Daily Archives

June 26, 2020

ପାରଳାଖେମୁଣ୍ଡିରେ ୩ ଦିନିଆ ସଟ୍ ଡାଉନ । ଗୁମ୍ମା ଓ ଗୋଷାଣୀ ବ୍ଲକରେ ୨୮ରୁ ୩୦ ଯାଏଁ ସଟଡାଉନ୍, ଘରକୁ ଘର ବୁଲି…

କନକ ବ୍ୟୁରୋ: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର  ସଟଡାଉନ । ପାରଳାଖେମୁଣ୍ଡି ସହର ସମେତ ୨ଟି ବ୍ଲକ ଗୁମ୍ମା ଓ ଗୋଷାଣୀ ବ୍ଲକରେ ମଧ୍ୟ ୩ ଦିନିଆ  ସଟ ଡାଉନ୍ ଘୋଷଣା କରାଯାଇଛି ।କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଂଚାୟତକୁ ମଧ୍ୟ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ…

ସତର୍କ ନରହିଲେ ଭୁବନେଶ୍ୱରକୁ ଫେରିବ ଭୂତାଣୁ । ସଚେତନ ରହିବାକୁ ସରକାର ଦେଲେ ପରାମର୍ଶ, ସଂକ୍ରମଣ ନେଇ ସୂଚନା ଦେଉଛି…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ପାଇଁ ଚ୍ୟାଲେଞ୍ଜ, ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହା କହିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୧ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୧ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ... ଗଞ୍ଜାମରୁ ୪୩, ପୁରୀରୁ ୨୮, ଖୋର୍ଦ୍ଧାରୁ ୨୧, କନ୍ଧମାଳରୁ ୧୨, ଜଗତସିଂହପୁରରୁ ୭, ନବରଙ୍ଗପୁରରୁ ୬, କେନ୍ଦ୍ରାପଡ଼ାରୁ ୫ ଏବଂ ବାଲେଶ୍ୱର ଓ କଟକ ଜିଲ୍ଲାରୁ ୨…

ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ଆଗୁଆ ପ୍ରସ୍ତୁତି,ତ୍ୱରିତ ଉଦ୍ଧାର ଓ ପୁର୍ନଗଠନ ଉପରେ…

କନକ ବ୍ୟୁରୋ : ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଗୁଆ ପ୍ରସ୍ତୁତି,ତ୍ୱରିତ ଉଦ୍ଧାର ଓ ପୁର୍ନଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଯେ ବିଭିନ୍ନ ବିପର୍ଯ୍ୟୟ ଯୋଗୁ ଲୋକଙ୍କ ଉପରକୁ ଆସୁଥିବା ବିପଦକୁ କମ କରିବା ପାଇଁ ରାଜ୍ୟ ସରକାର…

ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଲକ୍ଷ୍ୟ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା…

କନକ ବ୍ୟୁରୋ : ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି, ପ୍ରତିଦିନ ୫ହଜାର ଟେଷ୍ଟ ପାଇ ଟାର୍ଗେଟ ରଖାଯାଇଛି । ଏସସିବି, ଆରଏମଆରସି, ଆଇଏଲଏସରେ ଅଧିକ ସଂଖ୍ୟକ ଟେଷ୍ଟ ହେବ । ସେହିପରି ୭ଟି ମେଡିକାଲ କଲେଜରେ ପ୍ରତିଦିନ ଦେଢ ଶହରୁ ୨ ଶହ ଟେଷ୍ଟ…

ଡିଜେଲ ଏବଂ ପେଟ୍ରୋଲ ପରେ ସୁନା ଦର ବୃଦ୍ଧି । କରୋନା ସଂକଟ ମଧ୍ୟରେ ଓଡିଶାରେ ୫୦ ହଜାର ଛୁଇଁଲା ସୁନା ଦର, ଷ୍ଟକ ବଜାର…

କନକ ବ୍ୟୁରୋ : ଉପରମୁହାଁ ସୁନାଦର । ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ବି ୨୪ କ୍ୟାରେଟ ସୁନାଦର ଛୁଇଁଛି ୫୦ ହଜାର । କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା…