Browsing Category

ବଜେଟ୍ ୨୦୨୩

‘ସମସ୍ତଙ୍କର ନିଜର ଘର ହେବ’: ପିଏମ୍ ଆବାସ ଯୋଜନାକୁ ନେଇ ବଜେଟରେ ବଡ ଘୋଷଣା

କନକ ବ୍ୟୁରୋ: ଭବିଷ୍ୟତରେ ପ୍ରତି ଲୋକଙ୍କର ନିଜର ଘର ହେବ । ପିିଏମ୍ ଆବାସ୍ ଯୋଜନା ଅଧିନରେ ଉଚିତ ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ନିର୍ଦ୍ଦଷ୍ଟ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଛି । ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର…
Read More...

ହିସାବ କିତାବ ୨୦୨୩-୨୪ : ବଜେଟରେ ୭ଟି ପ୍ରସଙ୍ଗକୁ ଗୁରୁତ୍ୱ

କନକ ବ୍ୟୁରୋ :  ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଏଥର ବଜେଟରେ ୭ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ସପ୍ତସୂତ୍ରୀ ବଜେଟ୍ ୧- ସମୂହ ବିକାଶ ୨- ସବୁଜ ବିକାଶ ୩- ଯୁବଶକ୍ତି ୪- ଲକ୍ଷ୍ୟସ୍ଥଳର…
Read More...

ବଜେଟରେ ଘୋଷଣା ପରେ ଘୋଷଣା । କେଉଁଠୁ ଆସୁଛି ସରକାରଙ୍କ ପାଖକୁ ଅର୍ଥ? କିପରି ହୁଏ ଖର୍ଚ୍ଚ?

କନକ ବ୍ୟୁରୋ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତିି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । କରୁଛନ୍ତି ଗୋଟେ ପରେ ଗୋଟେ ଘୋଷଣା । କେଉଁଠି କେତେ ଖର୍ଚ୍ଚ ହେବ ସେ ନେଇ ଦେଉଛନ୍ତି ସବିଶେଷ ବିବରଣୀ । ହେଲେ ଖର୍ଚ୍ଚ କରିବାକୁ କେଉଁଠୁ ଆସୁଛି ସରକାରଙ୍କ ପାଖକୁ ଅର୍ଥ । ଏ ବିଷୟରେ ସମ୍ୟକ୍ ତଥ୍ୟ ।…
Read More...

ହିସାବ କିତାବ ୨୦୨୩-୨୪ : କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ; ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା

କନକ ବ୍ୟୁରୋ : ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟ ପୂର୍ବ ବଜେଟର ମୂଳଦୂଆକୁ ଭିତ୍ତି କରି ହୋଇଛି । ମହିଳା, ଯୁବ, ଚାଷୀଙ୍କୁ ଫୋକସ…
Read More...

ସଂସଦରେ ବଜେଟ ଅଧିବେଶନ ଆରମ୍ଭ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ

କନକ ବ୍ୟୁରୋ : ସଂସଦରେ ବଜେଟ ଅଧିବେଶନ ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା ।…
Read More...

ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ : କ’ଣ ହୋଇପାରେ ମହଙ୍ଗା ଓ କାହିଁକି ?

କନକ ବ୍ୟୁରୋ : ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ କ’ଣ ହୋଇପାରେ ମହଙ୍ଗା ଓ କାହିଁକି ?  ପାଖାପାଖି ୩୫ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢି଼ପାରେ । ଆମଦାନୀ ଶୁଳ୍କ ବଢ଼ାଇ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦିଆଯିବ ।…
Read More...

ବଜେଟରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ ବାରମ୍ବାର ହୁଏ ବ୍ୟବହାର । ଜାଣନ୍ତୁ ଏହାର ଅର୍ଥ ।

କନକ ବ୍ୟୁରୋ: ସାଧାରଣ ବଜେଟ୍ ହେଉଛି ସରକାରଙ୍କ ଏକ ଅର୍ଥନୈତିକ ବିବରଣୀ, ଯେଉଁଥିରେ ସରକାର କୁହନ୍ତି , ଆର୍ଥିକ ବର୍ଷରେ ଏହା କେତେ ଆୟ କରିବ ଏବଂ କେଉଁ ଜିନିଷ ଉପରେ ଏହା ଖର୍ଚ୍ଚ କରିବ । ବଜେଟ୍ ସମୟରେ ଆର୍ଥିକ ନିଅଣ୍ଟ, ପୁଞ୍ଜି ବଜେଟ୍, ରାଜସ୍ୱ ନିଅଣ୍ଟ ଭଳି ଅନେକ ଶବ୍ଦ ବ୍ୟବହୃତ ହୁଏ ।…
Read More...

ମୋଦୀ ସରକାରଙ୍କ ସମୟରେ ପରିବର୍ତ୍ତନ : ବଜେଟ୍ ତାରିଖ ସହ ବଦଳିଛି ଅନେକ କିଛି …

କନକ ବ୍ୟୁରୋ :  ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କର ଶେଷ ପୂର୍ଣ୍ଣାଙ୍ଗ ବଜେଟ । କିନ୍ତୁ ମୋଦୀ ସରକାରଙ୍କ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଛି ସମୟ, ବଦଳିଛି ତାରିଖ ।  ପୂର୍ବରୁ ବଜେଟ୍ ଫେବ୍ରୁଆରୀ ମାସ…
Read More...

୫ଟି ବଜେଟ୍ : ଯାହା ଦେଶର ଭାଗ୍ୟ ବଦଳାଇ ଦେଲା; ସଂକ୍ଷେପରେ ତଥ୍ୟ

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ…
Read More...

ବଜେଟ୍ ୨୦୨୩ : ବଦଳିବ କି ଆୟକର ଛାଡ଼ ସୀମା?

କନକ ବ୍ୟୁରୋ : ନିର୍ମଳାଙ୍କ ବଜେଟରୁ ମଧ୍ୟବିତଙ୍କୁ ମିଳିବ କି ଆଶ୍ୱସ୍ତି ? ବର୍ତ୍ତମାନ ୨.୫ ଲକ୍ଷ ଯାଏଁ ବାର୍ଷିକ ଆୟ ଉପରେ ଟିକସ ନାହିଁ । ବାର୍ଷିକ ଅଢେଇ ଲକ୍ଷରୁ ୫ ଲକ୍ଷ ଯାଏଁ ଆୟ ଉପରେ ୫% ଟିକସ । ସର୍ବନିମ୍ନ ଆୟକର ଛାଡ ସୀମା ୫ ଲକ୍ଷକୁ ବୃଦ୍ଧି କରିବାକୁ ଦାବି ରହିଛି । ୮୦-ସିରେ…
Read More...