Browsing Category

ବଜେଟ୍ ୨୦୨୩

ବୁଲାବୁଲି କରିବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ଖୁସିର ଖବର, ଏହି ଯୋଜନା ଜରିଆରେ ପର୍ଯ୍ୟଟକଙ୍କୁ ମିଳିବ ଅନେକ ସୁବିଧା…

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନୀ କରିଛନ୍ତି । ମୋଦୀ ସରକାରର ଦ୍ୱିତୀୟ ପାଳିର ଶେଷ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନା କରିଛନ୍ତି ନିର୍ମଳା । ଏହି ବଜେଟ ଅଭିଭାଷଣ ସମୟରେ ଅଲଗା ଅଲଗା କ୍ଷେତ୍ର ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ସେ ।…
Read More...

ପର୍ଯ୍ୟଟନ କ୍ଷେତ୍ରରେ ସରକାରଙ୍କ ଖାସ୍ ଯୋଜନା । ମିଳିବ ନିଯୁକ୍ତି ସୁଯୋଗ ।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ବଜେଟ୍ । ଏହି ବଜେଟରେ ସ୍ୱାସ୍ଥ୍ୟ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ଘୋଷଣା ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ଆଣିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟଟନକୁ…
Read More...

ଗରିବଙ୍କ ସ୍ୱପ୍ନ ହେବ ପୂରଣ, ବିକଶିତ ଭାରତର ନିର୍ମାଣ ପାଇଁ ଏହି ବଜେଟରେ ପଡିଲା ନିଅଁ : ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଅମୃତକାଳର ଏହା ପ୍ରଥମ ବଜେଟ । ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ । ଏହି ବଜେଟ…
Read More...

୪୦ ବର୍ଷ ପରେ ପାନ୍ କାର୍ଡର ପୁର୍ନଜନ୍ମ… କେନ୍ଦ୍ରୀୟ ବଜେଟରେ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ: ଏମିତିରେ ତ ମୋ ଜନ୍ମ ୧୯୭୨ରେ ହୋଇଯାଇଥିଲା, କିନ୍ତୁ ୪ ବର୍ଷ ପରେ ମୋତେ କେହି ଆବଶ୍ୟକ ମଣିନଥିଲେ । ଏହା ପରେ ମୋର ଜାଗା ନେଇଯାଇଥିଲେ ପାସପୋର୍ଟ, ରାଶନ କାର୍ଡ, ଭୋଟର ପରିଚୟ ପତ୍ର, ବ୍ୟାଙ୍କ ପାସବୁକ । ମୋତେ ଲୋକେ ସେମିତି ପୁରୁଣା ବହି ଭିତରେ ରଖିଦେଇଥିଲେ । ପରେ ସମୟ ବଦଳିବା…
Read More...

ହିସାବ କିତାବ ୨୦୨୩-୨୪ : ମହିଳାଙ୍କୁ ନିର୍ମଳାଙ୍କ ଭେଟି, ସରକାର ଆରମ୍ଭ କଲେ ନୂଆ ସଞ୍ଜୟ ଯୋଜନା।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି । ନିର୍ମଳା ମହିଳାଙ୍କ ପାଇଁ ସଞ୍ଚୟ ଯୋଜନାର ଘୋଷଣା କରିଛନ୍ତି । ମହିଳା ସମ୍ମାନ ସଞ୍ଜୟ ପତ୍ର ଯୋଜନାର ଶୁଭାରମ୍ଭ ହେବ । ଏଥିରେ ମହିଳା ମାନେ ୨ ଲକ୍ଷ ଯାଏ ସଞ୍ଜୟ ଉପରେ ୭.୫ ପ୍ରତିଶତର ସୁଧ ପାଇବେ ।…
Read More...

ହିସାବ କିତାବ ୨୦୨୩-୨୪ : ଶସ୍ତା ହେବ ମୋବାଇଲ, ଟିଭି। ସରକାର ହ୍ରାସ କଲେ କଷ୍ଟମ ଡ୍ୟୁଟି

କନକ ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବଜେଟରେ କେନ୍ଦ୍ର ସରକାର ଫୋନ ନିର୍ମାଣ କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଚଳିତବର୍ଷ ବଜେଟ ଲାଗୁ ହେବା ପରେ ଦେଶରେ ମୋବାଇଲ ଫୋନ ଶସ୍ତା ହୋଇଯିବ । ସରକାର ମୋବାଇଲ ଫୋନରେ ବ୍ୟବହାର ହେଉଥିବା କିଛି ସାମଗ୍ରୀରେ କଷ୍ଟମ ଡ୍ୟୁଟି ଛାଡ କରିବା ପାଇଁ ଘୋଷଣା…
Read More...

ହିସାବ କିତାବ ୨୦୨୩-୨୪ : ଏମିତି କାମ କରିବ ଡିଜିଟାଲ ଲାଇବ୍ରେରୀ, ଘରେ ବସି ପଢିପାରିବେ ଅନେକ ବହି …

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ବଜେଟରେ ଶିଶୁ ଏବଂ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀର ଘୋଷଣା କରିଛନ୍ତି । ସମସ୍ତ ସ୍କୁଲକୁ ଏହା ମାଧ୍ୟମରେ ଯୋଡିବା ପାଇଁ ଘୋଷଣା କରିଛନ୍ତି । ଏହା କରିବା ଦ୍ୱାରା ଅଧିକରୁ…
Read More...

୭ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଆୟରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ : ଟ୍ୟାକ୍ସକୁ ନେଇ ବଡ ଘୋଷଣା

କନକ ବ୍ୟୁରୋ: ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ବଡ ଆଶ୍ୱସ୍ତି । ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ଯଦି ଆପଣଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ…
Read More...

ହିସାବ କିତାବ ୨୦୨୩-୨୪ : ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୧୦ ବଡ ଘୋଷଣା

କନକ ବ୍ୟୁରୋ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ୧୦ ଟି ବଡ ଘୋଷଣା କରାଯାଇଛି । ଆୟକର ଛାଡ ସୀମା ଅଢେଇ ଲକ୍ଷରର ୩ଲକ୍ଷକୁ ବୃଦ୍ଧି କରାଯାଇଛି । ଦେଶରେ ପ୍ରତିଷ୍ଟା ହେବ ୧୫୭ ନର୍ସିଂ କଲେଜ । ପ୍ରାକୃତିକ ଚାଷ…
Read More...

୨୦୨୩-୨୪ ବଜେଟ୍ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ? ଶସ୍ତା କ’ଣ? ସ୍ୱଦେଶୀ ମୋବାଇଲ ଇଲେକ୍ଟ୍ରି ଯାନ କ୍ୟାମେରା ଲେନ୍ସ…
Read More...