Daily Archives

June 8, 2020

ପୁଣି ଚର୍ଚ୍ଚାରେ ପାକିସ୍ତାନର ସରକାରୀ ଟିଭି ନ୍ୟୁଜଚ୍ୟାନେଲ୍ ପିଟିଭି ନ୍ୟୁଜ୍ : ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲରେ…

ଭାରତର ଅଭିନ୍ନ ଅଙ୍ଗ ହେଉଛି କାଶ୍ମୀର । କିନ୍ତୁ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଏହି କଥାକୁ ସ୍ୱୀକାର କରିପାରୁନାହିଁ ପାକିସ୍ତାନ । କାଶ୍ମୀରର କିଛି ଅଞ୍ଚଳ ଉପରେ ପାକିସ୍ତାନ ଏବେବି ନିଜର ସ୍ୱାମୀତ୍ୱ ଜାହିର କରୁଛି । ତେବେ ଏହି ଭିତରେ ପାକିସ୍ତାନର ସରକାରୀ ଟିଭି ନ୍ୟୁଜଚ୍ୟାନେଲ୍…

ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା: ମୁଖ୍ୟଶାସନ ସଚିବଙ୍କ ସମେତ ୪ ଜଣ ପକ୍ଷଭୁକ୍ତ;…

କନକ ବ୍ୟୁରୋ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ପୁରା ପ୍ରକ୍ରିୟାରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ହେବ କରୋନା ଟେଷ୍ଟ । ଥଣ୍ଡା, ଜ୍ୱର ଯୋଗୁଁ ଅସୁସ୍ଥ ଅଛନ୍ତି ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ହାଲକା ଜ୍ୱର ହେବା ସହ ଗଳା ସଂକ୍ରମିତ ହୋଇଛି । ଏବେ ତାଙ୍କର କରୋନା ପରୀକ୍ଷା କରାଯିବ । ସାମାନ୍ୟ ଜ୍ୱର ହେବା ପରେ ଗତକାଲିଠାରୁ ତାଙ୍କର ସମସ୍ତ ବୈଠକକୁ ରଦ୍ଦ କରିଦିଆଯାଇଛି ଓ ସେ କାହାକୁ ସାକ୍ଷାତ…

ଦୁର୍ବଳ ହେଉଛି ପଙ୍ଗପାଳର ଗତି: ଓଡିଶା ଆସିବେ କି ନାହିଁ ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ; ପଙ୍ଗପାଳ ଦଳର ଗତିବିଧି…

କନକ ବ୍ୟୁରୋ: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ ପଙ୍ଗପାଳ…

ଏଣିକି ବିନା ଛୁଆଁରେ ଉଠିବ ଟଙ୍କା ! ଏଟିଏମ ମେସିନକୁ ବିନା ସ୍ପର୍ଶ କରି ଉଠାଇ ହେବ ଟଙ୍କା । ଜାଣନ୍ତୁ କେମିତି…

କନକ ବ୍ୟୁରୋ: ଏଟିଏମ୍‌କୁ ସ୍ପର୍ଶ ନକରି ଟଙ୍କା ଉଠାଇବାର ବ୍ୟବସ୍ଥା ଖୁବ୍‌ଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ। ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍‌ ନାମକ ସଂସ୍ଥା ପକ୍ଷରୁ ସ୍ପର୍ଶବିହୀନ ଏଟିଏମ୍‌ର ଏକ ନମୁନା ବିକଶିତ କରାଯାଇଛି। ବ୍ୟାଙ୍କର ମୋବାଇଲ୍‌ ଆପ୍‌କୁ ବ୍ୟବହାର କରି…

କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ : ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଲେ ୭୦ ବର୍ଷିୟ…

କନକ ବ୍ୟୁରୋ : ଜଣେ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବାପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର…