Daily Archives

July 1, 2020

ସୋପୋରୋରୁ ଆସିଲା ସ୍ତବ୍ଧ କରିଦେଲା ଭଳି ଖବର : ଚାରିଆଡ଼ୁ ଫୁଟୁଛି ଗୁଳି , ତଳେ ପଡ଼ିଛି ଜେଜେଙ୍କ ରକ୍ତ ଜୁଡ଼ୁବୁଡ଼ୁ…

ରଣକ୍ଷେତ୍ରରେ ପଡ଼ିଛି ୬୦ ବର୍ଷୀୟ ବୃଦ୍ଧଙ୍କ ମୃତଶରୀର । ରକ୍ତରେ ଜୁଡ଼ୁବୁଡ଼ୁ ଜେଜେବାପାଙ୍କ ମୃତଶରୀରକୁ ଜଗିବସିଛି ୩ ବର୍ଷର କଅଁଳା ନାତି । ଅନବରତ ଗୁଳି ଚାଲୁଥିବା ଭିତରେ ଛୁଆଟି ଜେଜେଙ୍କ ପାଖରେ ଏମିତି ବସିିଛି ସତେ ଯେମିତି ଜେଜେ ନାତିଟୋକା ସଙ୍ଗେ ଉଠି ଖେଳିବେ । ହେଲେ ଅଫେରା ରାଇଜକୁ ଜେଜେ…

ଆଉ ଦେବାକୁ ପଡିବନି ପରୀକ୍ଷା: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା; କରୋନା ମହାମାରୀ ଦୃଷ୍ଟିରୁ ୪ଟି ଷ୍ଟ୍ରିମର…

କନକ ବ୍ୟୁରୋ: ଆଉ ଦେବାକୁ ପଡିବନି ପରୀକ୍ଷା । ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା । ତାଲାବନ୍ଦ କଟକଣା ପାଇଁ ୪ଟି ଷ୍ଟ୍ରିମର ୨୩ଟି ବଳକା ପରୀକ୍ଷାକୁ ବାଲିତ କରିବାକୁ ନିଷ୍ପତି । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସିବିଏସଇ ଓ ଆଇସିଏସଇ ପରୀକ୍ଷା…

ସିଲ୍ ହେଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ । ଅଧ୍ୟାପିକା କରୋନା ଚିହ୍ନଟ ପରେ ଆସନ୍ତା ୩ ଯାଏଁ ସଂପୂର୍ଣ୍ଣ…

କନକ ବ୍ୟୁରୋ: ସିଲ ହେଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ । ଆସନ୍ତା ୩ ତାରିଖ ଯାଏଁ ଭିସୁଟକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଅଧ୍ୟାପିକା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଗତକାଲି ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ହୋଇଥିଲା  ।…

ଶ୍ରୀମନ୍ଦିର ଅଭିମୁଖେ ଗଡିଲା ବଡଠାକୁରଙ୍କ ରଥ: ଶରଧାବାଲିରୁ ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି ସେବାୟତ

କନକ ବ୍ୟୁରୋ: ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱରେ କରୋନା ମହାମାରୀ ଭିତରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ…

ସରିଲା ଛେରାପହଁରା, ଗଡିବ ରଥ: ଭାଇ ଭଉଣୀଙ୍କୁ ସାଥୀରେ ନେଇ ନୀଳକନ୍ଦରକୁ ଫେରି ଯିବେ ମହାବାହୁ

କନକ ବ୍ୟୁରୋ: ଛେରାପହଁରା ନୀତି ସମ୍ପନ୍ନ । ଜଗଦଗୁରୁ ଆସିବା ପରେ ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ । ତିନି ରଥରେ ଛେରା ପହଁରା ନୀତି ସମ୍ପନକ ଲେ ଗଜପତି ମହାରାଜା । ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ…

ଆରପାରିରେ ଗୋଲଡ଼େନ୍ ବାବା : ଅନେକ ସମୟଧରି ଅସୁସ୍ଥ ଥିବା ଗୋଲଡ଼େନ୍ ବାବାଙ୍କ ଦେହାନ୍ତ , ଏମ୍ସରେ ଚାଲିଥିଲା ଚିକିତ୍ସା ।

ଆରପାରିରେ ଗୋଲଡ଼େନ୍ ବାବା । ଲମ୍ବା ସମୟଧରି ଅସୁସ୍ଥ ଥିବା ସୁଧୀର୍ କୁମାର ମକ୍କଡ଼ ତଥା ଗୋଲଡ଼େନ୍ ବାବାଙ୍କ ମଙ୍ଗଳବାର ରାତି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ତାଙ୍କର ଏମ୍ସରେ ଚିକିତ୍ସା ଚାଲିଥିଲା । ହରିଦ୍ୱାରର ଅନେକ ଆଖଡ଼ାଶାଳ ସହ ଜଡିତ ଥିବା ବାବାଙ୍କ ନାଁରେ ଅନେକ ଅପରାଧି ମାମଲା…