Browsing Category

ସ୍ପେଶାଲ୍ ରିପୋର୍ଟ

୨୦ ବର୍ଷରେ ଚାଟାର୍ଡ ଆକାଉଂଟାଂଟ୍ : ଓଡିଆ ଝିଅ ରେଗାଙ୍କ କମାଲ

କନକ ବ୍ୟୁରୋ : ମାତ୍ର ୨୦ ବର୍ଷ ବୟସରେ ଓଡିଆ ଝିଅ ରେଗା ଆରଭି ଦାସ ସର୍ବକନିଷ୍ଠ ଚାଟାର୍ଡ ଆକାଉଂଟାଂଟ୍ ଭାବରେ ଗୈାରବ ଅର୍ଜନ କରିଛନ୍ତି । ଏତେ କମ ବୟସରେ ପ୍ରଥମଥର ପରୀକ୍ଷା ଦେଇ ରେଗା ଏକାବେଳେ ବି.କମ୍ ସହିତ ଚାଟାର୍ଡ ଆକାଉଂଟାଂଟ୍ ଡିଗ୍ରୀ ହାସଲ କରିଛନ୍ତି । ସେ ମୁମ୍ବାଇର ଆର.ଏ.ପୋଦାର…
Read More...

“ଅନବରତ ଚେଷ୍ଟା ହିଁ ସତ୍ୟବାମାସାଟ୍” – ଇଂଜିନିୟରିଂ ବିଦ୍ୟାର୍ଥୀମାନେ ଗଢିଲେ ଉପଗ୍ରହ

କନକ ବ୍ୟୁରୋ : ଶେଷରେ ସଫଳ ହେଲା ଦୀର୍ଘ ଦିନର ଚେଷ୍ଟା ଓ ପରିଶ୍ରମ । ବର୍ତମାନ ସେମାନଙ୍କ ତିଆରି ଉପଗ୍ରହ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛି । ଏହି କାହାଣୀ ହେଉଛି କିଛି ଛାତ୍ରଛାତ୍ରୀଙ୍କର । ଯେଉଁମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି ଉପଗ୍ରହ ସତ୍ୟବାମାସାଟ୍ ବା ଏସବି ସାଟ୍ । ଜୁନ୍ ୨୨ରେ…
Read More...

ଦୁଇଟି ମାଆର କାହାଣୀ : ଜଣେ ନୂଆ ଜୀବନ ଦେଇଛି ଆଉ ଜଣେ ଜୀବନ ନେଇଛି

ନୂଆପଡାରେ ନିଜ ତିନି ପିଲାଙ୍କୁ ମାରିଦେଲା ମାଆ । କିଛିଦିନ ତଳେ ସମ୍ବଲପୁର ଜିଲ୍ଲାରୁ ଆସିଥିଲା ସମାନ ଖବର। ଭୁବନେଶ୍ୱରରେ ମଧ୍ୟ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଉଦ୍ୟମ କରିଥିଲା ମାଆ। କେଉଁଠି ପାରିବାରିକ କଳହ ପୁଣି କେଉଁଠି ନିଜ ଇଜ୍ଜତର ପରିଚୟ ବଂଚାଇବାକୁ ମାଆ ଏଭଳି ପଦକ୍ଷେପ ନେଉଛି।…
Read More...

ମାଲକାନଗିରି ଜିଲ୍ଲାରେ ବେଘର ସହିଦ ପରିବାର : ୮ ବର୍ଷ ପରେ ବି ସହିଦ ଥଇଥାନ ନୀତି ଆଧାରରେ ମିଳିନି ସହାୟତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ତେଲେରାଇରେ ମାଓବାଦୀଙ୍କ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇ ଥିଲେ ୧୭ ଜଣ ଏସ.ଓ.ଜି ଯବାନ । ପ୍ରତି ବର୍ଷ ସହିଦ ସ୍ତମ୍ଭରେ ଫୁଲମାଳ ପକାଇ ସହିଦ ମାନଙ୍କୁ ଶ୍ରଦ୍ଧାଂଜଳି ଦେଇ ନିଜ ଦାୟିତ୍ୱ ତୁଲାଇ ଆସୁଛି ମାଲକାନଗିରି ପୁଲିସ । ତେବେ…
Read More...

ଆଶୀର୍ବାଦଙ୍କ ପାଇଁ ଅଭିଶାପ ହେଲା ଲୋଧା କମିଟି ରିପୋର୍ଟ

କନକ ବ୍ୟୁରୋ : ଲୋଧା କମିଟିର ଛାଟ । ଆର୍ଶୀବାଦଙ୍କ ପାଇଁ ହେଲା ଅଭିଶାପ । ବିଦା ହେବେ ଓସିଏ ମଙ୍ଗୁଆଳ। ଦୀର୍ଘ ୧୬ ବର୍ଷ ରାଜୁତିର ଅନ୍ତ ଘଟିବ । ଗୋଟିଏ ଯୁଗର ଘଟିବ ଅବସାନ । ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦେଖିବ ନୂଆ ମଙ୍ଗୁଆଳ । ନିର୍ବାଚନ ପରେ ନିର୍ବାଚନ ହେଉଥିଲା ହେଲେ ନିଜ ଆସନରେ ଫେବିକଲ୍…
Read More...

ଗରିବ ଓଡିଶାର ଆଉ ଏକ ଚିତ୍ର : ସରକାରଙ୍କ ଯୋଜନାର ଲାଭ ଲୋକେ ପାଉଛନ୍ତି ତ ?

ଅନୁନ୍ନତ ଅଂଚଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାରଙ୍କ କେତେ କ’ଣ ଯୋଜନା। ହେଲେ ଏସବୁ ଯୋଜନାର ଲାଭ ଲୋକେ ପାଉଛନ୍ତି ତ ? ଏଭଳି ପ୍ରଶ୍ନ ମନକୁ ଆସୁଛି ମାଲକାନଗିରିର ବାସ୍ତବ ଚିତ୍ର ଦେଖିବା ପରେ । ଗୋଟିଏରେ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହାହୋଇ ଯାଉଛନ୍ତି ରୋଗୀ ।…
Read More...

ମରଣଯନ୍ତାରେ ନଗଡା ଶିଶୁ : ସେପାଖରେ ମୃତ୍ୟୁ, ଏପାଖରେ ପ୍ରଶାସନ

ମାଟିତଳେ ରତ୍ନର ଭଣ୍ଡାର । ମାଟି ଉପରେ ଭୋକର ଭୂଗୋଳ। ଦୂରରେ ଝାପସା ଝାପସା ଦିଶେ ଆଦିବାସୀର ଗାଁ। ପାଖକୁ ଗଲେ ଠିକ୍ ପଢିହୁଏ ଭୋକର ଭାଷା। ଆଖି ଯୁଆଡେ ବୁଲାଇବେ କେବଳ ଦୁର୍ଦ୍ଦିନର ଚିତ୍ର । ରାଜ୍ୟ ସରକାରଙ୍କ ମାନଚିତ୍ରରେ ନିଖୋଜ ହୋଇ ପଡିଥିବା ଏ ଇଲାକା ଏବେ ନିଜ ଦୁର୍ଦ୍ଦଶା ପାଇଁ…
Read More...

ରିଓ ସ୍ୱପ୍ନ – ପାଦେ ତୁମର ପାଦେ ଓଡିଶାର

୫ ଅଗଷ୍ଟରୁ ୨୧ ଅଗଷ୍ଟ । ରିଓରେ କ୍ରୀଡା ଜଗତ ଦେଖିବ ବିଶ୍ୱର ସବୁଠାରୁ ବଡ ଇଭେଂଟ । ୨୮ଟି ବିଭାଗରେ ୩୦୬ଟି ଇଭେଂଟ । ୨୦୦ରୁ ଅଧିକ ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍ । ୩୦୬ ସେଟରେ ମେଡାଲ ପାଇଁ ହେବ ପ୍ରତିଯୋଗୀତା । ମୈଦାନକୁ ଓହ୍ଲାଇବେ ସାରା ବିଶ୍ୱର ଶ୍ରେଷ୍ଠ ଖେଳାଳି । ସବୁଠାରୁ ବଡ…
Read More...

କନ୍ଧମାଳରୁ ଯାଜପୁର : ଦୁଇଟି ରାସ୍ତା ଗୋଟିଏ କାହାଣୀ

କନକ ବ୍ୟୁରୋ : କନ୍ଧମାଳର ଗୁମୁଡୁମାହା ଓ ଯାଜପୁରର ନଗଡା । ଦୁଇଟି ରାସ୍ତା, ଗୋଟିଏ କାହାଣୀ । ଗୋଟିଏ ଅଂଚଳ ଗୁଳିକାଣ୍ଡ ପରେ ଚର୍ଚ୍ଚାକୁ ଆସିଛି ଆଉ ଅନ୍ୟଟି, ଶିଶୁ ମୃତ୍ୟୁ ପାଇଁ । ହେଲେ ଏହି ଦୁଇଟି ଗାଁ ପଛରେ ରହିଛି ଗୋଟିଏ କାହାଣୀ । କାରଣ ଗାଁକୁ ରାସ୍ତା ନାହିଁ, ପଡିଛି ମୃତ୍ୟୁର ସେତୁ ।…
Read More...

ରହସ୍ୟରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ! ହେବ କି ସାର୍ବଜନୀନ ?

ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ମହଣମହଣ ସୁନାରେ ସଜେଇ ହୋଇ ମହାପ୍ରଭୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ । ତେବେ ବାହୁଡ଼ା ପରଦିନ ରଥ ଉପରେ କାହିଁକି ହୁଏ ସୁନାବେଶ । ଶ୍ରୀଜଗନ୍ନାଥ ଗବେଷକଙ୍କ ପାଖରେ ଏହାକୁ ନେଇ ପୋଥିଭର୍ତି କିମ୍ବଦନ୍ତୀ । ଇତିହାସରେ ବି ଲେଖା ହୋଇଛି ଅନେକ କଥା ।…
Read More...