Daily Archives

July 18, 2020

ମାନବପ୍ରେମୀଙ୍କ ମୃତ୍ୟୁ ଖବର ବି ଆଣିଦେଲା କାହା ଜୀବନରେ ଖୁସି : ଆଦିତ୍ୟ ଦାଶଙ୍କ ବୃଦ୍ଧା ଶ୍ରମ ଅନ୍ତେବାସୀଙ୍କୁ…

କନକ ବ୍ୟୁରୋ : ମୃତ୍ୟୁ ପରେ ବି ମିଶାଇଦେଲେ । ମାଆ ଝିଅଙ୍କୁ କରାଇ ଦେଲେ ଏକାଠି । ବୃଦ୍ଧାଶ୍ରମରେ ଥିବା ମାଆଙ୍କୁ ସାଥୀରେ ନେଇ ଯିବାକୁ ଯାଜପୁରରୁ ଶାଶୁ ଘରୁ ଦୌଡି ଆସିଲା ଝିଅ । ଏପରି ଭାବରେ ମାନବପ୍ରେମୀଙ୍କ ମୃତ୍ୟୁ ଖବର ବି କାହା ଜୀବନରେ ଖୁସି ଆଣିଦେଇଛି ।  ଆଦିତ୍ୟ ଦାଶଙ୍କ ବୃଦ୍ଧା…

ଉପରମୁହାଁ କରୋନା ମିଟର: ରାଜ୍ୟରେ ମାଡି ଚାଲିଛି ମହାମାରୀ; ଦିନକରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୯୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ମୃତକ ୩ ଜଣଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ…

ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୭ । ଗଞ୍ଜାମ ଜିଲ୍ଲାରୁ…

କନକ ବ୍ୟୁରୋ : ଆଜି ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୧୯୭ ଜଣ । ସେହିପରି ୩ ଜଣ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬ରେ ପହଚିଂଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨ଜଣ ଓ…

୨୪ ଘଂଟାରେ ସାରା ଦେଶରେ ୩୪ ହଜାର ୮୮୪ ନୂଆ ମାମଲା : କରୋନା ସଂକ୍ରମଣରେ ଗଲା ୬୭୧ ଜୀବନ, ଦେଶରେ ଆକ୍ରାନ୍ତ ସଂଖ୍ୟା ୧୦…

କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୩୪ ହଜାର ୮୮୪ ନୂଆ ମାମଲା । କରୋନା ସଂକ୍ରମଣରେ ଯାଇଛି ଆଉ ୬୭୧ ଜୀବନ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ପାର୍ କରିଛି । ୩୪ ହଜାର ୮୮୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ…

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଂଟର : ସେନା ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ ; ସେପଟେ ଆଜି ଏଲଓସିରେ ସ୍ଥିତି…

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଶ୍ରୀନଗରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନା ଏନକାଉଂଟରରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ସୋପିଆନ୍ ଅଂଚଳରେ ଏହି ଏନକାଉଂଟର ହୋଇଛି । ସୋପିଆନର ଅମସିପୋରା ଅଂଚଳରେ ବଡି ଭୋରରୁ ସେନା ଆରମ୍ଭ କରିଥିଲା ସର୍ଚ ଅପରେସନ । ଆତଙ୍କୀ ଛପିଥିବା ସୂଚନା ମିଳିବା…

ଜଳେଶ୍ୱରରେ କୁଖ୍ୟାତ ଅପରାଧୀକୁ ଡମ୍ଫର୍ ଚଢାଇ ହତ୍ୟା । ବିଳମ୍ବିତ ରାତି କୁରୁଣ୍ଠିଆ ଗାଁରେ ହତ୍ୟା କଲେ ଦୁର୍ବୃତ୍ତ ।…

କନକ ବ୍ୟୁରୋ : ଜଳେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ତାକୁ ନିଜ ଗାଁ କୁରୁଣ୍ଠିଆରେ ହତ୍ୟା କରାଯାଇଛି । ଗାଡି ଚାଳକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ବେଳେ ଗାଡି ଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ତେଣୁ ଏହା ଏକ ସୁଚିନ୍ତିତ…