Browsing Category

ରଥଯାତ୍ରା

ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି : ଦିବ୍ୟ ଟାହିଆ ହଲାଇ ସୁଶୋଭିତ ହୋଇ ଝୁଲିଝୁଲି ଆସିଲେ ଭାଇ…

କନକ ବ୍ୟୁରୋ : ସମସ୍ତ ନୀତିକାନ୍ତିରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି…
Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି ଆରମ୍ଭ : ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

କନକ ବ୍ୟୁରୋ :ଆଜି ବିଶ୍ୱ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ…
Read More...

ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ : ରତ୍ନ ସିଂହାସନ ଛାଡି ରଥକୁ ଆସିବେ ଶ୍ରୀଜିଉ

କନକ ବ୍ୟୁରୋ : ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ପ୍ରସ୍ତୁତ ହୋଇ ରହିଛି । ରତ୍ନ ସିଂହାସନ ଛାଡି ରଥକୁ ଆସିବେ ଶ୍ରୀଜିଉ । ଧାଡି ପହଣ୍ଡିରେ ରଥକୁ ଠାକୁର ବିଜେ କରିବେ ।…
Read More...

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା : ଶ୍ରୀଜିଉଙ୍କ ଆଗେଇ ଚାଲିଛି ନୀତିକାନ୍ତି

କନକ ବ୍ୟୁରୋ : ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା । ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀରୁ ବଡଦାଣ୍ଡକୁ ଓହ୍ଲାଇବେ ପ୍ରଭୁ । ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ଘୋଷଯାତ୍ରା ପାଇଁ ରଥ-ପଥ-ଭକ୍ତ…
Read More...

ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ତିନି ରଥର ଦକ୍ଷିଣ ମୋଡ ପରେ ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ ।

କନକ ବ୍ୟୁରୋ: ରାତିପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।  ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି…
Read More...

ସରିଲା ଘୋଷଯାତ୍ରା : ଆଜି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂରତି

କନକ ବ୍ୟୁରୋ : ସରିଲା ଘୋଷ ଯାତ୍ରା । ୧୨ ଦିନର ଏହି ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ରଥାରୁଢ ଚତୁର୍ଦ୍ଧାମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ଜଗନ୍ନାଥ ମାନ…
Read More...

ମହାପ୍ରଭଙ୍କ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ପଣା…

କନକ ବ୍ୟୁରୋ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥ ଉପରେ ଚଣ୍ଡିଚାମୁଣ୍ଡା, ପାଶ୍ୱର୍ଦେବତାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରାଯାଇଛି । ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ସୋମବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ…
Read More...

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ୯ ହାଣ୍ଡି ଅଧରପଣା । ଜାଣନ୍ତୁ, କେଉଁ କେଉଁ ଦ୍ରବ୍ୟକୁ ନେଇ ପ୍ରସ୍ତୁତ ହୁଏ ଏହି…

କନକ ବ୍ୟୁରୋ: ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା…
Read More...

ମହାପ୍ରଭୁଙ୍କୁ ପୂର୍ବରୁ ଲାଗି ହେଉଥିଲା ୧୨ ହାଣ୍ଡି ଅଧରପଣା । ଏବେ ଭଙ୍ଗା ଯାଉଛି ୯ ହାଣ୍ଡି ଅଧରପଣା । ଜାଣନ୍ତୁ,…

କନକ ବ୍ୟୁରୋ: ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା…
Read More...

ବାହାରିନରେ ବାହୁଡ଼ା ଯାତ୍ରା । ବିଦେଶରେ ଶୁଭିଲା ହୁଳହୁଳି , ବାଜିଲା ଘଣ୍ଟ

କନକ ବ୍ୟୁରୋ : ୨ ବର୍ଷ ପରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆରବଦେଶର ଦି କିଙ୍ଗଡ଼ମ ଅଫ ବାହାରିନ ଠାରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ବାହାରିନ ଠାରେ ଥିବା ବାହାରିନ ଓଡ଼ିଆ ସମାଜ ଓ ବାହାରିନ ଇସ୍କନ ମନ୍ଦିର ପକ୍ଷରୁ ମିଳିତ ସହଯୋଗରେ ପାଳିତ ହୋଇଛି ବାହୁଡ଼ା ଯାତ୍ରା । କୋଭିଡ଼…
Read More...