Daily Archives

July 13, 2020

କେଉଁମାନଙ୍କୁ ମିଳିବନି ହୋମ୍ ଆଇସୋଲେସନ ଅନୁମତି ? ଆକ୍ରାନ୍ତ ଥିବା ଏହି ରୋଗୀମାନେ ରହି ପାରିବେନି ଘରୋଇ ସଙ୍ଗରୋଧରେ ।…

କନକ ବ୍ୟୁରୋ: ସାମାନ୍ୟ ଲକ୍ଷଣ କିମ୍ବା ବିନା ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ କରୋନା ରୋଗୀ । ଘରୋଇ ସଙ୍ଗରୋଧରେ ରହିବାକୁ ସରକାର ନିଷ୍ପତ୍ତି ନେଉଥିବା କଥା ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା ବେଳେ କେଉଁମାନେ ହୋମ୍ ଆଇସୋଲେସନରେ ରହିପାରିବେନି ତାର ମଧ୍ୟ ଏକ ତାଲିକା…

ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ନିଜ କର୍ମଚାରୀ ଆକ୍ରାନ୍ତ ହେଲେ ସେମାନଙ୍କ ଚିକିତ୍ସା ପାଇଁ ସର୍ତ୍ତ ସହ…

କନକ ବ୍ୟୁରୋ: ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । କରୋନା କେୟାର ସେଣ୍ଟର ଖୋଲିବା ପାଇଁ ଅପିଲ କଲେ ରାଜ୍ୟ ସରକାର । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନୀ କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ । ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ…

ଲକ୍ଷଣ ନଥିଲେ ହୋମ୍ ଆଇସୋଲେସନ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିପାରିବେ କରୋନା ରୋଗୀ । ସର୍ତ୍ତ ସହ ସହରାଞ୍ଚଳରେ ମିଳିବ…

କନକ ବ୍ୟୁରୋ: ଘରେ ରହିପାରିବେ କରୋନା ଆକ୍ରାନ୍ତ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିବାକୁ ସରକାର ନେଉଛନ୍ତି ନିଷ୍ପତ୍ତି । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ସରକାର । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା…

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ । ଆଜି ପୁଣି ୧୪ ଆକ୍ରାନ୍ତ ଚିହ୍ନଟ । ବର୍ଷକର କୁନି ଝିଅ ଦେହରେ କରୋନା ପଜିଟିଭ

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୟଙ୍କର ବ୍ୟାପୁଛି ଭୂତାଣୁ । ଆଜି ପୁଣି ୧୪ ଆକ୍ରାନ୍ତ ଚିହ୍ନଟ । ରାଜଧାନୀ ଭୁବନେଶ୍ୱରରେ ଆଉ ୧୪ ପଜିଟିଭ । ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ କେସ୍ ହୋଇଥିବା ବେଳେ ୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । Update on newly detected &…

ଚେନ୍ନାଇରେ ତାଳି , କାନପୁରରେ ଗାଳି : କେଉଁଠି ମିଳୁଛି ସମ୍ମାନ ତ ଆଉ କେଉଁଠି ଅସମ୍ମାନ । ୨ ଟି ସ୍ଥାନରୁ ଆସିଲା କରୋନା…

କରୋନା ମହାମାରୀ ସଙ୍ଗେ ମୁକାବିଲା କରିବା ପାଇଁ ସରକାର ନିୟମାବଳୀ କଲେ । ଲକଡ଼ାଉନ୍ , ସଟଡ଼ାଉନନ୍ ଭଳି ବିଭିନ୍ନ ଉପାୟ ଆପଣାଗଲା । ଭୁତାଣୁ ଭୟରେ ସାଧାରଣ ଲୋକ, କର୍ମଚାରୀ ଅନେକ ଘରେ ରହିବାକୁ ବାଧ୍ୟ ହେଲେ । କିଛି କର୍ମଚାରୀ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ଦେଶ/ରାଜ୍ୟ ପାଇଁ କାମ କରି…

ରାଜସ୍ଥାନ ରାଜନୈତିକ ସଙ୍କଟ ଭିତରେ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ: ବିଧାୟକ ଦଳ ବୈଠକରେ ଶହେରୁ ଅଧିକ ବିଧାୟକ ସାମିଲ ହୋଇ…

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅଶୋକ ଗେହଲଟ । ବିଧାୟକ ଦଳ…