Daily Archives

July 1, 2020

ଆସିଲା ବିଜେଡିର ପଦାଧିକାରୀ ତାଲିକା । ଦଳରେ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତିଙ୍କୁ ନିଯୁକ୍ତ ଦେଲେ ସୁପ୍ରିମୋ…

କନକ ବ୍ୟୁରୋ : ଆସିଲା ବିଜେଡ଼ି ପଦାଧିକାରୀ ତାଲିକା । ବିଜେଡ଼ିର ୮ଜଣ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଜଣ ଉପସଭାପତିଙ୍କୁ ଦାୟିତ୍ୱ ବଂଟନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନଙ୍ଗ ଉଦୟସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର,…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା । ଜାରି ହେଲା ୟେଲୋ…

କନକ ବ୍ୟୁରୋ : ରାଜ୍ୟରେ ସଂପ୍ରତି ମୌସୁମୀର କୌଣସି ପ୍ରଭାବ ନାହିଁ। ଏଥିସହ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରବାହ କିମ୍ବା ପ୍ରଭାବ ଜନିତ ବର୍ଷା ରାଜ୍ୟରେ ଦେଖିବା ପାଇଁ ମିଳୁନାହିଁ। ତେବେ, ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ…

କରୋନା ମାରିଦେଲା ମାନବିକତା । କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ପରେ ଓଡିଶାରେ ଶବ ସତ୍କାରର ହୃଦୟବିଦାରକ ଚିତ୍ର ।…

କନକ ବ୍ୟୁରୋ : କରୋନା ମାରିଦେଲା ମାନବିକତା । କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ପରେ ଓଡିଶାରୁ ଆସିଛି ଶବସତ୍କାରର ଏକ ହୃଦୟ ବିଦାରକ ଚିତ୍ର । ଆମ୍ବୁଲାନ୍ସରୁ ମଶାଣୀକୁ ନେବା ପାଇଁ କାନ୍ଧ ନମିଳିବାରୁ ଟାଣି ଟାଣି ଶବ ନେଲେ ସଂପର୍କୀୟ । ଘଟଣାଟି ଘଟିଛି ଗଂଜାମ କବିସୂର୍ଯ୍ୟନଗରରେ । ଜ୍ୱରରେ ମୃତ୍ୟୁ…

ତାମିଲନାଡୁ କୁଡ୍ଡାଲୋର୍ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍ ରେ ବିସ୍ଫୋରଣ : ୪ ଜଣଙ୍କ ମୃତ୍ୟୁ , ୧୩ ଗୁରୁତର 

ତାମିଲନାଡୁ କୁଡ୍ଡାଲୋର୍ ଜିଲ୍ଲାରେ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍ ର ବାୟଲର୍ ବିସ୍ପୋଟ ହେବା କାରଣରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୂର୍ଘଟଣାରେ ୧୩ ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରୁ ପାଖାପାଖି ୧୮୦ କି.ମି. ଦୂର…

ଆପ୍ ପାଇଁ ଏକ୍ସପର୍ଟଙ୍କ ଟିପ୍ସ : ଟିକଟକ୍ , ହେଲୋ କିମ୍ବା ଲାଇକି ଆପ୍ ବ୍ୟବହାର କରୁଛନ୍ତି କି? ବ୍ୟାନ୍ ପରେ ଚିନ୍ତା…

ଡ଼ାଟା ସେଫ୍ଟି ଏବଂ ପ୍ରାଇଭେସିକୁ ନଜରରେ ରଖି ଭାରତ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶର ଇଣ୍ଟରନେଟ୍ , ସୋସିଆଲ୍ ମିଡିଆ ଭଳି ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ୟୁଜର୍ସଙ୍କ ପାଇଁ ଅନେକ କିଛି ବଦଳିଯାଇଛି । ସରକାରଙ୍କ ଏହି ଷ୍ଟେପ୍ ଦେଶରେ ପ୍ରସ୍ତୁତ…

ଗଡିଲା ‘ଦେବଦଳନ’…ତାଳଧ୍ୱଜ ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ…

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ…