋନା କାରଣରୁ…

କନକ ବ୍ୟୁରୋ : ୧୨ ଅଗଷ୍ଟ । ବିଶ୍ୱ ହସ୍ତି ଦିବସ । କରୋନା କଟକଣା ଭିତରେ ନନ୍ଦନକାନରରେ ଏହି ଦିବସକୁ ପାଳନ କରାଯାଇଛି । ଅନ୍ୟ ବର୍ଷ ଭଳି ଏବର୍ଷ ହାତୀ ଦିବସରେ ନନ୍ଦନକାନନରେ ନା ଥିଲେ ପର୍ଯ୍ୟଟକ, ନା ଥିଲା ସ୍କୁଲ ଛାତ୍ରଛାତ୍ରୀ ଭିଡ । କର୍ମଚାରୀଙ୍କ ଗହଳି ଚହଳି ବି ନଥିଲା । ନିର୍ଦେଶକ ଶିଶି…

ଲେବାନନ ବିସ୍ଫୋରଣ ପରେ ତତ୍ପରତା ଦେଖାଇଲେ ରାଜ୍ୟ ସରକାର : ସବୁ ଫ୍ୟାକ୍ଟ୍ରିକୁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର ନିର୍ଦ୍ଦେଶକ…

କନକ ବ୍ୟୁରୋ : ଲେବାନନ ବିସ୍ଫୋରଣ ଘଟଣା ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଏଣ୍ଡ ବଏଲର  ନିର୍ଦ୍ଦେଶକ ।  ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦ କ୍ଷେପ ନେବାକୁ  ନେବାକୁ ଏଥିରେ କୁହାଯାଇଛି ।  ର…

କରୋନା ସଂକଟ ଭିତରେ ସରକାରଙ୍କ ବଡ ନିଷ୍ପତି: ଏଣିକି ମନଇଚ୍ଛା ଟାଙ୍କି ଫୁଲ୍ କରିପାରିବେନି ଗାଡି ଚାଳକ; ପେଟ୍ରୋଲ…

କନକ ବ୍ୟୁରୋ: କରୋନା ସଂକଟ ଭିତରେ ସରକାରଙ୍କ ବଡ ନିଷ୍ପତି । ଏଣିକି ଗାଡିରେ ନିଜ ଇଚ୍ଛା ମୁତାବକ ଭରିପାରିବେ ନାହିଁ ତେଲ୍ । ସେ ବାଇକ ହେଉ ଅବା ସ୍କୁଟର, କାର ହେଉ କିମ୍ବା ବସ୍ ତେଲ ଟାଙ୍କିରେ ଏଣିକି ଗାଡି ଚାଳକ କେତେ ଇନ୍ଧନ ଭରିବେ ତାର ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି ସରକାର…