Browsing Category

ରଥଯାତ୍ରା

ରଥଯାତ୍ରାର ଅନ୍ତିମ ପର୍ବ ‘ନୀଳଦ୍ରିବିଜେ’ ! ରଥାରୁଢ ଶ୍ରୀଜିଉ ଆଜି ଫେରିବେ ନୀଳକନ୍ଦରକୁ

କନକ ବ୍ୟୁରୋ : ‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି ।  ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର…
Read More...

ଆଜି ରସଗୋଲା ଦିବସ । ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ ।

କନକ ବ୍ୟୁରୋ: ରସଗୋଲା..। ବାସ୍ ଏତିକି ଶବ୍ଦ କାନରେ ପଡ଼ିଗଲେ ଜିଭ ସମ୍ଭାଳ ପଡ଼େନି। ନଜର ପଡ଼ିଲେ ନଖାଇ ଲେଉଟି ହୁଏନି। ବଜାରରେ ରକମ ରକମର ମିଠା ଉପଲବ୍ଧ । ମାତ୍ର ମିଠା ଭିତରେ ଏବେ ବି ରାଜା ରସଗୋଲା..। ଗୁଲାପ ଜାମୁନ, ଅନାରକଲି, ହୀରାମଣି, ମଲାଇ ଚପ୍, କେଶର ପେଡ଼ା, ସନ୍ଦେଶ ଆଦି ଶତାଧିକ ମିଠା…
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ବିଜେ ନୀତି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିରକୁ ବାହୁଡ଼ିବେ…

କନକ ବ୍ୟୁରୋ : ସରିଲା ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଶ୍ରୀମନ୍ଦିର ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଚତୁର୍ଦ୍ଧା ମୂର୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି…
Read More...

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ଆସନ୍ତାକାଲି ନିଳାଦ୍ରୀ ବିଜେ, ବଡ଼ ଠାକୁରଙ୍କ ବଡ ଲୀଳା ଦେଖିବା…

କନକ ବ୍ୟୁରୋ  : ରଥ ଉପରେ ସମ୍ପନ୍ନ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ତୁମ୍ବରେ ପଣା ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ଶ୍ରୀଜୀଉଙ୍କୁ ଲାଗି ହେଲା ପରେ ଭାଙ୍ଗି ଦିଆଯାଇଛି । ବିଶ୍ୱାସ ଅଛି ଅଶରୀରମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରପଣା ହାଣ୍ଡି ଭଙ୍ଗା…
Read More...

ସରିଲା ବାହୁଡା ଯାତ୍ରା, ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ! ଆଜି ହେବ ଅଧରପଣା ନୀତି, ଜାଣନ୍ତୁ ଏହି ବିଶେଷ ନୀତି…

କନକ ବ୍ୟୁରୋ: ‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ…
Read More...

ରଥ ଉପରେ ସୁନାବେଶରେ ଝଟକିଲେ ମହାପ୍ରଭୁ ! ଦର୍ଶନ ପାଇଁ ବଡଦାଣ୍ଡରେ ପ୍ରବଳ ଭିଡ, ୧୨ ଲକ୍ଷ ଭକ୍ତଙ୍କ ସମାଗମ

କନକ ବ୍ୟୁରୋ : ମଥାରେ ସୁନାର କିରୀଟ। କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନା କମରପଟି ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା,…
Read More...

ସରିଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି, ମହାପ୍ରଭୁଙ୍କୁ ଭୋଗ ଲାଗି ପରେ…

କନକ ବ୍ୟୁରୋ : ପରମ୍ପରା ଅନୁଯାୟୀ ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର…
Read More...

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ । ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ହେଉଛି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ଶ୍ରୀଜିଉ । ସୁନାବେଶରେ ସଜେଇ ହୋଇ ରଥ ଉପରେ ଥାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ…
Read More...

ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ଦର୍ଶନ ।

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗି ସାରିଛି । ଆଜି ରଥଯାତ୍ରାର ଏଗାର ତମ ଦିନରେ ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନାବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ…
Read More...

ବାହୁଡା ଯାତ୍ରାରେ ଅଘଟଣ । ରଥ ଦେଖୁଥିବା ବେଳେ ଭୁଶୁଡିଲା ଛାତ, ୧୦ ଛାତ୍ରୀ ଗୁରୁତର ।

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ବଡ ଅଘଟଣ । ଛାତ ଭୁଶୁଡି ଗୁରୁତର ଆହତ ହୋଇଛନ୍ତି ଏକାଧିକ ଛାତ୍ରୀ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଆଜି ପ୍ରବଳ ଜନସମାଗମ ହୋଇଥିଲା । ପ୍ରବଳ ଭିଡ ଭିତରେ…
Read More...