Daily Archives

August 9, 2020

ମାଡି ଚାଲିଛି ମହାମାରୀ: ଦିନକରେ ୧୭୩୪ ଆକ୍ରାନ୍ତ, ୧୩ ମୃତ; ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ କରୋନା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଶହ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଫଳରେ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପ୍ଧବଥିବା ବେଳେ…

୧୧ ବର୍ଷ ପରେ ବି ସମାଧାନ ଅପେକ୍ଷାରେ ବ୍ଲାକରୋଜର କାହାଣୀ । ତଦନ୍ତର ଅଗ୍ରଗତି ନେଇ ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଗୃହ…

କନକ ବ୍ୟୁରୋ : ୧୧ ବର୍ଷ ପରେ ବି ହୋଇପାରିଲାନି ବ୍ଲାକରୋଜ ଜାହାଜର ସମାଧାନ । ଆଉ ଏଭଳି ସ୍ଥିତିରେ ବ୍ଲାକରୋଜ ପ୍ରସଙ୍ଗକୁ ନେଇ ପୁଲିସ ଡିଜିକୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ । ବ୍ଲାକରୋଜ ଘଟଣାର ସିବିଆଇ ତଦନ୍ତ କେତେ ବାଟ ଗଲା ସେ ଦିଗରେ ମତାମତ ଚାହିଁଛନ୍ତି । ୨୦୦୯…

ପ୍ରତିରକ୍ଷା କ୍ଷେତ୍ରରେ ଆସିବ ସ୍ୱଦେଶୀ କ୍ରାନ୍ତି: ୧୦୧ ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରତିରକ୍ଷା…

କନକ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ଏ ନେଇ ରାଜନାଥ ସିଂ ଆଜି ବଡ ଘୋଷଣା କରିଛନ୍ତି । ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣ ପାଇଁ ଆମଦାନୀ ହେବାକୁ ଥିବା ୧୦୧ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଲଦ୍ଦାଖର ଏଲଏସିରେ ଭାରତ-ଚୀନ ବିବାଦ…

ସଂକ୍ରମଣ ପଛରେ ସଙ୍ଗୀତ !! ଗୀତ ଗାଇଲେ କିମ୍ବା ସଙ୍ଗୀତ ପରିବେଶଣ ସ୍ଥାନରେ ଛିଡା ହେଲେ କରୋନା ଆପଣଙ୍କୁ କରିପାରେ…

କନକ ବ୍ୟୁରୋ : ଦେଶରେ ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ଉପରମୁହାଁ । ଲକ୍ଷେ ପାର ହୋଇଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ବି କରୋନାର କୌଣସି ଟିକା ବାହାରିନାହିଁ । ଆଉ ନିତିଦିନ ରଙ୍ଗ ବଦଳାଇବା ପରି କରୋନା…

ଉପରମୁହାଁ ହେଉଛି କରୋନା ଗ୍ରାଫ: ରାଜ୍ୟରେ ଆଜି ଆଉ ୧୭ ଶହ ୩୪ ପଜିଟିଭ; ଦିନିକିଆ ଆକ୍ରାନ୍ତରେ ଗଂଜାମକୁ ଟପିଲା…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ରାଜ୍ୟରେ ଆଜି ପୁଣି ୨୯ ଜିଲ୍ଲାରୁ ୧୭୩୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୭୫ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୫୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର ।…

୨୪ଘଣ୍ଟାରେ ସର୍ବାଧିକ ୬୪,୩୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୮୬୧ଆକ୍ରାନ୍ତ ମୃତ

କନକ ବ୍ୟୁରୋ :ଅଗଷ୍ଟ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧,୫୩,୦୧୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା। ଏହି ଭୂତାଣୁ ଦ୍ୱାରା କବଳିତ ହୋଇ…