Browsing Category

ସ୍ପେଶାଲ୍ ରିପୋର୍ଟ

ଯେବେ ସ୍ତ୍ରୀ ହୋଇଯାଏ ଅସୁନ୍ଦରୀ ! ଜଣେ କଲେଜ୍ କୁଇନଙ୍କ କରୁଣ କାହାଣୀ . . .

ଏହା ଏମିତି ଏକ ସତ କାହାଣୀ, ଯାହା ଆପଣଙ୍କୁ ଜୀବନ ବିଷୟରେ ଥରେ ଭାବିବାକୁ ବାଧ୍ୟ କରିବ । ଏ କରୁଣ କାହାଣୀ ଜଣେ କଲେଜ୍ କୁଇନଙ୍କର । ଯାହାଙ୍କ ସୁନ୍ଦର ଜୀବନ ଏବେ ବିବର୍ଣ୍ଣ ହୋଇ ପଡିଛି । ଯେଉଁଠି ରୋଗ ଛିଣ୍ଡାଇ ଦେଇଛି ସଂପର୍କର ଗଣ୍ଠିକୁ । ଯେଉଁଠି ସ୍ତ୍ରୀ ରୋଗୀଣା ହୋଇପଡିବା ପରେ…
Read More...

ସହରୀ ଚିକିତ୍ସା ଉପରୁ ତୁଟିଲା ଆସ୍ଥା : ଅସୁସ୍ଥ ଛୁଆଙ୍କୁ ଧରି ମୃତ୍ୟୁ ରାଇଜକୁ ଫେରିଗଲେ ନଗଡା ବାସୀ

ଯାଜପୁର, କନକ ନ୍ୟୁଜ୍ : ସହରୀ ଚିକିତ୍ସାକୁ ବିଶ୍ୱାସ କରି ପାରିଲାନି ପାହାଡି ମଣିଷ । ସରକାରଙ୍କ ଅହେତୁକ ଅନୁକମ୍ପା, ଯତ୍ନ ଓ ଚିକିତ୍ସାକୁ ଫୁ କରି ପିଲାଙ୍କୁ ନେଇ ପରିବାର ଲୋକେ ଫେରିଗଲେ ନିଜ ଇଲାକାକୁ । ଯାଜପୁର ଜିଲ୍ଲା ନଗଡାର ୧୯ ପିଲା ମରିଯିବା ପରେ ୨୨ ପିଲାଙ୍କୁ ଗାଁରୁ ଉଦ୍ଧାର କରି…
Read More...

ଭାଇରାଲ୍ ସତ : ପକେଟରୁ ଟଙ୍କାଏ ଯିବନି ହେଲେ ଆପଣ ପାଇବେ ଇନସୁରାନ୍ସ ଟଙ୍କା

ଟଙ୍କା ବଦଳରେ ଅଧିକାଂଶ ଲୋକଙ୍କ ପକେଟରେ ରହୁଛି ଏଟିଏମ କାର୍ଡ । ସମସ୍ତ ପ୍ରକାର ଅର୍ଥ ଦେଣନେଣ କାରବାରରେ ହେଉଛି ସହାୟକ । କିନ୍ତୁ ଏହି ଏଟିଏମ କାର୍ଡରେ ଗ୍ରାହକର ପାଇପାରିବେ ୫ଲକ୍ଷ ଟଙ୍କା ଯାଏଁ ବୀମାରାଶି । କିନ୍ତୁ ଏବିଷୟରେ ବହୁ ଏଟିଏମ ବ୍ୟବହାରକାରୀ ଅଜ୍ଞ । ଅନ୍ଲାଇନ ସପିଂ ହେଉ ଅବା…
Read More...

ଅନଲାଇନ ମାର୍କେଟର ସାହୁ ସୌଦାଗର ! ଏନ୍ଆଇଟିର ଓଡିଆ ଛାତ୍ରଙ୍କ କମାଲ୍

ଏନ୍ଆଇଟି ଛାତ୍ରଙ୍କ କମାଲþ । ପାଠପଢା ସରିନି । ହେଲେ ଦେଶର ଜଣାଶୁଣା ଇ କମର୍ସ ସାଇଟ ଏବେ ତାଙ୍କ ସହ ଅନୁବନ୍ଧିତ । ଏହି ଦୁଇ ଓଡିଆ ଛାତ୍ର ହେଲେ ଖୋର୍ଦ୍ଧାର ଅଭିଜିତ ସାହୁ ଓ କଟକର ସାରଦା ପ୍ରସାଦ ସାହୁ। ଉଭୟେ ଏନ୍ଆଇଟି କଂପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂର ପ୍ରଥମ ବର୍ଷର ଛାତ୍ର । ତେବେ…
Read More...

ଅସୀମ ଆକାଶରୁ ପୁଅକୁ ଫେରାଇ ଆଣିବାକୁ ପ୍ରାର୍ଥନା

ବାୟୁସେନାର ନିଖୋଜ ବିମାନକୁ ଖୋଜିବାକୁ ଚାଲିଛି ଜୋର୍ଦାର ଅପରେସନ୍ । ହେଲେ ଏ ଯାଏଁ ପତା ମିଳୁନି ଏଏନ୍-୩୨ର । ବଙ୍ଗୋପସାଗରରେ ପଇଁତରା ମାରି ତନ୍ନ ତନ୍ନ କରି ଖୋଜୁଛି ମିଳିତ ଟିମ୍ । ଏପରିକି ନିଜେ ପ୍ରତିରକ୍ଷା ମନ୍ତ୍ରୀ ଆକାଶମାର୍ଗରେ ଘୁରି ବୁଲୁଛନ୍ତି । ହେଲେ କୁଆଡେ ଗଲେ ୨୫ ଯାତ୍ରୀଙ୍କ…
Read More...

ବାପା ହୀରା ବ୍ୟବସାୟୀ : ପୁଅ ହୋଟେଲ ବୟ

ବାପା କୋଟିପତି, ପୁଅ ହୋଟେଲ ବୟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ ହେଲେ କାହାଣୀଟି ସତ । ଗୁଜୁରାଟର ହୀରା ବ୍ୟବସାୟୀ ସାବଜୀ ଢ଼ୋଲାକିଆଙ୍କ ୨୧ ବର୍ଷିୟ ପୁଅ ଦ୍ରଭ୍ୟ ଢ଼ୋଲାକିଆ କେରଳର ଏକ ହୋଟଲରେ ଟେବୁଲ ସଫା କରୁଛନ୍ତି । କେବଳ ସେତିକି ନୁହେଁ, କେତେବେଳେ ଜୋତା ଦୋକାନରେ ତ ଆଉ କେତେବେଳେ…
Read More...

ମା’କୁ ଖୋଜୁଛି ମୁକେଶ ! କନ୍ଧମାଳ କରୁଣ କାହାଣୀର କୁନି ଚରିତ୍ର . . .

ଶୁଦ୍ଧିକ୍ରିୟାର ସମୟ ଗଡିଯାଇଛି । ସରକାରଙ୍କ ତଦନ୍ତ ଚାଲିଛି । ବାଲିଗୁଡାରେ ପହଂଚି ଚାରିଜଣ ବଡବାବୁ ଆଙ୍କିଲେଣି ବିକାଶର ନକ୍ସା । ଗଣମାଧ୍ୟମରେ ମଧ୍ୟ ହୋହଲ୍ଲା ଟିକେ କମିଗଲାଣି । ହେଲେ ଗୁମୁଡୁମାହା କିନ୍ତୁ କହିବା ବନ୍ଦ କରିନି ତାର କରୁଣ କାହାଣୀ । କାରଣ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫…
Read More...

୨୦ ବର୍ଷରେ ଚାଟାର୍ଡ ଆକାଉଂଟାଂଟ୍ : ଓଡିଆ ଝିଅ ରେଗାଙ୍କ କମାଲ

କନକ ବ୍ୟୁରୋ : ମାତ୍ର ୨୦ ବର୍ଷ ବୟସରେ ଓଡିଆ ଝିଅ ରେଗା ଆରଭି ଦାସ ସର୍ବକନିଷ୍ଠ ଚାଟାର୍ଡ ଆକାଉଂଟାଂଟ୍ ଭାବରେ ଗୈାରବ ଅର୍ଜନ କରିଛନ୍ତି । ଏତେ କମ ବୟସରେ ପ୍ରଥମଥର ପରୀକ୍ଷା ଦେଇ ରେଗା ଏକାବେଳେ ବି.କମ୍ ସହିତ ଚାଟାର୍ଡ ଆକାଉଂଟାଂଟ୍ ଡିଗ୍ରୀ ହାସଲ କରିଛନ୍ତି । ସେ ମୁମ୍ବାଇର ଆର.ଏ.ପୋଦାର…
Read More...

“ଅନବରତ ଚେଷ୍ଟା ହିଁ ସତ୍ୟବାମାସାଟ୍” – ଇଂଜିନିୟରିଂ ବିଦ୍ୟାର୍ଥୀମାନେ ଗଢିଲେ ଉପଗ୍ରହ

କନକ ବ୍ୟୁରୋ : ଶେଷରେ ସଫଳ ହେଲା ଦୀର୍ଘ ଦିନର ଚେଷ୍ଟା ଓ ପରିଶ୍ରମ । ବର୍ତମାନ ସେମାନଙ୍କ ତିଆରି ଉପଗ୍ରହ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛି । ଏହି କାହାଣୀ ହେଉଛି କିଛି ଛାତ୍ରଛାତ୍ରୀଙ୍କର । ଯେଉଁମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି ଉପଗ୍ରହ ସତ୍ୟବାମାସାଟ୍ ବା ଏସବି ସାଟ୍ । ଜୁନ୍ ୨୨ରେ…
Read More...

ଦୁଇଟି ମାଆର କାହାଣୀ : ଜଣେ ନୂଆ ଜୀବନ ଦେଇଛି ଆଉ ଜଣେ ଜୀବନ ନେଇଛି

ନୂଆପଡାରେ ନିଜ ତିନି ପିଲାଙ୍କୁ ମାରିଦେଲା ମାଆ । କିଛିଦିନ ତଳେ ସମ୍ବଲପୁର ଜିଲ୍ଲାରୁ ଆସିଥିଲା ସମାନ ଖବର। ଭୁବନେଶ୍ୱରରେ ମଧ୍ୟ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଉଦ୍ୟମ କରିଥିଲା ମାଆ। କେଉଁଠି ପାରିବାରିକ କଳହ ପୁଣି କେଉଁଠି ନିଜ ଇଜ୍ଜତର ପରିଚୟ ବଂଚାଇବାକୁ ମାଆ ଏଭଳି ପଦକ୍ଷେପ ନେଉଛି।…
Read More...