Daily Archives

June 18, 2020

ତୀକ୍ଷ୍ଣକଣ୍ଟା ଲାଗିଥିବା ବାଡ଼ି ଏବଂ ମୁନିଆ ପଥରରେ ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ଡ୍ରାଗନ୍ ସେନା : ଚୀନ୍…

ଗଲବାନ୍ ଘାଟିରେ ଗୁଳି , ଲାଣ୍ଡମାଇନ୍ , ବିସ୍ଫୋଟକ କିଛି ଫୁଟିନଥିଲା ଖାଲି ପଥର ଏବଂ ବାଡ଼ି ଆଘାତରେ ଚାଲିଯାଇଥିଲା ୨୦ ଯବାନଙ୍କ ଜୀବନ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଡ଼ହଡ଼ହ ଖରା, ହାଡ଼ଭଙ୍ଗା ଶୀତ , ଆତଙ୍କବାଦୀଙ୍କ ଆଖିବୁଜା ଗୁଳିକୁ ସହ୍ୟ କରୁଥିବା ଯବାନ କ’ଣ ବାଡ଼ି ଆଘାତକୁ ସହ୍ୟ…

ଚଳିତବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଲୋକଙ୍କ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ । ଚଳିତ ବର୍ଷ ପୁୁରୀରେ ହେବନି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଙ୍କଟ କାଳରେ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ମହାମାରୀ ସମୟରେ ରତାଯାତ୍ରକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି…

ଆଗେ ଆଗେ ସହିଦ୍ , ପଛେ ପଛେ ଶତାଧିକ ଲୋକ : ସନ୍ତୋଷ ବାବୁଙ୍କ ଶେଷଦର୍ଶନ ପାଇଁ ଲୋକାରଣ୍ୟ ହେଲା ସୂର୍ଯ୍ୟାପେଟ୍ ସଡ଼କ ,…

ଆଗେ ଆଗେ ସହିଦ୍ , ପଛେ ପଛେ ଶତାଧିକ ଲୋକ । କୋହଭରା କଣ୍ଠରେ “ସନ୍ତୋଷ ବାବୁ ଅମର ରହେ” ର ନାରା । ତେଲେଙ୍ଗାନାର ସୂର୍ଯ୍ୟାପେଟ୍ ସଡ଼କରେ ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁଙ୍କ ଯାଉଛି ମରଶରୀର । ଭାରତ ଏବଂ ଚୀନ୍ ସଂଘର୍ଷରେ ସହିଦ୍ ହୋଇଛନ୍ତି କର୍ଣ୍ଣଲ୍ । ୧୬ ତମ ବିହାର ରେଜିମେଣ୍ଟ୍ ର…

ମହାନଦୀ ଗର୍ଭରେ ୫ଶହ ବର୍ଷ ପୁରୁଣା ମନ୍ଦିର ଠାବ ଘଟଣା : ପୁନରୁଦ୍ଧାର ଓ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି…

କନକ ବ୍ୟୁରୋ : ନୟାଗଡର ମହାନଦୀ ଗର୍ଭରେ ଠାବ ହୋଇଥିବା ୫ ଶହ ବର୍ଷ ତଳ ମନ୍ଦିରର ପୁନଃରୁଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରର ପୁନଃଉଦ୍ଧାର ସହ…

ଭାରତ-ଚୀନ୍ ସଂଘର୍ଷ ଭିତରେ ଭାରତ ସପକ୍ଷରେ ବାହାରିଲା ତାଇୱାନ୍ : ଚୀନର ଡ୍ରାଗନକୁ ଭାରତର ଭଗବାନ ଶ୍ରୀରାମଚନ୍ଦ୍ର ସଂହାର…

ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ସୋସିଆଲ୍ ମିଡିଆରେ ଜୋର୍ ଧରିଛି । ସୋସିଆଲ୍ ପ୍ଲାଟଫର୍ମରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର ଚୀନର ଡ୍ରାଗନକୁ ଧନୁତୀରରେ ମାରିବାର ଫଟୋ ଦର୍ଶାଯାଇଛି । ସୋସିଆଲ୍ ମିଡିଆରେ…

ରାଜ୍ୟରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ୱାରେଂଟିନ ସେଂଟରୁ ୧୪୬ ଚିହ୍ନଟ ହୋଇଥିବା ବେଳେ ୨୮ ସ୍ଥାନୀୟ ଲୋକ…

କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରେ ୧୪୬ ଜଣ ରହିଥିବା ବେଳେ ସ୍ଥାନୀୟ ଲୋକ ଅଛନ୍ତି ୨୮ ଜଣ । ଗଂଜାମର ସର୍ବାଧିକ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୩୪, ପୁରୀରୁ ୧୬, ଖୋଦ୍ଧ।ରୁ ୧୦, ଯାଜପୁରରୁ ୯…