Daily Archives

June 22, 2020

ଦିନ ସାଢେ ୨ ଟାରେ ‘ରଥଯାତ୍ରା’ ପୁନଃବିଚାର ଆବେଦନର ଶୁଣାଣି: ପ୍ରଧାନବିଚାରପତି ଏସ.ଏ ବୋବଡେ, ଜଷ୍ଟିସ…

କନକ ବ୍ୟୁରୋ: ସାଢେ ୨ଟାରେ ରଥଯାତ୍ରା ଶୁଣାଣି । ଆଜି ଦିନ ସାଢେ ୨ଟାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପୁନଃବିଚାର ଆବେଦନର ଶୁଣାଇ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ତେବେ ତିନି ଜଣିଆ ଖଣ୍ଡପୀଠ ତଥା ପ୍ରଧାନବିଚାରପତି ଏସ.ଏ ବୋବଡେ, ଜଷ୍ଟିସ ବୋପନ୍ନା, ଜଷ୍ଟିସ ମାହେଶ୍ୱରୀ ପୁରୀ…

ରଥାଯାତ୍ରା ପାଇଁ ପୁରୀରେ ରୁଦ୍ଧଦ୍ୱାର ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପଳଙ୍କ ମଧ୍ୟରେ…

କନକ ବ୍ୟୁରୋ : ରଥ ଉପରେ ମହାବାହୁଙ୍କୁ ଦେଖିବାକୁ ସମସ୍ତେ ବ୍ୟଗ୍ର । ଆଉ ଏତିକି ବେଳେ ପୁରୀରେ ଆରମ୍ଭ ହେଲା ରୁଦ୍ଧ ଦ୍ୱାର ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପଳଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଛି । ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ସାମିଲ…

ବଡଦାଣ୍ଡରୁ ଉଠାଦୋକାନୀଙ୍କୁ ହଟିବାକୁ ନିର୍ଦ୍ଦେଶ: ଆଜି ଅପରାହ୍ଣ ୪ଟା ସୁଦ୍ଧା ବଡଦାଣ୍ଡର ଦୁଇ ପାଖ ଖାଲି କରିବାକୁ ପୁରୀ…

କନକ ବ୍ୟୁରୋ: ଅପରାହ୍ଣ ୪ଟା ସୁଦ୍ଧା ବଡଦାଣ୍ଡ ଖାଲି କରିବାକୁ ପ୍ରସାଶନର କଡା ନିର୍ଦ୍ଦେଶ । ସୁପ୍ରିମକୋର୍ଟର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ଶୁଣାଣି ଜାରି ରହିଥିବା ବେଳେ ଏପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରେ ବଡଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ଆଜି…

ପ୍ରଧାନ ବିଚାରପତି କରିବେ ‘ରଥଯାତ୍ରା’ ଶୁଣାଣି: ନାଗପୁର ସ୍ଥିତ ଘରେ ବସି ଭିଡିଓ କନଫରେନ୍ସିଂରେ ଶୁଣାଣି କରିବେ…

କନକ ବ୍ୟୁରୋ: ପୁରୀ ରଥଯାତ୍ରା ମାମଲାର ଶୁଶାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ.ବୋବଡେ କରିବେ। ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯେଉଁ ସମସ୍ତ ରିଭ୍ୟୁ ପିଟିସନ ଆଗତ ହୋଇଥିଲା ତାହାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ…

ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସହମତି: ସଲିସିଟର ଜେନେରାଲ କହିଲେ, ଘୋଷଯାତ୍ରା ଥରେ ବନ୍ଦ ହେଲେ…

କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନର ଶୁଶାଣି ଜାରି ରହିଛି । ଜଣିକିଆ ଖଣ୍ଡପୀଠ ଆଜି ଉଭୟ ପକ୍ଷର ଦଲିଲ ଶୁଣିବା ପରେ ପୁନର୍ବିଚାର ଆବେଦନର ଶୁଣାଣି ହେବ ନା ନାହିଁ ତାଉପରେ ନିଷ୍ପତି ନେଇଛନ୍ତି । ତେବେ ମହାପ୍ରଭୁଙ୍କ ରଥଯାତ୍ରାକୁ ଜଣିକିଆ ଖଣ୍ଡପୀଠରେ…

ଏପଟେ ସୁପ୍ରିମକୋର୍ଟରେ ଶୁଣାଣୀ ସେପଟେ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ: ସିଂହଦ୍ୱାର ପାଖକୁ ରଥ ଆଣିବାକୁ ୩ ବାଡରୁ ୩ ରଥ…

କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ତିନି ରଥରେ ବିଜେ ହେଲା ଆଜ୍ଞାମାଳ । ନିର୍ଧାରିତ ନିର୍ଘଂଟ ନୀତି ଅନୁସାରେ ତିନି ରଥରେ ସେବାୟତ ବିଜେ କରିଛନ୍ତି ଆଜ୍ଞାମାଳ । ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ…