Daily Archives

August 9, 2020

ପାଠପଢା ବୟସରେ ପରିବାରର ବୋଝ । ହାତରେ ବହିବସ୍ତାନୀ ବଦଳରେ ବ୍ୟାଗ ଧରି ଘର ଘର ବୁଲି ଭିକ ମାଗୁଛି କୁନି ପୁଅ । ଭିକ…

କନକ ବ୍ୟୁରୋ: ମା ଗଣ୍ଡେ ଭିକ ଦିଅ... ବାବୁ ଭିକ ଗଣ୍ଡେ ମିଳୁ... ମୋ ମାଆ ଦେହ ଭଲ ନାହିଁ, ସାହାଯ୍ୟ ମିଳିଲେ ଔଷଧ ଆଣିବି... ଭିକ ମିଳିଲେ ମୋ ଭଉଣୀ ଖାଇବ, ଆମ ପରିବାର ଚଳିବ... ଦୟା କର ବାବୁ... ଭିକ ଗଣ୍ଡ ଦିଅ... ଭିକ ଗଣ୍ଡ ଦିଅ... ଘରେ ରୋଗୀଣା ମାଆ, ଅସହାୟ ଭଉଣୀ, ଆଉ ଦୁଃଖକୁ…

ରାଜ୍ୟରେ ସଂକ୍ରମଣକୁ ନେଇ ଡାକ୍ତର ନିରଜ ମିଶ୍ରଙ୍କ ବଡ ବୟାନ: କହିଲେ ଭୁବନେଶ୍ୱରରେ ପିକରେ ପହଂଚିଛି ସଂକ୍ରମଣ; ଅଗଷ୍ଟ…

କନକ ବ୍ୟୁରୋ: ୨୪ ଘଂଟା ମଧ୍ୟରେ କରୋନା  ସଂକ୍ରମଣରେ  ଆଜି ଗଞ୍ଜାମକୁ ଟପିଛି ଖୋର୍ଦ୍ଧା । ଏନେଇ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ  କମିବା ଆରମ୍ଭ ହେବ । ଅଗଷ୍ଟ ଶେଷ ସୁଦ୍ଧା ସଂକ୍ରମଣ…

କରୋନା ସଙ୍କଟ ସମୟରେ ଚାଷୀଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ଘୋଷଣା କଲେ କୃଷି ଭିତିଭୂମି ପାଣ୍ଠି ପାଇଁ ଏକ ଲକ୍ଷ…

କନକ ବ୍ୟୁରୋ : କରୋନା କାଳରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଭିତିଭୂମୀ ପାଣ୍ଠି ଜରିଆରେ ଏକ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଦିଆଯାଉଥିବା ସହାୟତା ରାଶିର…

ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ ଦେହରେ ପିପିଇ କିଟ୍ : ବ୍ୟବହୃତ ପିପିଇ କିଟକୁ ପିନ୍ଧି ଦିନତମାମ୍ ଘରକୁ ଘର ବୁଲିଲା…

କନକ ବ୍ୟୁରୋ : ପାଗଳ ଦେହରେ ପିପିଇ କିଟ୍ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ଓ ଜି.ଉଦୟଗିରି ଅଂଚଳରୁ । ରାସ୍ତାରେ ପଡ଼ିଥିବା ବ୍ୟବହୃତ ପିପିଇ କିଟକୁ ପାଗଳଜଣକ ପରିଧାନ କରି ବିଭିନ୍ନ ଅଂଚଳ ଘୁରି ବୁଲୁଥିବାରୁ ସ୍ଥାନିୟ ଅଂଳଚରେ ଆତଙ୍କର ମାହୋଲ ଖେଳିଯାଇଛି । ଦିନ…

କରୋନା ରୋଗୀଙ୍କୁ ଡାଏଲିସସ ଚିନ୍ତା: କଟକ ଏସସିବିରେ କରୋନା ରୋଗୀଙ୍କୁ ଡାଏଲିସିସି ନ ହୋଇପାରିବାକୁ ମୃତ୍ୟୁ ଅଭିଯୋଗ…

କନକ ବ୍ୟୁରୋ: କରୋନା ରୋଗୀଙ୍କୁ ଡାଏଲିସିସି ଚିନ୍ତା ।  ଠିକ ସମୟରେ ଡାଏଲିସିସି ହୋଇନପାରିବା ଯୋଗୁଁ  କଟକ ବଡ ମେଡିକାଲରେ  ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଖବର ଅନୁସାରେ,  ଜଗତସିଂପୁରର ୨୦ ବର୍ଷୀୟ  ଜଗତସିଂହପୁରର ସୁଶାନ୍ତ କୁମାର ଦାସ  କିଡନୀ ରୋଗରେ…

ପୁଲିସ୍ କବଜାରେ ନକଲି ମାଓବାଦୀ । ନକ୍ସଲ ପରିଚୟ ଦେଇ ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କଲା…

କନକ ବ୍ୟୁରୋ: ପୁଲିସ୍ କବ୍ଜାରେ ନକଲି ମାଓବାଦୀ । ମାଓବାଦୀ ପରିଚୟ ଦେଇ ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି କଳାହାଣ୍ଡି ପୁଲିସ୍ । ପୁଝାରୀଗୁଡ଼ାର ବ୍ୟବସାୟୀ ତୁଳସୀରାମ ନାୟକଙ୍କୁ ଫୋନ୍ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ ଏହି ନକଲି…