Daily Archives

June 10, 2020

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୫୯ ଜଣ ହେଲେ ସୁସ୍ଥ

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ ଜଣ । ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮ ଜଣ, ବାଲେଶ୍ୱର, ଯାଜପୁର, ନୟାଗଡରୁ ୭ ଜଣ ଲେଖାଁଏ, ଭଦ୍ରକ,କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି । ସେହିପରି…

ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ୫,୦୦୦ ଟଙ୍କାର ଆର୍ଥିକ ସହାୟତା

କନକ ବ୍ୟୁରୋ :  ଶ୍ରୀମନ୍ଦିର ପରିଚାଳନା ସମିତି ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟତଃ ସେବାୟତମାନଙ୍କ କଲ୍ୟାଣ ନେଇ ଆଲୋଚନା ହୋଇଥିଲା। କୋଭିଡ୍ -୧୯…

କରୋନା ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ । ସୁରକ୍ଷା ସଂପର୍କୀତ ପ୍ରୋଟୋକଲ ନେଇ ନବୀନ କଲେ ଆଲୋଚନା…

କନକ ବ୍ୟୁରୋ : କରୋନା ଭାଇରସ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଆଗକୁ  ମୌସୁମୀ ଆସିବାକୁ…

ବଙ୍ଗୋପସାଗରରେ ଲଘୁଚାପ; ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ :  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁନ୍‌ ୧୦ ତାରିଖରୁ ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଓଡିଶା ସମେତ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ, ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷାର…

ରଥଯାତ୍ରା ପାଇଁ ମିଳୁଛି ସଂକେତ : ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ…

କନକ ବ୍ୟୁରୋ : ରଥଯାତ୍ରା ପାଇଁ ମିଳୁଛି ସଂକେତ । ଆଜି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଆଲୋଚନା ବେଳେ ସୃଙ୍ଖଳିତ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ଏହାସହ ରଥ ନିର୍ମାଣ…

ଜଗତସିଂହପୁରରେ ଆଜି ସର୍ବାଧିକ ୩୩ ଜଣ ପଜିଟିଭ ଚିହ୍ନଟ : ଜିଲ୍ଲାରେ ଶହେ ଟପିଲା ଆକ୍ରାନ୍ତ ସଂଖ୍ୟା; ମୋଟ ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୩୦କୁ ବୃଦ୍ଧି ହୋଇଛି । ଆଜି ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଆକ୍ରାନ୍ତ ସଂଖ।। ଦେଖିବାକୁ ମିଳିଛି । ଜଗତସିଂହପୁରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ମେ ୭ ତାରିଖରେ । ଆଜି ୩୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ…