Browsing Category

ସ୍ପେଶାଲ୍ ରିପୋର୍ଟ

ହ୍ୱାଟସଆପର ବଡ ଘୋଷଣା : ଏଣିକି ୟୁଜର୍ସଙ୍କର କୌଣସି ବି ଭୁଲକୁ କରାଯିବନି ଅଣଦେଖା, ଆପଣଙ୍କର ଏହି ଗୋଟିଏ ମେସେଜ ପାଇଁ…

ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନରେ ହ୍ୱାଟସଆପ ଜରିଆରେ ମିଥ୍ୟା ଖବର କିମ୍ବା ଅପଶଦ୍ଦ ପୂର୍ଣ୍ଣ ରାଜନୈତିକ ବୟାନବାଜିକୁ ଆଉ ବ୍ୟାପିବାକୁ ଦିଆଯିବ ନାହିଁ । ହ୍ୱାଟସଆପ ତରଫରୁ ଏହା ସ୍ପଷ୍ଟ କରାଯାଇଛି କି, ନିର୍ବାଚନ ସମୟରେ ହ୍ୱାଟସଆପ ଏଭଳି ପ୍ରକାରର ଖବର ଖେଳାଉଥିବା ଆକାଉଂଟଗୁଡିକୁ…
Read More...

ବିବାହ ବନ୍ଧନରେ ବାନ୍ଧିହେଲା ଅଲକାୟଦା ଆତଙ୍କବାଦୀ ଲାଦେନର ପୁଅ ! ୯/୧୧ ଆକ୍ରମଣ ମୁଖ୍ୟର କନ୍ୟାକୁ କଲା ଜୀବନସଙ୍ଗିନୀ ।

ଅଲକାୟଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଏବେ ଚର୍ଚ୍ଚାରେ ରହିଛି । ଚର୍ଚ୍ଚାର କାରଣ ୯/୧୧ ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନରେ ଆକ୍ରମଣ କରିଥିବା ମହମ୍ମଦ ଅଟ୍ଟାର ଝିଅକୁ ହମଜା ବିବାହ କରିଛି । ଏକ ଇଂରାଜୀ ପତ୍ରିକାର ରିପୋର୍ଟ ଅନୁସାରେ…
Read More...

ଏଣିକି ଇ-ୱାଲେଟ ଜରିଆରେ ହେବ ଟିକେଟ୍ ବୁକିଂ ବ୍ୟବସ୍ଥା ! ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା ।

ନୂଆ ନିୟମ ଆଣିଲା ଭାରତୀୟ ରେଳ ବିଭାଗ, ଏଣିକି ଟ୍ରେନ୍ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା। ଏଭଳି ନୀତି ଘୋଷଣା କରିଛି ଭାରତୀୟ ରେଳ ବିଭାଗ। ଯଦି କୌଣସି ଟ୍ରେନ ବାତିଲ ହୁଏ ତେବେ ଯାତ୍ରୀ ଟିକେଟ୍ ପାଇଁ ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏଭଳି ଘୋଷଣା…
Read More...

ସାଙ୍ଗ ନୁହେଁ ତ ସୈତାନ ! ଫ୍ରେଣ୍ଡସିପ୍ ଡେ ପାଳନ ବାହାନାରେ ନାବାଳିକାଙ୍କୁ ଡାକି ନେଇ ଦୁଷ୍କର୍ମ କଲେ ଦୁଇ ପୁରୁଷ…

ମହାରାଷ୍ଟ୍ରର ଥାନେରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ରବିବାର ଫ୍ରେଣ୍ଡସିପ୍ ଡ଼େ ଅବସରରେ ଘଟିଛି ଏହି ଘଟଣା । ଫ୍ରେଣ୍ଡସିପ୍ ଡ଼େ ପାଳନ କରିବା ବାହାନାରେ ଜଣେ ୧୬ବର୍ଷିୟ ନାବାଳିକାକୁ ଘରୁ ଡ଼ାକି ନେଇ ତା’ର ଦୁଇ ଜଣ ସାଙ୍ଗ ତା’ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ…
Read More...

ଇଟା କି ପଥର ନୁହେଁ, ୪୦ ହଜାର ମାନବ କଙ୍କାଳରେ ତିଆରି ହୋଇଛି ଏହି ଚର୍ଚ୍ଚ ! ଜାଣନ୍ତୁ କେଉଁ ଏବଂ କାହାକୁ ଆଧାର କରି…

ଆମ ଦେଶ ଭାରତରେ ଧର୍ମକୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥାଏ । ଯେପରିକି ହିନ୍ଦୁ ଲୋକମାନେ ମନ୍ଦିର ପ୍ରତିଷ୍ଠା କରି ଭଗବାନଙ୍କୁ ପୂଜା କରିଥାନ୍ତି । ସେହିଭଳି ମୁସଲମାନ ମସଜିଦ ଏବଂ ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚରେ ଭଗବାନଙ୍କୁ ପୂଜା କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ସବୁ ଧର୍ମର…
Read More...

ଡ୍ରୋନରେ ଭେନଜୁଏଲା ରାଷ୍ଟ୍ରପତିଙ୍କୁ ମାରିବାକୁ ଉଦ୍ୟମ । ବୁଲେଟପ୍ରୁଫ୍ ସୁରକ୍ଷା କବଚ ତିଆରି କରି ରାଷ୍ଟ୍ରପତିଙ୍କ…

ଭେନେଜୁଏଲାର ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ ଆକ୍ରମଣର ଚିତ୍ର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମୋଡୁରୋ ଯେତେବେଳେ ନ୍ୟାସନାଲ ଗାର୍ଡଙ୍କର ଏକ ସମାବେଶକୁ ସମ୍ବୋଧିତ କରୁଥିଲେ ସେହି ସମୟରେ ଏହି ଡ୍ରୋନ ଆକ୍ରମଣ ହୋଇଛି । ଦୁଇଟି ଡ୍ରୋନରେ ନିକୋଲସଙ୍କ ଉପକେର…
Read More...

ସାବଧାନ! ୨୦୮୦ ବେଳକୁ ପୃଥିବୀରେ କେବଳ ଦେଖାଦେବ ଖରାଦିନ, ୨୦୦୦% ବଢିଯିବ ଅଂଶୁଘାତ ମୃତ୍ୟୁସଂଖ୍ୟା, ଗବେଷଣାରୁ ଆସିଲା…

ଦିନକୁ ଦିନ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଅସହ୍ୟ ହେଉଛି ଗରମ । ଯାହାକୁ ନେଇ ଚିନ୍ତାରେ ବିଶ୍ୱବାସୀ । କିନ୍ତୁ ଏତେ ସବୁ ପରେ ମଧ୍ୟ ମଣିଷର ବୁଦ୍ଧି ଉଦୟ ହେଉନାହିଁ । ଜଙ୍ଗଲ କ୍ଷୟ, ଜନସଂଖ୍ୟା ବୃଦ୍ଧି , ସେହିଅନୁସାରେ ତାପମାତ୍ରା ବଢିଚାଲିଛି । ସେଥିପାଇଁ ଏବେ ପ୍ରବଳ…
Read More...

ସାବଧାନ ! ସମୁଦ୍ରରେ ଦେଖିବାକୁ ମିଳିଛି ଏକ ସାଂଘାତିକ ବିଷାକ୍ତ ମାଛ, ୨୦ ଜଣ ହେଲଣି ଶିକାର ।

ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀବ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ ଅନ୍ୟତମ । ସାର୍କ ତାର ଆକାର ଏବଂ ତିଖ୍ନ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ଜେଲି ଫିସ ତାର ବିଷାକ୍ତ ଡଙ୍କ କାରଣରୁ ବିଶ୍ୱରେ ପରିଚିତ । ଯଦି କେବେ ଜେଲି ଫିସ କୌଣସି ବ୍ୟକ୍ତିକୁ…
Read More...

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପୋଲ ! ଡରରେ ମନ୍ତ୍ର ଜପି ପାର ହୁଅନ୍ତି ଲୋକ ।

ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯାହା ଦେଖିବାକୁ ଖୁବ୍ ଅଜବ ଲାଗିବା ସହ ଡର ମଧ୍ୟ ଲାଗେ । ଝୁଲନ୍ତା ପୋଲ କଥା ତ ଶୁଣିଥିବେ ଆମେ ଆଜି ଆପଣଙ୍କୁ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ବିଷୟରେ କହିବାକୁ ଯାଉଛୁ ଯେଉଁଠାକୁ ଗଲେ ଲୋକଙ୍କ ଜୀବନ ଚାଲିଯିବାର ଭୟ ଲାଗି ରହିଥାଏ । ତେବେ ଏହି ପୋଲ୍ ଉପରେ…
Read More...

ସ୍ୱାଧୀନତା ଦିବସ ଅବସରରେ ଆମାଜନ ଇଣ୍ଡିଆ ପକ୍ଷରୁ ଆରମ୍ଭ ହେଲା ଆମାଜନ ଫ୍ରିଡମ୍ ସେଲ୍’ ! ଆକର୍ଷଣୀୟ ମୂଲ୍ୟରେ…

ଆଉ କିଛି ଦିନ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ ସବୁ ଇ-କମର୍ସ ସାଇଟ୍ ଗୁଡ଼ିକ ଗ୍ରାହକଙ୍କୁ ରିହାତି ଦରରେ ସାମଗ୍ରୀ ଯୋଗାଇବା ପାଇଁ ସଜବାଜ ହେଲେଣି । ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍ ସେଲ୍’ ଯୋଜନା ଆରମ୍ଭ ସମ୍ପର୍କରେ…
Read More...