Daily Archives

June 25, 2020

ବାତିଲ ହେଲା ସିବିଏସଇ ପରୀକ୍ଷା : ଦଶମ ଓ ଦ୍ୱାଦଶର ବାକି ଥିବା ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ସୂଚନା ଦେଲେ…

ସିବିଏସଇ ପରୀକ୍ଷା ବାତିଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଜୁଲାଇ ୧ ରୁ ୧୫ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ସଲିସିଟର ଜେନେରାଲ । ସେ କହିଛନ୍ତି,…

ଭୁବନେଶ୍ୱର ମହାନଗର ନିଗମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ : ହୋମ କ୍ୱାରେଂଟିନରୁ ୨୫ ଜଣ ଥିବା ବେଳେ ୧୩ ଜଣ ସ୍ଥାନୀୟ…

ଭୁବନେଶ୍ୱର ମହାନଗର ନିଗମରୁ ଆଉ ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଂଟିନରୁ ୨୫, ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି । ଜୟଦେବ ବିହାରରୁ ୫ ଜଣ,ମଂଚେଶ୍ୱରରୁ ୧୬ ଜଣ, ୟୁନିଟ ୮ ରୁ ୨ ଜଣ, ୟୁନିଟ ୬ ରୁ…

ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି : ବର୍ତ୍ତମାନ ପରିସ୍ଥିତିକୁ ଦେଖି ଯୁକ୍ତ ଦୁଇର ବାକି ପରୀକ୍ଷା ନେଇ…

କନକ ବ୍ୟୁରୋ : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷ ଜୁଲାଇରୁ ହେବାର ଥିଲା । ବର୍ତ୍ତମାନ ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଯାଇଛି । ଏଯାଏ ପରୀକ୍ଷା…

ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା ନିର୍ମାଣକୁ ବିରୋଧ କରି ୬ଟି ଗାଡି ଜାଳିଦେଲେ । ସୁକମା…

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କା କାଣ୍ଡ । ରାସ୍ତା କାମ ନିର୍ମାଣକୁ ବିରୋଧ କରି ସୁକୁମା ଜିଲ୍ଲା କୁକାନାର ଥାନା ଧନିକୋତା ଗାଁରେ ଯାନବାହନ ପୋଡ଼ିଲେ ମାଓବାଦୀ । ୬ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ମାଓବାଦୀ । ପୂର୍ବରୁ ମଧ୍ୟ ଅନେକ ଧର ରାସ୍ତା କାମକୁ ବିରୋଧ କରି…

ପାରାଦୀପରେ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଂଟରର ଶୁଭାରମ୍ଭ : ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ପାରାଦ୍ୱୀପରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଂଟର, ପିଏଡିସି ପ୍ରତିଷ୍ଠା ହୋଇଛି । ଏହାକୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧ…

ନକଲି ସଚ୍ଚିନ ତେନ୍ଦୁଲକରଙ୍କ ପରିବାର ଉପରେ ଦୁଃଖର ପାହାଡ଼ : କରୋନା କାଳରେ ହାତରୁ ଚାଲିଗଲା ଚାକିରୀ , କୋଭିଡ଼୍ କବଳରେ…

ଦେଶରେ ସଂକଟ ପରିସ୍ଥିତି ଉତ୍ପନ୍ନ କରାଇଥିବା କରୋନା ଅନେକ ଲୋକଙ୍କ ଜୀବନ ନେବା ସହ ଆର୍ଥୀକ ଅବସ୍ଥାକୁ ମଧ୍ୟ ଦୋହଲାଇଦେଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଚାକିରୀ ହରାଇ ଘରେ ହାତ ବାନ୍ଧି ବସିଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଷ୍ଟରବ୍ଲାଷ୍ଟର୍ ସଚ୍ଚିନ…