Daily Archives

June 8, 2020

ମହାମାରୀ ମୁକାବିଲା ସମୟରେ କ’ଣ କରିଛି କଂଗ୍ରେସ ? ବିଜେପିର ଡିଜିଟାଲ ରାଲିରେ କଂଗ୍ରେସକୁ ଗୃହମନ୍ତ୍ରୀଙ୍କ ଟାର୍ଗେଟ୍ ।

କନକ ବ୍ୟୁରୋ : ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଡିଜିଟାଲ ରାଲି ଓଡିଶାର ଜନସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ଶାହା । ସେ କହିଥିଲେ, ଆଜି…

ଭର୍ଚୁଆଲ୍ ରାଲିରେ ଶାହାଙ୍କ ଉଦବୋଧନ । କହିଲେ, ସରକାରଙ୍କୁ ଦୁଃଖ ଦେଇଛି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା । ବିକଶିତ…

କନକ ବ୍ୟୁରୋ : ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକଙ୍କୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦି ସରକାର କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରରେ ନରେନ୍ଦ୍ର ମୋଦି…

ଚୀନ୍ ଖେଳୁଛି ସାଂଘାତିକ ଚାଲ। ଗୋଟିଏ ପଟେ ଆଲୋଚନା କରୁଛି, ଅନ୍ୟପଟେ ସୀମାରେ ଲଢୁଆ ହେଲିକପ୍ଟରର ଗତିବିଧି ବଢାଉଛି ।

ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ସ୍ଥିତି ଥିବା ବେଳେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଛି । ଆଲୋଚନା ପୂର୍ବରୁ ଚୀନ୍ ସେନା ୨ କିଲୋମିଟର ପଛକୁ ହଟିଥିଲେ ମଧ୍ୟ ଏବେ ପୁଣିଥରେ ନିଜର ଅସଲି ରୂପ ଦେଖାଇଛି । ପୂର୍ବ ଲଦାଖ ସୀମାର ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍…

୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ । ସ୍ୱର,ଲୟ ଓ ତାଳ ନେଇ ଆଲୋଚନା ଚାଲିଥିବା କହିଲେ ସୂଚନା ଓ…

କନକ ବ୍ୟୁରୋ: ୩  ମିନିଟ ଭିତରେ ରହିବ ବନ୍ଦେ ଉତ୍କଳ ଜନନୀ ସଂଗୀତ ।  ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ ଜଣାଇ ଦିଆଯିବ । ୯ ଟି ରାଜ୍ୟ ସଂଗୀତ ପ୍ରଚଳନ…

ଆସନ୍ତା ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଜୁନ୍ ୧୦ରୁ ପ୍ରବଳ…

କନକ ବ୍ୟୁରୋ: ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଆସିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଭିତରେ ମୌସୁମୀ ଓଡିଶା ଆସିପାରେ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟାରେ ଲଘୁଚାପରେ ପରିଣତ…

କେରଳ ହାତୀ ମୃତ୍ୟୁର ସତ କଣ ? କେନ୍ଦ୍ର ପରିବେଶ ମନ୍ତ୍ରୀ କହିଲେ, ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ଯାଇଛି ହାତୀର ଜୀବନ…

କନକ ବ୍ୟୁରୋ : କେରଳ ହାତୀ ମୃତ୍ୟୁର ସତ କଣ ? ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ବଡ ବୟାନ ଆସିଛି । ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି, ଗର୍ଭବତୀ ହାତୀ ମୃତ୍ୟୁ ଦୁର୍ଘଟଣା ବଶତଃ ହୋଇଥାଇପାରେ । ବାରୁଦ ଭର୍ତ୍ତି ସପୁରୀ ଖାଇ ହାତୀର ମୃତ୍ୟୁ ହୋଇଥିଲା । ତେବେ…