ହିସାବ କିତାବ ୨୦୨୩-୨୪ : ବଜେଟରେ ୭ଟି ପ୍ରସଙ୍ଗକୁ ଗୁରୁତ୍ୱ

202

କନକ ବ୍ୟୁରୋ :  ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଏଥର ବଜେଟରେ ୭ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି ।

ସପ୍ତସୂତ୍ରୀ ବଜେଟ୍

୧- ସମୂହ ବିକାଶ
୨- ସବୁଜ ବିକାଶ
୩- ଯୁବଶକ୍ତି
୪- ଲକ୍ଷ୍ୟସ୍ଥଳର ଶେଷ ଭାଗ ଯାଏଁ ପହଞ୍ଚିବା ଲକ୍ଷ୍ୟ
୫- ଆର୍ଥିକ କ୍ଷେତ୍ରରେ ଆହୁରି ଆଗକୁ ଯିବା
୬- ବିତ୍ତିଭୂମିର ବିକାଶ
୭- ଦକ୍ଷତା ବିକାଶ