Daily Archives

July 30, 2020

ତାଲା ଖୋଲିଦିଅ, ନିୟମ ମାନିବୁ । ତୃତୀୟ ପର୍ଯ୍ୟାୟ ଅନଲକ୍ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ପୂର୍ବରୁ ଛୋଟ…

କନକ ବ୍ୟୁରୋ : ଅଗଷ୍ଟ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ଅନଲକ-୩ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର ଆଗକୁ କେଉଁ ନୀତି ଅନୁସରଣ କରିବେ ଏବେ ତା ଉପରେ ସମସ୍ତଙ୍କ ନଜର । ରାଜ୍ୟ ସରକାରଙ୍କ ଠାରୁ ଲୋକ କଣ ଆଶା କରନ୍ତି ସେନେଇ ଆମ କ୍ୟାମେରା ଟିମ ଯେତେବେଳେ ପ୍ରଶ୍ନ କରିଥିଲେ, ଲୋକଙ୍କ କହିବା କଥା…

କରୋନା ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ସରକାର । କହିଲେ, ରାଜ୍ୟରେ ଯଥେଷ୍ଟ ପରିମାଣରେ ରହିଛି କରୋନା ଔଷଧ ଓ…

କନକ ବ୍ୟୁରୋ : କରୋନା ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ରାଜ୍ୟ ସରକାର । ରାଜ୍ୟରେ ଯଥେଷ୍ଟ ପରିମାଣର କରୋନା ଔଷଧ ଓ ଅମ୍ଳଜାନ ଉପଲବ୍ଧ ରହିଥିବା କହିଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଗଂଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବି ଯଥେଷ୍ଟ ପରିମାଣର ବେଡ ରହିଥିବା ସେ…

ରାଜଧାନୀର କରୋନା ଅପଡେଟ୍ । ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ଆଉ ୧୦୫ ପଜିଟିଭ୍, ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । 

କନକ ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଳ୍ଲାରୁ ଚିହ୍ନଟ ହୋଇଥିବା ୨୨୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୦୫ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୯ଜଣ ଓ ୪୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ…

ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତିଦିନ ଜିଲ୍ଲା ବାହାରକୁ ଚାଲାଣ ହେଉଛି ହଜାର ହଜାର ଟ୍ରିପ ବାଲି ।…

କନକ ବ୍ୟୁରୋ : ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟ ଜିଲ୍ଲାମାନଙ୍କୁ ଚୋରା ଚାଲଣ କରାଯାଉଛି । ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ଛତ୍ରଛାୟା ତଳେ ବାହୁବଳୀ…

ବାର ଦୁଆର ସୁଣ୍ଡିପିଣ୍ଡା କରିଛି ସରକାରୀ ବ୍ୟବସ୍ଥା । ପେନସନ୍ ଅପେକ୍ଷାରେ ଅବସରପ୍ରାପ୍ତ ଶିକ୍ଷକ । ଯେଉଁ ହାତ ଦିନେ…

କନକ ବ୍ୟୁରୋ: ଅନର୍ଗଳ ଭାବେ ଇଂରାଜୀ କହୁଥିବା ଜଣେ ବୃଦ୍ଧ । ବେଶଭୁଶାରୁ ଦାରିଦ୍ର୍ୟତାର ଦଦରା କାନ୍ଥ ଭଳି ଦିଶୁଥିବା ଏହି ଅସହାୟ ବୃଦ୍ଧ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ଯେଉଁ ହାତ ଅନେକ ପିଲାଙ୍କ ସୁନ୍ଦର ଭବିଷ୍ୟତ ସଜାଡ଼ିଛି , ସେହି ହାତ ଆଜି ସମୟ ଆଗରେ ହତଭାଗା ସାଜିଛି । ଆଉ…

ମହିଳା ଆଣିଥିବା ଦୁର୍ବ୍ୟବହାର ମାମଲାରେ ସଫେଇ ରଖିଲେ ଅଭିନେତା ପିଂଟୁ ନନ୍ଦ : କହିଲେ ସେ ମହିଳା କିଏ ମୁଁ ଜାଣିନି ।…

କନକ ବ୍ୟୁରୋ : ଫିଟୁଙ୍କ ନାଁରେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ସଫେଇ ରଖିଛନ୍ତି ଅଭିନେତା ।  ଆଜି ସେ କହିଛନ୍ତି,  ସଂପୃକ୍ତ ମହିଳା ଏହିି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ତାଙ୍କୁ ସୁଟିଂ ସେଟରେ  ମଧ୍ୟ କେବେ ଦେଖିନାହାନ୍ତି ।…