Browsing Category

ସ୍ପେଶାଲ୍ ରିପୋର୍ଟ

ଅଲ୍ ଦି ବେଷ୍ଟ ଶ୍ରାବଣୀ : ରାତି ପାହିଲେ ରିଓରେ ଟ୍ରାକକୁ ଓହ୍ଲାଇବେ ଦୌଡରାଣୀ ଶ୍ରାବଣୀ

ରିଓ ଟ୍ରାକରେ ଦୌଡିବେ କନ୍ଧମାଳର ଦୌଡରାଣୀ। ବିଶ୍ୱର ଶ୍ରେଷ୍ଠ ଦୌଡାଳିଙ୍କ ସହ ଭାଗ୍ୟ ପରୀକ୍ଷା କରିବେ ଓଡିଆ ସ୍ପ୍ରିଂଟର ଶ୍ରାବଣୀ ନନ୍ଦ। ଅଲିମ୍ପିକ୍ସର ୨ ଶହ ମିଟର ରେସରେ ଓଡିଆ ଝିଅଙ୍କ ଅଗ୍ନିପରୀକ୍ଷା। ଏଥିପାଇଁ ଶ୍ରାବଣୀଙ୍କୁ ଶୁଭେଚ୍ଛା ଜଣାଇଛି ସାରା ଓଡିଶା। ଶ୍ରାବଣୀଙ୍କ ଘରେ ବି…
Read More...

ସାହାସୀ ଶର୍ମିଷ୍ଠା : ଖୋଲିଲେ ଅଶ୍ଳୀଳ ମେସେଜ ପଠାଉଥିବା ଯୁବକଙ୍କ ଗୁମର

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଖୋଲିଛନ୍ତି ତାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିବା ଜଣେ ଯୁବକଙ୍କ ଗୁମର । ଏହି ଯୁବକ ଜଣକ ଶର୍ମିଷ୍ଠାଙ୍କୁ ଫେସବୁକ ଜରିଆରେ ଅଶ୍ଲୀଳ ମେସେଜ ପଠାଇଥିଲେ ଯାହାକୁ ଏବେ ସର୍ବସାଧାରଣରେ ଶର୍ମିଷ୍ଠା ପ୍ରକାଶ କରିଛନ୍ତି । ପାର୍ଥ ମଣ୍ଡଳ…
Read More...

ଫ୍ୟାନ୍ ବଏରୁ ଗୋଲ୍ଡ ବଏ : ରିଓ ୨୦୧୬ରେ ବଡ ଉଲଟଫେର୍

ଫ୍ୟାନ ବଏରୁ ଚାମ୍ପିୟନ । ଯାହାଙ୍କୁ ଆଦର୍ଶ ମାନୁଥିଲେ ତାଙ୍କୁ ମାତ୍ ଦେଇ ଜିତିଲେ ଗୋଲଡ ମେଡାଲ । ତା’ପୁଣି ରେକର୍ଡ ଟାଇମରେ । ସୋସିଆଲ ମିଡିଆରୁ ସିଙ୍ଗାପୁର ସବୁଠି ଏହି ଚାମ୍ପଙ୍କୁ ନେଇ ଏବେ ଜବରଦସ୍ତ ଚର୍ଚ୍ଚା । ଅଲିମ୍ପିକ୍ସରେ ରେକର୍ଡ ପରେ ରେକର୍ଡ କରୁଥିବା ସ୍ୱିମର୍ ମାଇକେଲ…
Read More...

ହାରି ବି ହୃଦୟ ଜିତିଲେ ଦୂତି

ରିଓ ଅଲିମ୍ପିକ୍ସରେ ଫେଲ୍ ମାରିଲେ ଦୂତି ଚାନ୍ଦ । ଶହେ ମିଟର ଦୌଡରେ ଭାରତର ଏହି ସ୍ପ୍ରିଣ୍ଟରଙ୍କୁ ମିଳିଲା ସପ୍ତମ ସ୍ଥାନ । ତେବେ ହାରି ବି ଦେଶ ପାଇଁ ଗୌରବ ଆଣିଛନ୍ତି ଏହି ଓଡିଆ ଝିଅ । ୩୬ ବର୍ଷ ପରେ ଅଲିମ୍ପିକ୍ସ ଶହେ ମିଟର ଟ୍ରାକରେ ପାଦ ପଡିଛି ଭାରତର । ସେପଟେ ପ୍ରତିଶ୍ରୁତି ମୁତାବକ…
Read More...

ମେଧାବୀଙ୍କ ଅଭାବୀ କାହାଣୀ ! କେମିତି ଅଛନ୍ତି କଟକ ଜିଲ୍ଲାର କମର୍ସ ଟପ୍ପର

ଆଗକୁ ଚାହିଁଲେ ହାତ ଠାରି ଡାକୁଛି ସୁନେଲୀ ସ୍ୱପ୍ନ । ଆଉ ପଛକୁ ଫେରି ଚାହିଁଲେ ହତାଶରେ ପୋଡି ଯାଉଛି ମନ । ଏହି କାହାଣୀ ହେଉଛି ୨୦୧୬ ଯୁକ୍ତ ଦୁଇ ବାଣିଜ୍ୟରେ କଟକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମେଧାବୀ ଛାତ୍ରୀ ଯୋଗମାୟା ରାଉତଙ୍କର । ଯୋଗମାୟାଙ୍କ ସ୍ୱପ୍ନ ଆଗକୁ ପାଠ ପଢିବା…
Read More...

ମେଘକୁ ଛୁଇଁଥିବା ମଧୁ : ପ୍ରଥମ ଓଡିଆ ମହିଳା ଫ୍ଲାଇଟ୍ କମାଣ୍ଡର

କନକ ବ୍ୟୁରୋ : ଜଣେ ଓଡ଼ିଆ ଝିଅ ସଫଳତାର ସିଡି ପରେ ସିଡି ଚଢି ଚାଲିଛନ୍ତି । ନିଜ ଉଦ୍ୟମ ବଳରେ ସେ ଛୁଇଁପାରିଛନ୍ତି ମେଘକୁ । ଏହି ଓଡ଼ିଆ ଝିଅ ହେଉଛନ୍ତି କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ । କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଫ୍ଲାଇଟ୍ କମାଣ୍ଡର । ୨୦୧୫ରୁ…
Read More...

ବାରବାଟୀକୁ ବୋତଲ ଭୟ : ମ୍ୟାଚର ୫ ମାସ ଆଗରୁ ଓସିଏର ସୁରକ୍ଷା ବନ୍ଦୋବସ୍ତ

ମ୍ୟାଚକୁ ବାକି ୫ ମାସ, ହେଲେ ଓସିଏ ଆଖିରେ ନିଦ ନାହିଁ । ବାରବାଟୀରେ ଦିନିକିଆ ମ୍ୟାଚ କରିବା ନେଇ ଚିନ୍ତା । ବୋତଲ ମାଡ ଘଟଣା ପରେ ସବୁଆଡୁ ନିନ୍ଦିତ ହୋଇଛି ଓସିଏ । ଏବେ ପୁଣି ଜାନୁଆରୀ ୧୯ରେ ଇଂଲଣ୍ଡ ସହ ଏକ ଦିନିକିଆ ମ୍ୟାଚ ହେବା ପରେ ଭାବମୂର୍ତି ସୁଧାରିବାକୁ ଉଦ୍ୟମ କରୁଛି ଓଡିଶା…
Read More...

ରିଲ୍ ଓ ରିୟଲ – ଫ୍ଲପ୍ ମାରିଲା ବୁଦ୍ଧିଆ ସିଂ

କନକ ବ୍ୟୁରୋ : ଓଡିଶାରେ ରଚାଗଲା ଅପହରଣର ନାଟକ । ପ୍ରଯୋଜନା ସଂସ୍ଥା କଲା ଧୁମଧଡାକା ପ୍ରମୋସନ୍ । କେତେବେଳେ ମୁମ୍ବାଇ ତ କେତେବେଳେ ଦିଲ୍ଲୀ । କେତେବେଳେ ଇଂରାଜୀ ଚ୍ୟାନେଲ୍ ତ କେତେବେଳେ ହିନ୍ଦି ଚ୍ୟାନେଲର ହେଡଲାଇନ୍ ପାଲଟି ଯାଇଥିଲା ଫିଲ୍ମ । ହେଲେ ବକ୍ସ ଅଫିସରେ ଫେଲ ମାରିଲା ବୁଦ୍ଧିଆ…
Read More...

ଦୂତିଙ୍କ ଆଖିରେ ନିଦ ନାହିଁ : ରାତି ପାହିଲେ ଅଗ୍ନିପରୀକ୍ଷା

ରିଓ ଟ୍ରାକରେ ଦୌଡିବେ ଓଡିଆ ଝିଅ । କାଲି ଅଲିମ୍ପିକ୍ସରେ ରହିଛି ଦୂତି ଚାନ୍ଦଙ୍କ ଇଭେଂଟ । ଶହେ ମିଟର ଦୌଡରେ ହେବ ଅସଲ ପରୀକ୍ଷା । ଦୂତିଙ୍କ ପାଇଁ ଅନାଇ ରହିଛି ସାରା ଓଡିଶା । ଲକ୍ଷ ଲକ୍ଷ ପ୍ରଶଂସକ ଦୂତିଙ୍କ ସଫଳତା କାମନା କରିଛନ୍ତି । ଖାଲି ଓଡିଶା କାହିଁକି ସାରା ଭାରତକୁ ଦୂତିଙ୍କ…
Read More...

ଦମ୍ପତିଙ୍କ ଛାଡ଼ପତ୍ର ନେଇ ଆସିଲା ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କନକ ବ୍ୟୁରୋ : ଦମ୍ପତିଙ୍କ ଛାଡ଼ପତ୍ର ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡ଼ପତ୍ର ପାଇଁ ଆବେଦନ କରୁଥିବା ଦମ୍ପତିକୁ କୋର୍ଟ ପଚାରି ପାରିବେନି କାରଣ । ଆପଶବୁଝାମଣାରେ ଛାଡ଼ପତ୍ର ଏକ ବ୍ୟକ୍ତିଗତ ବ୍ୟାପାର । ଏହା କୋର୍ଟଙ୍କ ବ୍ୟାପାର ହୋଇନଥିବାରୁ କାରଣ ପଚାରି ପାରିବେ ନାହିଁ…
Read More...