Browsing Category

ରଥଯାତ୍ରା

ଦ୍ୱିତୀୟ ଦିନରେ ପୁରୀରେ ଚାଲିଛି ରଥଟଣା ଗୁଣ୍ଡିଚା ମନ୍ଦିର ଅଭିମୁଖେ ୨ ରଥ; ଦର୍ପଦଳନ, ନନ୍ଦିଘୋଷ ରଥକୁ ଟାଣୁଛନ୍ତି…

କନକ ବ୍ୟୁରୋ : ପୁରୀରେ ପୁଣି ହେଲା ରଥଟଣା । ବଡଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା । ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ । ହେଲେ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଛି…
Read More...

ଅଟକିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ : ଶରଧାବାଲିରେ ତାଳଧ୍ୱଜ, ରାତିରେ ଟଣା ହେବା ସତ୍ୱେ ପହଞ୍ଚିପାରିଲେନି ଭାଇ ଭଉଣୀ;…

କନକ ବ୍ୟୁରୋ : ରାତିରେ ଟଣା ହେବା ସତ୍ୱେ ବି, ଶରଧାବାଲିରେ ପହଁଚି ପାରିଲାନି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଳଗଣ୍ଡି ମାଉସୀ ମା’ ମନ୍ଦିର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ । ସେହିପରି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ମଧ୍ୟ ଶରଧାବାଲିରେ ପହଁଚି ପାରିନି । ବଡଶଙ୍କ ନିକଟରେ ଅଟକି…
Read More...

ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ: କହିଲେ, ମହାପ୍ରଭୁଙ୍କ ଦର୍ଶନ କରି…

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରଥ ସମ୍ମୁଖରେ ଆଭୂମି ପ୍ରଣିପାତ…
Read More...

ଭିଡ ଭିତରୁ ଗଲେ, ରଥ ଦଉଡି ଛୁଇଁଲେ ନବୀନ: ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ସାରିଲେଣି ମହାପ୍ରଭୁ ଜଗନ୍ନାଥ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡ ଭିତରକୁ ଯାଇ…
Read More...

ଗଡିଲା ନନ୍ଦିଘୋଷ ରଥ: ଆଗରେ ଭାଇ-ଭଉଣୀ ପଛରେ ବାହାରିଲେ ମହାପ୍ରଭୁ

କନକ ବ୍ୟୁରୋ: ବଡଦାଣ୍ଡେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ । ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ…
Read More...

ଆଗେ ଆଗେ ବଡ ଭାଇ, ପଛରେ ହଳଦୀ ମୁହିଁ: ବଡଦାଣ୍ଡେ ଗଡିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଥିଲା । ବଡ ଭାଇଙ୍କ ପଛେ ପଛେ ଏବେ ଆଗେଇ ଚାଲିଛନ୍ତି ମା ସୁଭଦ୍ରା । ବିଭିନ୍ନ…
Read More...

ବଡଦାଣ୍ଡରେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ : ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…
Read More...

ରଥରେ ଛେରାପହଁରା : ସୁବର୍ଣ୍ଣ ଖଡିକାରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

କନକ ବ୍ୟୁରୋ : ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ…
Read More...

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା : ଧାଡି ପହଣ୍ଡିରେ ବିଜେ ନୀତି ସମ୍ପନ୍ନ; ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଧାଡି ପହଣ୍ଡିରେ ବିଜେ ନୀତି ସମ୍ପନ୍ନ । ତିନି ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରଥାରୂଢ ହେଲେ ସୁଦର୍ଶନ । ତାଙ୍କ ପଛକୁ ପଛ ବଳଭଦ୍ର, ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି । ତାଳଧ୍ୱଜରେ ପ୍ରଭୁ…
Read More...

ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ବିଜେ : ଧାଡି ପହଣ୍ଡିରେ ଆସିଲେ ହଦଳୀମୁହିଁ ଦେବୀ ସୁଭଦ୍ରା

କନକ ବ୍ୟୁରୋ : ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର…
Read More...