Daily Archives

August 6, 2020

ଅପରିବର୍ତ୍ତିତ ରହିବ ରେପୋ ରେଟ୍ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ୩ ଦଶମିକ ୫ ପ୍ରତିଶତରେ ସ୍ଥିର; କମିବ…

କନକ ବ୍ୟୁରୋ : ଅପରିବର୍ତ୍ତିତ ରହିବ ରେପୋ ରେଟ୍ । ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩ ଦଶମିକ୍ ୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତି ନେଇଛି ଆରବିଆଇର  । ଅର୍ଥାତ ଋଣ କିସ୍ତିରେ କୌଣସି ପ୍ରକାର କମ୍ ହେବ ନାହିଁ । ଏଥିସହ ସୁନା ବଦଳରେ ଋଣର ପରିମାଣକୁ ବଢ଼ାଇ ଦେବାକୁ…

ଖୋର୍ଦ୍ଧା ଏସପିଙ୍କୁ କରୋନା : ସ୍ୱାବ୍ ଟେଷ୍ଟ ପରେ ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ଆକ୍ରାନ୍ତ ଚିହ୍ନଟ; ଡାକ୍ତରଙ୍କ…

କନକ ବ୍ୟୁରୋ : ଖୋର୍ଦ୍ଧା ପୋଲିସ ଏସପିଙ୍କୁ କରୋନା । ସ୍ୱାବ୍ ଟେଷ୍ଟ ପରେ ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କର କୋଭିଡ୍ -୧୯ ପଜିଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି । ତାଙ୍କ…

ଚାଷୀଙ୍କ ପାଇଁ ଖୁସି ଖବର । ୧୯୬ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା । ବର୍ଷା ଅଭାବ ନେଇ ଆଶଙ୍କା ନଥିବା କହିଲେ ରାଜସ୍ୱ…

କନକ ବ୍ୟୁରୋ : ଚାଷ ସମୟରେ ଚାଷୀଙ୍କ ପାଇଁ ଖୁସି ଖବର । ଗତ ଦୁଇରୁ ତିନି ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇଛି । ୧୯୬ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ଯାହା ଚାଷ ପାଇଁ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି, ଗଜପତି, ନୂଆପଡା ଓ ରାୟଗଡାରେ କମ…

କରୋନା ନେଲା ଆଉ ୧୦ ଜୀବନ : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି; ସେପଟେ ଗଞ୍ଜାମରେ କରୋନା ନେଲାଣି ୧୨୦…

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ଘଂଟାରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୩ଜଣ, ସୁନ୍ଦରଗଡରୁ ୨ଜଣ, ଭଦ୍ରକ,କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ନୟାଗଡରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି…

ମହିଳା ଯବାନଙ୍କ ପରାକ୍ରମରେ ଥରହର ଶତ୍ରୁ ଦେଶ । ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଏବେ…

କନକ ବ୍ୟୁରୋ : ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ ଟାର୍ଗେଟ କରି ବାରମ୍ବାର ରକ୍ତପାତ…

ଭାଇକୁ ଖୋଜିବା ପାଇଁ ସହର ସାରା ପୋଷ୍ଟର ଲଗାଇଲେ ଭୁବନେଶ୍ୱରର ଭଉଣୀ : ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ…

କନକ ବ୍ୟୁରୋ : ହଜିଲା ଭାଇକୁ ଖୋଜୁଛି ପୋଷ୍ଟର । ହଜିଲା ଭାଇକୁ ଖୋଜି ଖୋଜି ନୟାନ୍ତ ହେଲେ ଭଉଣୀ । ପୋଲିସ ବି ଶୁଣିଲାନି । ଶେଷରେ ସହରର ବିଭିନ୍ନ ସ୍ଥାନରେ ଲଗାଇଲେ ପୋଷ୍ଟରା  ଭୁବନେଶ୍ୱରର ବାପୁଜୀ ନଗରରେ  ରହୁଥିବା ଏକ ପରିବାରର ଏହା ହେଉଛି କରୁଣ କାହାଣୀ ।  ଖବର ଅନୁସାରେ, ଏହି ଅଂଚଳରେ…