ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୫୯ ଜଣ ହେଲେ ସୁସ୍ଥ

1,303

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ ଜଣ । ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮ ଜଣ, ବାଲେଶ୍ୱର, ଯାଜପୁର, ନୟାଗଡରୁ ୭ ଜଣ ଲେଖାଁଏ, ଭଦ୍ରକ,କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ ୪ ଜଣ,କେନ୍ଦୁଝରରୁ ୩ ଜଣ, କଟକରୁ ୨ ଜଣ ଆକ୍ରାନ୍ତ, ବୌଦ୍ଧ, କୋରାପୁଟରୁ ଜଣେ ଲେଖାଁଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ରାଜ୍ୟରେ ମୋଟ ୨୨ ଶହ ୮୨ ଜଣ ଆକ୍ରାନ୍ତ ଏଯାଏ ସୁସ୍ଥ ହେଲେଣି ।