ପ୍ରକାଶ ପାଇଲା ୨୦୨୩ UPSC ରେଜଲ୍ଟ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର । 

382

କନକ ବ୍ୟୁରୋ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି  ।ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି  । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।

ଟପ୍ ୨୦ ମେରିଟ୍ ତାଲିକା:

ଆଦିତ୍ୟ ଶ୍ରୀବାସ୍ତବ

ଅନିମେଶ ପ୍ରଧାନ

ଡୋନୁରୁ ଅନନ୍ୟା ରେଡ୍ଡୀ

ପି.କେ ସିଦ୍ଧାର୍ଥ ରାମକୁମାର

ରୁହାନୀ

ସୃଷ୍ଟି ଦାବସ

ଅନମୋଲ ରାଠୋର

ଆଶିଷ କୁମାର

ନୌସିନ୍

ଐଶ୍ୱର୍ୟ୍ୟାମ ପ୍ରଜାପତି

କୁସ୍ ମତୱାନି

ଅନିକେତ୍ ସାଣ୍ଡିଲ୍ୟ

ମେଧା ଆନନ୍ଦ

ଶୌର୍ୟ୍ୟ ଅରୋରା

କୁନାଲ ରସ୍ତୋଗି

ଅୟାନ ଜୈନ

ସ୍ୱାତୀ ଶର୍ମା

ୱାର୍ଦା ଖାନ୍

ଶିବମ କୁମାର

ଆକାଶ ବର୍ମା