Browsing Category

ସ୍ପେଶାଲ୍ ରିପୋର୍ଟ

ରସଗୋଲା ପାଇଁ ୫ଟି ଯୁକ୍ତି ! ପଶ୍ଚିମବଙ୍ଗକୁ ଟକ୍କର ଦେବାକୁ ଓଡିଶା ପ୍ରସ୍ତୁତ

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ରସଗୋଲା ଯୁଦ୍ଧ । ଆଉ ଦୁଇପାଦ ଆଗକୁ ବଢିଛି ଓଡିଶା । ଗବେଷଣା ପରେ ମିଳିଛି ତଥ୍ୟ ପ୍ରମାଣ । ପଶ୍ଚିମବଙ୍ଗର ଦାବିିକୁ ଖଣ୍ଡନ କରି ଏକ ରିପୋର୍ଟ ବିଜ୍ଞାନ କାରିଗରୀ ମନ୍ତ୍ରୀଙ୍କୁ ଦିଆଯାଇଛି । ଆଉ ରିପୋର୍ଟ ପାଇବା ପରେ ରସଗୋଲାର ଜିଆଇ ଟ୍ୟାଗ ହାସଲ…
Read More...

ଗୁମୁଡୁମାହାର ସତକାହାଣୀ

ପୁଲିସ୍ କହୁଛି ଗୁଳିବିନିମୟ । ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଏକ ପାଖ ଗୁଳିମାଡ । ଯଦିଓ ସତ କଣ ସମସ୍ତଙ୍କୁ ଜଣା ଅଛି , ତେବେ ବଦନାମ ଭୟରେ ସରକାର କନ୍ଧମାଳ ଗୁଳିକାଣ୍ଡ ଘଟଣା ଉପରେ ପରଦା ଢାଙ୍କିଦେବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି । ଗୁମୁଡୁମାହାରେ ଗୁଳି ଫୁଟିବା ପରେ କେମିତିଥିଲା…
Read More...

ଜାଲିଆତିର ମାୟା ଜାଲରେ କ୍ରିକେଟ୍ ! ସିବିଆଇ ତଦନ୍ତ

ଜାଲିଆତିର ମାୟା ଜାଲରେ କ୍ରିକେଟ୍। ଜାଲ୍ ବୟସ ପ୍ରମାଣପତ୍ର ଦେଇ ଜୁନିୟର ଟିମରେ କ୍ରିକେଟ ଖେଳୁଛନ୍ତି ଓଡ଼ିଆ କ୍ରିକେଟର। ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆଣିଛି ଭ୍ରଷ୍ଟାଚାର ବିରୋଧୀ ସଂଗଠନ। ପ୍ରାଥମିକ ଅନୁସନ୍ଧାନରୁ ବହୁ ଖେଳାଳି ଜାଲିଆତି କରିଥିବା ନେଇ ସୁରାଗ ମିଳିଛି। ଏହାପରେ ଖେଳାଳିଙ୍କ…
Read More...

ଗରିବ ହେଲେ ମଲ ! ମାଓ ଇଲାକାର ଅସଲ ଚିିତ୍ର . . .

କନ୍ଧମାଳ ଗୁମୁଡୁମାହା । ସୁରକ୍ଷାକର୍ମୀଙ୍କ ଗୁଳିକାଣ୍ଡ ପରେ ଏ ଛୋଟିଆ ଦୁର୍ଗମ ଇଲାକା ଆସିଛି ଚର୍ଚ୍ଚାକୁ। ନେତା, ମନ୍ତ୍ରୀଙ୍କ ଭିଡ ଜମୁଛି । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଁଚିବାକୁ ଚେଷ୍ଟା କରୁଛନ୍ତି। କେବେ ଦେଖିଛନ୍ତି ସେ ଦୁର୍ଗମ ଅଂଚଳର ଚିତ୍ର । ସେହିଭଳି ଏକ…
Read More...

ମଦ୍ୟପାନରେ ଜାତୀୟହାରକୁ ଟପିଲା ଓଡିଶା

କନକ ବ୍ୟୁରୋ : ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପଙ୍କ ହାର ଅଧିକ । ଏ କ୍ଷେତ୍ରରେ ବିହାରକୁ ମଧ୍ୟ ଟପିଯାଇଛି ଓଡ଼ିଶା । ବୟସ ନିର୍ବିଶେଷରେ ଓଡ଼ିଶାର ଅଧିକ ଲୋକ ମଦ୍ୟପାନ କରୁଥିବା ଜଣାପଡ଼ିଛି । ଜନସଂଖ୍ୟା ପଂଜୀକରଣ ମହାନିର୍ଦେଶକଙ୍କ ଏଭଳି ତଥ୍ୟ ଚିନ୍ତାର ବିଷୟ ହୋଇଛି । ୨୦୧୪ ମସିହା…
Read More...

କାହାଣୀ ଏକା ପରି ! ନାରୀ ମାୟାରେ ବାୟା ହୋଇ ଜେଲ୍ ଗଲେ ପପୁ ଓ ସାରଥୀ

କନକ ବ୍ୟୁରୋ : ପପୁ ପମପମ୍ ଓ ବାବା ସାରଥୀ । ଜଣେ ଅଭିନେତା, ଜଣେ ଅଧ୍ୟାତ୍ମିକ ଗୁରୁ । ଜଣେ ନିଜ କମେଡି ପାଇଁ ଲୋକପ୍ରିୟ ଥିଲେ ଆଉ ଜଣେ ଥିଲେ ନିଜ ପ୍ରବଚନ ପାଇଁ । ଉଭୟ ଥିଲେ ରାଜ୍ୟର ଖୁବ୍ ପପୁଲାର୍ । ଆଉ ଉଭୟେ ଫସିଛନ୍ତି ଯୌନ କେଳେଙ୍କାରୀ ପାଇଁ । ଦେଖନ୍ତୁ ସମାନ ଭାବେ ନାୟକରୁ କଳଙ୍କିତ…
Read More...

ଗଜପତିଙ୍କ ଛେରା ପହଁରା ସେବା

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରା ପହଁରା ସେବା । ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଠାରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି…
Read More...

ବାଲିରେ ବାଲିରେ ଶହେ ରଥ : ବିଶ୍ୱ ରେକର୍ଡ ଅପେକ୍ଷାରେ ବାଲି ବିଶ୍ୱକର୍ମା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବାଲିର ବିଶ୍ୱକର୍ମାଙ୍କ ଆଉ ଏକ ବିଶ୍ୱ ରେକର୍ଡ । ଆଜି ପୁରୀ ବେଳାଭୁମିରେ ଶହେ ରଥର ପଶରା ମେଲିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଯାହାକି  ଲିମକା ବୁକ୍ ଅଫ୍ ୱର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ସେପଟେ ଏହି ରଥର ପଶରା…
Read More...

ବାପାଙ୍କୁ ଝିଅର ଶେଷ ଫୋନ୍

ଆଖି ଆଗରେ ମୃତ୍ୟୁ । କିନ୍ତୁ ବଂଚିବାର ବ୍ୟାକୁଳତା । ମରିବା ପୂର୍ବର ଶେଷ କଲ୍ । ବାଂଲାଦେଶ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ତାରିସି ଜୈନ, ମୃତ୍ୟୁ ପୂର୍ବରୁ କରିଥିଲେ ଫୋନ୍ । ସବୁ ଦିନ ପାଇଁ ଆଖି ବୁଜି ଦେବା ପୂର୍ବରୁ ତାଙ୍କ ବାପାଙ୍କୁ ଆତଙ୍କବାଦୀଙ୍କ ବର୍ବରତା ନେଇ ବିକଳ ହୋଇ…
Read More...

ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ‘ତେଜସ୍’ : ଆପଣ ଜାଣନ୍ତି ‘ତେଜସ୍’ର ସ୍ରଷ୍ଟା କିଏ ! ଦେଖନ୍ତୁ ଏହି…

ଶେଷରେ ସଫଳ ହୋଇଛି ଉଦ୍ୟମ । ଆଉ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ତେଜସ୍ ଲଢୁଆ ବିମାନ । ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇ ଯାଇଛି ଭାରତ । ହେଲେ ଏହି ବିମାନର ସ୍ରଷ୍ଟା କିଏ ଜାଣନ୍ତି । ସିଏ ହେଉଛନ୍ତି ଜଣେ ଓଡିଆ । ବ୍ରହ୍ମପୁରର ପଦ୍ମଶ୍ରୀ କୋଟା ହରିନାରାୟଣ । ନିଜର ଗବେଷଣା ବଳରେ…
Read More...