Browsing Category

ରଥଯାତ୍ରା

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ : ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ ଆଜ୍ଞାମାଳ

କନକ ବ୍ୟୁରୋ : ଆଜି ସପ୍ତମୀ ତିଥି । ଆଜିଠୁ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ନେବେ । ଅର୍ଥାତ୍ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେଣୁ ଗୁଣ୍ଡିଚା ମନ୍ଦିରରେ ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ ।…
Read More...

ବିଦେଶ ମାଟିରେ ଗଡିଲା ଜଗନ୍ନାଥଙ୍କ ରଥ । ସୁଦୂର ଇଂଲଣ୍ଡରେ ଧୁମଧାମରେ ପାଳନ ହେଲା ରଥଯାତ୍ରା

କନକ ବ୍ୟୁରୋ : ଇଂଲଣ୍ଡର ସିଟି ଅଫ ବାଥ୍ରେ ରଥଯାତ୍ରା ପାଳିତ ହୋଇଛି । ପାରମ୍ପରିକ ରୀତିନୀତିରେ ବିଦେଶ ମାଟିରେ ପ୍ରବାସୀ ଓଡ଼ିଆ, ବିଦେଶୀମାନେ ରଥଯାତ୍ରା ପାଳନ କରିଛନ୍ତି । ୩ ଠାକୁରଙ୍କୁ ସୁସଜ୍ଜିତ ଟାହିଆ ଲଗାଇ ରଥକୁ ପହଣ୍ଡି କରାଯାଇଥିଲା । ଛେରା ପହଂରା ପରେ ରଥଟଣା ହୋଇଥିଲା । ବାଥ୍ ସହରର…
Read More...

ଆଜି ହେରାପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

କନକ ବ୍ୟୁରୋ : ଆଜି ହେରାପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ । ଆଡ଼ପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ । ମହାପ୍ରଭୁଙ୍କ ଭେଟି ନପାରି ରାଗରେ ରଥ ଭାଙ୍ଗିବେ ମହାଲକ୍ଷ୍ମୀ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ…
Read More...

ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ : ଆଜି ଅନୁଷ୍ଠିତ ହେବ ଆଡପ ମଣ୍ଡପ ବିଜେ ନୀତି

କନକ ବ୍ୟୁରୋ : ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଆଜି ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ପରେ…
Read More...

ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ : ନନ୍ଦିଘୋଷକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଘଣ୍ଟକାହାଳୀରେ ପ୍ରକମ୍ପିତ…

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କଳାଠାକୁର । ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ଜଗନ୍ନାଥଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ । ଘଣ୍ଟକାହାଳୀ ସହ ମୃର୍ଦ୍ଦଳର ତାଳେ ତାଳେ ଆଗେଇଚାଲିଛି ନଟିଆ ଠାକୁରଙ୍କ…
Read More...

ତାଳଧ୍ୱଜ ପରେ ଗଡିଲା ଦର୍ପଦଳନ…ଆଗେ ଆଗେ ଗଡି ଚାଲିଛି ବଡ ଭାଇ ଶ୍ରୀବଳଭଦ୍ରଙ୍କ ରଥ…ପଛରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

କନକ ବ୍ୟୁରୋ : ବଡଦାଣ୍ଡରେ ଗଡିଲା ରଥ । ବାଜିଲା ଘଣ୍ଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ଆରମ୍ଭ ହୋଇଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ । ସର୍ବପ୍ରଥମେ ବଳଭଦ୍ର…
Read More...

ବଡଦାଣ୍ଡରେ ଗଡିଲା ତାଳଧ୍ୱଜ ରଥ । ଘଣ୍ଟଘଣ୍ଟାରେ କମ୍ପିଲା ଗଗନପବନ

କନକ ବ୍ୟୁରୋ :ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…
Read More...

ବଡଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଶଙ୍କରାଚାର୍ଯ୍ୟ

କନକ ବ୍ୟୁରୋ : ବଡଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ଶ୍ରୀଜୀଉଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ…
Read More...

ଜଗା ଦୁଆରେ ଜନଜୁଆର : ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି

କନକ ବ୍ୟୁରୋ : ଭକ୍ତିମୟ ବଡଦାଣ୍ଡ । ଜଗାପ୍ରେମରେ ପାଗଳ ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି । ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି । ରଥରେ ବିରାଜିତ ହୋଇଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବିଜେ…
Read More...

ଜଗନ୍ନାଥଙ୍କ ପହଣ୍ଡି : ଝୁଲି ଝୁଲି ରଥାରୁଢ଼ ହେବାପାଇଁ ପହଣ୍ଡିରେ ଭାବ ବିନୋଦିଆ କାଳିଆ ସାଆନ୍ତ

କନକ ବ୍ୟୁରୋ : କୁହାଯାଏ ‘ ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍‌ । ରଥେ ତୁ ବାମନମ ଦୃଷ୍ଟ୍ଵା ,ପୁର୍ନଜନ୍ମ ନ ଲଭ୍ୟତେ’ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିଥାନ୍ତି । ଆଉ ସେହି ପରଂବ୍ରହ୍ମ ନାରାୟଣଙ୍କୁ…
Read More...