Browsing Category

ସ୍ପେଶାଲ୍ ରିପୋର୍ଟ

ଲାଲଗଡରେ ଗୋଲାପି ମୋଡ : ମାଓ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜନ କଲା ଛତିଶଗଡ ବସ୍ତର ପୁଲିସ୍

କନକ ବ୍ୟୁରୋ : ଲାଲଗଡରେ ଗୋଲାପି ମୋଡ । ହିଂସା ଛାଡି ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓ ପ୍ରେମୀ ଯୁଗଳ। ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ମାଓ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜନ କଲା ଖୋଦ୍ ଛତିଶଗଡ ବସ୍ତର ପୁଲିସ୍ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଛତିଶଗଡ ବସ୍ତର ଜିଲ୍ଲାରେ । ଗୁଳି…
Read More...

ରିଓରେ କମାଲ କଲେ ଦୀପା କର୍ମାକର

ରିଓରେ କମାଲ କରିଛନ୍ତି ଜିମନାଷ୍ଟ ଦୀପା କର୍ମାକର । ପ୍ରଥମ ଭାରତୀୟ ଭାବେ ଜିମନାଷ୍ଟିକର ବ୍ୟକ୍ତିଗତ ଭଲ୍ଟ ଇଭେଂଟରେ ଫାଇନାଲକୁ ଯାଇଛନ୍ତି । ଦୀପାଙ୍କର ଏହା ପ୍ରଥମ ଅଲିମ୍ପିକ ପ୍ରତିଯୋଗୀତା । ତ୍ରିପୁରାର ଏହି ଝିଅ ଅଗଷ୍ଟ ୧୪ରେ ଫାଇନାଲ ମେଡାଲ ପାଇଁ ରିଓ ମଇଦାନକୁ ଓହ୍ଲାଇବେ। ଫାଇନାଲ…
Read More...

ଆଜି ଫ୍ରେଣ୍ଡସିପ୍ ଡେ : ଭୁବନେଶ୍ୱରର ବିଭିନ୍ନ ଜାଗାରେ ଫ୍ରେଣ୍ଡସିପ୍ ଡେ ପାଳିତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଫ୍ରେଣ୍ଡସିପ୍ ଡେ । ବନ୍ଧୁ ପାଇଁ ଦିନି ଟିଏ । ବନ୍ଧୁତ୍ୱର ବନ୍ଧନ କେଉଁ କାଳରୁ ଚାଲିଆସିଛି, ତାହା କହିହେବନି । ରାଜଧାନୀର ବିଭିନ୍ନ ଜାଗାରେ ଆଜି ଫ୍ରେଣ୍ଡସିପ୍ ଡେ ପାଳନ ଆଜି ଫ୍ରେଣ୍ଡସିପ୍ ଡେ ହେଉଛି । ଫ୍ରେଣ୍ଡସିପ୍ ଡେରେ ନିଜ ବନ୍ଧୁଙ୍କୁ ଉପହାର…
Read More...

ବିଶ୍ୱର ସର୍ବବୃହତ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଉଦଘାଟିତ : ଝଲସିଲା ବ୍ରାଜିଲର ମାରାକାନା ଷ୍ଟାଡିୟମ

କନକ ବ୍ୟୁରୋ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ୨୦୧୬ । ଖେଳାଳିଙ୍କ ଅଭିବାଦନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ରଙ୍ଗୀନ ହୋଇଉଠିଛି କ୍ରୀଡ଼ାଗ୍ରାମ । ଅଲିମ୍ପିକ୍ସର ଏହି ୩୧ ତମ ସଂସ୍କରଣ ଭାରତୀୟ ସମୟ ଭୋର ୪ଟା ୩୦ମିନିଟରେ ଆରମ୍ଭ…
Read More...

ରହସ୍ୟମୟ ଛାଇ ଆତଙ୍କରେ ଆତଙ୍କିତ କୋଣାର୍କ ନୋଳିଆ ସାହି ବାସିନ୍ଦା

କୋଣାର୍କ : ରହସ୍ୟମୟ ଛାଇ ଆତଙ୍କ । କୋଣାର୍କ ନୋଳିଆ ସାହିରେ ଏକ ଅଜଣା ଛାଇ ଆତଙ୍କରେ ଭୟଭୀତ ସ୍ଥାନୀୟ ବାସିନ୍ଦା । ଦୀର୍ଘ ୫ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛି ଏକ ରହସ୍ୟମୟ ଛାଇ । ଆଉ ଏହି ଛାଇକୁ ଧରିବାକୁ ପିଛା କରି ଦୁଇ ଜଣ ମହିଳା ଆହତ ମଧ୍ୟ ହୋଇଛନ୍ତି । ସନ୍ଧ୍ୟା ପରେ ଆରମ୍ଭ ହୋଇ…
Read More...

ଅନଲାଇନରେ ଅବଢା ! ଗୋଟିଏ କ୍ଲିକରେ ଭକ୍ତ ପାଇବେ ଭଗବାନଙ୍କ ପ୍ରସାଦ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବଜାରର ଭିଡ ଭିତରେ ନୁହେଁ ଗୋଟିଏ କ୍ଲିକରେ ଅନଲାଇନ୍ ବଜାର । ଘରେ ବସି ଅର୍ଡର ଦେଲେ ଆପଣଙ୍କ ଘରେ ପହଂଚିଯିବ ମନମୁତାବକ ଜିନିଷ । ତେବେ ଏହି ଅନଲାଇନ୍ ମାର୍କେଟର ତାଲିକାରେ ଯୋଡି ହୋଇଯାଇଛି ଅବଢା । ଭୁବନେଶ୍ୱରସ୍ଥିତ ଅନନ୍ତବାସୁଦେବ ମନ୍ଦିରର ଅବଢା…
Read More...

ବୁଲନ୍ଦସହରରୁ ବୟାଳିଶ ମୌଜା ! ଦୁଇ ରାଜ୍ୟରେ ଗଣଧର୍ଷଣର ସମାନ କାହାଣୀ

ବୁଲନ୍ଦସହରରୁ ବୟାଳିଶ ମୌଜା । ଉତରପ୍ରଦେଶରୁ ଓଡିଶା । ଏହା ହେଉଛି ଦୁଇଟି ରାଜ୍ୟରୁ ଦୁଇଟି କାହାଣୀ। ଗଣଧର୍ଷଣର ଏମିତି କାହାଣୀ ଯାହା ସଭ୍ୟ ସମାଜ ପାଇଁ ଲଜ୍ଜା ସୃଷ୍ଟି କରିଛି । ତେବେ ଧର୍ଷଣକାରୀଙ୍କୁ ଧରିବାକୁ ୟୁପି ପୋଲିସ ସବୁ ଶକ୍ତି ଲଗାଇ ଦେଇଥିବା ବେଳେ ଓଡିଶା ପୋଲିସ କିନ୍ତୁ ଚୁପ୍…
Read More...

ସ୍ମାର୍ଟସିଟିର ‘ନଟି ନାଇଟ୍’ : ରେଭ୍ ପାର୍ଟିରେ ରେଡ୍ ପରେ ଖୋଲିଲା ରାତିର ରାଜଧାନୀର ଅସଲି ଚିତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ନଟି ନାଇଟ୍ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସ୍ମାର୍ଟ ସିଟିରେ ରେଭ୍ ପାର୍ଟି କିଛି ନୂଆ କଥା ନୁହେଁ । କିନ୍ତୁ ଏହି ରଙ୍ଗୀନ୍ ପାର୍ଟିର ଟାର୍ଗେଟରେ ସ୍କୁଲରେ ପଢୁଥିବା ପୁଅ ଝିଅ । ପ୍ରତି ମାସରେ ଏମିତି ରେଭ୍ ପାର୍ଟିର…
Read More...

ବଜାର ବୁଲୁଛି ଗୋପନ କଥା : ସଂଗିନ ମୋଡରେ ଉପାସନା ଓ ରାଜେଶଙ୍କ ମାମଲା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭାଇରାଲ୍ ହେଉଛି ଉପାସନା-ରାଜେଶଙ୍କ ସମ୍ପର୍କର ଭିଡିଓ । ଉଭୟଙ୍କ ଆତ୍ମୀୟତା ଓ ଅନ୍ତରଂଗର ଭିଡିଓ । ପ୍ରତି ଭିଡିଓ କହୁଛି, ଉପାସନା କେବଳ ରାଜେଶଙ୍କ ଫିଲ୍ମରେ ଅଭିନୟ କରୁନଥିଲେ ବରଂ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା । ଏବେ ଏସବୁ ଭିଡିଓ ପଦାକୁ…
Read More...

ଡାକଘରେ ଗଙ୍ଗାଜଳ! ଖୁବଶୀଘ୍ର ସବୁ ଜିଲ୍ଲାରେ ହେବ ଉପଲବ୍ଧ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଙ୍ଗାକୁ ନେଇ କେତେ କଥା ପୁଣି କିମ୍ବଦନ୍ତୀ । ମହିମା ଓ ଗରିମାକୁ ଛାତିରେ ଜାବୁଡି ଧରି ସେ ବୋହୁଛି ଅନନ୍ତକାଳରୁ । ସାମାଜିକ, ଧାର୍ମିକ , ପୌରାଣିକ ଓ ପ୍ରାକୃତିକ । ପ୍ରତିଟି କ୍ଷେତ୍ରରେ ରହିଛି ଗଙ୍ଗାର ବିଶେଷତା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ,…
Read More...